Latest Odisha News

BREAKING NEWS

Yearly Archives

2019

ରିଲିଜ୍ ହେଲା ‘ଦ ତାସକେଣ୍ଟ୍ ଫାଇଲ୍ସ’ ଟ୍ରେଲର୍, ଏବେବି ରହସ୍ୟ ଘେରରେ ଶାସ୍ତ୍ରୀଙ୍କ ମୃତ୍ୟୁ…

ମୁମ୍ବାଇ : ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ରହସ୍ୟମୟୀ ମୃତ୍ୟୁ ଉପରେ ଆଧାରିତ ଫିଲ୍ମ ‘ଦ ତାସକେଣ୍ଟ ଫାଇଲ୍ସ’ର ଟ୍ରେଲର ନିକଟରେ ରିଲିଜ ହୋଇଛି । https://youtu.be/OgWylHdfIdo ତାସକେଣ୍ଟ ଫାଇଲ ସ୍ୱାକ୍ଷରିତ ହେବାର କିଛି ଘଣ୍ଟା ପରେ ଲାଲ ବାହାଦୁର…

ସମ୍ବିତ ପାତ୍ରଙ୍କ ଇଚ୍ଛା: ପୁରୀରେ ଶଙ୍ଖ ଫୁଟୁ !

ଭୁବନେଶ୍ୱର : ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ରଙ୍କ ଇଚ୍ଛା ‘ପୁରୀରେ ଶଙ୍ଖ ଫୁଟୁ’ । ଏକଥା ଆମେ କହୁନୁ, ଏଭଳି କିଛି ବ୍ୟକ୍ତବ୍ୟ ଖୋଦ୍ ସମ୍ବିତଙ୍କ ମୁହଁରୁ ବାହାରିଛି । ଗଣମାଧ୍ୟମ ଆଗରେ ଏଭଳି ଇଚ୍ଛା ପ୍ରକାଶ କରିଛନ୍ତି ସମ୍ବିତ । ପୂର୍ବରୁ ପୁରୀ ଲୋକସଭା ଆସନରୁ…

ବିଜେପି ଛାଡ଼ିଲେ ବରିଷ୍ଠ ନେତା ସୁବାସ ଚୌହାନ

ବରଗଡ଼: ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଶାଖାର ଉପ ସଭାପତି ସୁବାସ ଚୌହାନ ଦଳରୁ ମଙ୍ଗଳବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା ପଦରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ସୁବାସ ଚୌହାନ ତାଙ୍କର ଇସ୍ତଫା ପତ୍ର ପାର୍ଟି ସଭାପତି ବସନ୍ତ…

ଦେବଗଡରେ ମାଓବାଦୀ କ୍ୟାମ୍ପ ଠାବ

ଦେବଗଡ : ଦେବଗଡରେ କନସର ସଂରକ୍ଷିତ ଜଙ୍ଗଲରେ ଏକ କମ୍ବିଂ ଅପରେସନ ବେଳେ ସିଆରପିଏଫ୍ ଯବାନଙ୍କ ଦ୍ୱାରା ମଙ୍ଗଳବାର ଦିନ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ସିଆରପିଏଫର ୧୨ ବାଟାଲିଅନ୍ କମ୍ବିଂ ଅପରେସନ୍…

ନବରଙ୍ଗପୁର ଜେଲରେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଉମରକୋଟ ସବ୍ ଜେଲର ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଦେବ ମାଝିଙ୍କୁ ସୋମବାର ରାତିରେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ମଙ୍ଗଳବାର ସକାଳେ…

ଘଷିପୁରାରେ ପୂର୍ବତନ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିର୍ମମ ହତ୍ୟା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘାଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ନିର୍ମମ ହତ୍ୟା କରାଯାଇଛି। ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଗତକାଲି ବିଳମ୍ବିତ ରାତିରେ କିଛି…

ଛତିଶଗଡରେ ଏନକାଉଣ୍ଟର, ୪ ନକ୍ସଲ ନିହତ

ଋାୟପୁର : ଛତିଶଗଡର ସୁକମା ଜିଲ୍ଲାର ବିମାପୁରମରେ ସିଆରପିଏଫ୍ ଯବାନଙ୍କ ସହ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ନକ୍ସଲ ନିପାତ ହୋଇଛନ୍ତି । https://twitter.com/ANI/status/1110370175243730944 ପ୍ରାପ୍ତ ସୂଚନା ଅନୁଯାୟୀ କିଛି…

ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ଦାଖଲର ଶେଷ ଦିନ ଆଜି

ଭୁବନେଶ୍ୱର : ଓଡିଶାରେ ୨ୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଅନ୍ତିମ ତାରିଖ ଆଜି ଶେଷ ହେଉଛି। ଏପ୍ରିଲ୍ ୧୮ ତାରିଖରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଆଦିର ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନୀମଣ୍ଡଳରେ ମତଦାନ ୨ୟ…

ଆଇପିଏଲ୍ ଟି୨୦: ଦ୍ରୁତତମ ୪ହଜାର ରନ ପୂରଣ କରି ଇତିହାସ ରଚିଲେ କ୍ରିସ୍ ଗେଲ୍

ଜୟପୁର: ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯାଇଥିବା ଆଇପିଏଲ୍ ୨୦୧୯ର ୪ର୍ଥ କିଙ୍ଗ୍ ଇଲେଭେନ୍ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ପଞ୍ଜାବ ଦଳ ୧୪ ରନରେ ରାଜସ୍ଥାନ ଟିମକୁ ପରାସ୍ତ କରିଛି । ଏହି ମ୍ୟାଚରେ ବିଜେତା ପଞ୍ଜାବ ପକ୍ଷରୁ ଦୁର୍ଦ୍ଦଶ…

କଂଗ୍ରେସ ପକ୍ଷରୁ ୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ସୋମବାର ସନ୍ଧ୍ୟାରେ ଓଡ଼ିଶାର ୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଏହି ୪ଜଣ ପ୍ରାର୍ଥୀ ହେଲେ - ଶ୍ୟାମଘନ ପ୍ରଧାନ (ଜି. ଉଦୟଗିରି), ଶମ୍ଭୁନାଥ ପାଣିଗ୍ରାହୀ…