ବାଲେଶ୍ୱର ଡ୍ରଗ୍ସ ମାଫିଆଙ୍କ ଘରୁ ଜବତ ହେଲା ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର !
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ପୋଲିସ ଥାନା ଅନ୍ତର୍ଗତ ଶାସନବାଦ ଗ୍ରାମରେ ଥିବା ଡ୍ରଗ୍ସ ମାଫିଆ ମୁନା ଖାନ ଓରଫ ମୀର୍ ରାହତ୍ ଅଲ୍ଲୀଙ୍କ ଘରୁ ପ୍ରାୟ ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି ।
ବାଲେଶ୍ୱରର ଏହି କୁଖ୍ୟାତ ଡ୍ରଗ୍ସ ମାଫିଆଙ୍କ ଘରୁ…