ଦଳ ଛାଡିଲେ କଳାହାଣ୍ଡିର ୩ ପୂର୍ବତନ କଂଗ୍ରେସ ବିଧାୟକ
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ୩ ଜଣ ପୂର୍ବତନ କଂଗ୍ରେସ ବିଧାୟକ ବୁଧବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।
ସେମାନଙ୍କ ମଧ୍ୟରେ ଜୁନାଗଡର ପୂର୍ବତନ ବିଧାୟକ (୨୦୦୯-୨୦୧୪) ଗୋବର୍ଦ୍ଧନ ଦାସ, ନରଲାର ପୂର୍ବତନ ବିଧାୟକ (୧୯୮୫-୧୯୯୦) କୁମାର ମଣି ସବର ଏବଂ…