‘ନାଡା’ ଆମ୍ବାସଡାର୍ ହେଲେ ବଲିଉଡ ଆକ୍ଟର୍ ସୁନୀଲ ଶେଟ୍ଟୀ !
ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ସୁନୀଲ ସେଟ୍ଟୀଙ୍କୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି ।
ଭାରତୀୟ ଆଥଲେଟଙ୍କୁ ଶକ୍ତିବର୍ଦ୍ଧକ ଔଷଧ ସେବନଠାରୁ ଦୂରେଇ ରହିବା ପାଇଁ ସୁନୀଲଙ୍କୁ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ୧୫୦ରୁ ଊଦ୍ଧ୍ୱର୍ ଆଥଲେଟ ଡୋପ…