Latest Odisha News

BREAKING NEWS

Yearly Archives

2019

ଜୀବନକୁ ହୀନିମାନ କରନା

ଜୀବନକୁ ହୀନିମାନ କରନା ମନୋଜ ମେହେର ନିଜକୁ ଏତେ ଛି’ ଛାକର କରନା ଭାଇ ଜୀବନକୁ ବି ଧିକ୍କାର କରି ତା’ର ଅପମାନ କରନା। କାହିଁକି ନିଜ ପ୍ରତି, ଜୀବନ ପ୍ରତି ଏତେ ବିଦ୍ରୂପ ? ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ହୋଇଗଲ ବୋଲି କ’ଣ ତମେ ହୋଇଗଲ ହାରାମ୍‌ଜାଦା !! ଯେମିତି ଚାହିଁବ ଲଙ୍ଗଳା…

ଓଡ଼ିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୭୨ % : ସିଇଓ

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିିଇଓ) ସୁରେନ୍ଦ୍ର କୁମାର ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉଭୟ ଲୋକସଭା ଓ ବିଧାନସଭା ଲାଗି ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଚୂଡ଼ାନ୍ତ ଭୋଟଗ୍ରହଣ ୭୨ ପ୍ରତିଶତ ରହିଛି । ମୁଖ୍ୟ…

ଡ଼ଙ୍ଗା ପାରି ହୋଇ ଭୋଟ ଦେଲେ କାମସିଙ୍ଗର ୩୩ ଭୋଟର୍

ସିଲଂ: ଏପ୍ରିଲ୍ ୧୧ ତାରିଖରେ ଭାରତର ଉତ୍ତର-ପୂର୍ବାଞ୍ଚଳର ୨ଟି ନିର୍ବାଚନ ମଣ୍ଡଳୀରେ ୧୦୦ % ମତଦାନ ହୋଇଥିବା ଖବରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା । ଅରୁଣାଚଳ ପ୍ରଦେଶର ଦୁର୍ଗମ ମାଲୋଗାମ ନିର୍ବାଚନ ମଣ୍ଡଳୀ ଏବଂ ହେୟୁଲିୟାଂ ବିଧାନସଭା ଆସନରେ ଏହି ଶତ ପ୍ରତିଶତ ଭୋଟଦାନ ଅନୁଷ୍ଠିତ ହେବା…

ଗଜଲ୍‍: ସବୁ କଥା

ଗଜଲ୍‍: ସବୁ କଥା ନିଖିଳେଶ ମିଶ୍ର ତମେ କି ଭାବୁଚ ନିଦ ହେଇଗଲେ ସରିଯିବ ସବୁ କଥା? ନ କହିଲେ ଆଉ, ନ ଶୁଣିଲେ ଆଉ, ଲିଭିଯିବ ସବୁ କଥା? ଜାଳିଦେଇପାର ଚିଠି ଯେତେ ମୋର ଭୁଲିଯାଇପାର ମତେ, ତଥାପି କିଏ ତ କାନ ପାଖେ ତମ କହୁଥିବ ସବୁ କଥା ଫେରୁଥିବ ଯେବେ ଅଧରାତି ତମେ ନିଜକୁ କବର…

କୋରାପୁଟ-ରାୟଗଡ଼ା ଲାଇନରେ ରେଳ ଚଳାଚଳ ବ୍ୟାହତ

ରାୟଗଡ଼ା: କୋରାପୁଟ ଓ ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ସିକରପାଇ ଷ୍ଟେସନ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଟନେଲ ମଧ୍ୟରେ ଏକ କୋଇଲା ବୋଝେଇ ଟ୍ରେନ ଅଟକି ରହିଥିବା ଯୋଗୁଁ ରେଳ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ତେବେ ଏହି ମାଲବାହୀ ଟ୍ରେନଟିର ଇଞ୍ଜିନ…

କଂଗ୍ରେସ ଛାଡି ଶିବସେନାରେ ମିଶିଲେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚର୍ତୁବେଦୀ ଦଳରୁ ଇସ୍ତଫା ପ୍ରଦାନ କରିବା ସହ ଶୁକ୍ରବାର ଦିନ ଶିବସେନାରେ ସାମିଲ ହୋଇଛନ୍ତି । ଉତ୍ତର ପ୍ରଦେଶର ମଥୁରାରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ପ୍ରିୟଙ୍କା ପରବର୍ତ୍ତୀ ସମୟରେ ତାଙ୍କ ଦଳର କିଛି କର୍ମୀଙ୍କ…

କାର୍ଯ୍ୟରେ ଅବହେଳା ଲାଗି ବରଗଡରେ ୬ ପୋଲିଂ କର୍ମଚାରୀ ନିଲମ୍ବିତ

ବରଗଡ : ନିର୍ବାଚନ ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରୀପାଠି । ନିଲମ୍ବିତ ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଏବଂ ୩ ଜଣ ସେକ୍ଟର ଅଫିସର ରହିଛନ୍ତି । ସେମାନଙ୍କ ମଧ୍ୟରେ…

ଆଜି ପୁରୀରେ ନବୀନଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ନୟାଗଡ ଜିଲ୍ଲାର ରଣପୁରରେ ପହଞ୍ଚିବା ପରେ ଏକ ଜନସମାବେଶରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ…

ଭାରତରେ ୪୦ ବର୍ଷରୁ ଅଧିକ ଏକ-ତୃତୀୟାଂଶ ପୁରୁଷ ଯୌନକଳାପରେ ଅକ୍ଷମ: ଏକ ଅଧ୍ୟୟନ

ନୂଆଦିଲ୍ଲୀ: ଭାରତରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ କ୍ଷେତ୍ରରେ ଏପେ ସାଧାରଣତଃ ଟେଷ୍ଟୋଷ୍ଟେରନ ଡ଼େଫିସିଏନ୍ସି ସିଣ୍ଟ୍ରୋମ୍ (ଟିଡ଼ିଏସ) ନାମକ ଏକ କାରକ ଯୌନ କ୍ରିଡ଼ା ଲାଗି ବାଧକ ସାଜିଥିବାର ଏକ ଅଧ୍ୟୟନ ସୂତ୍ରରୁ ଜଣାପଡ଼ିଛି । ନିକଟରେ ଗବେଷକଙ୍କ ଦ୍ୱାରା ଏନେଇ ସାର୍…

କେନ୍ଦ୍ରାପଡ଼ାରେ କୁମ୍ଭୀର ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଲତର ଘାଟ ନିକଟ ଖରସ୍ରୋତା ନଦୀ କୂଳରୁ ଏକ କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି। ମୃତ କୁମ୍ଭୀରର ଲମ୍ୱ ପ୍ରାୟ ୫ ଫୁଟ୍ ହେବ ବୋଲି ସୁତ୍ରରୁ ପ୍ରକାଶ । ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ସ୍ଥାନୀୟ ଲୋକମାନେ କୁମ୍ଭୀରର…