କଟକ: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସମେତ ୩ ପୋଲିସ ଆହତ
କଟକ : କଟକ ଜିଲ୍ଲା ମାଲଗୋଦାମ୍ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।
ଆହତ ଅପରାଧୀ ଜଣକ ମନୋଜ ସ୍ୱାଇଁ ଓରଫ୍ ମୁନୁ (୨୮) ବୋଲି ଜଣାପଡିଛି ।
ମନୋଜକୁ ପୋଲିସ ଗିରଫ କରିଥିବାବେଳେ ତା’ ଠାରୁ ୨ଟି ବୋମା ଜବତ କରିଥିବା ନେଇ…