Latest Odisha News

BREAKING NEWS

Yearly Archives

2019

କଂଗ୍ରେସରେ ସାମିଲ ହେଲେ ପୂର୍ବତନ ଢେଙ୍କାନାଳ ବିଧାୟକ ନବୀନ ନନ୍ଦ

ଭୁବନେଶ୍ୱର : ଢେଙ୍କାନାଳର ପୂବର୍ତନ ବିଧାୟକ ନବୀନ ନନ୍ଦ୍ର ବୁଧବାର ଦିନ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ପୂର୍ବତନ ବିଜେଡି ନେତା କଂଗ୍ରେସ ଭବନରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ…

ମାର୍ଚ୍ଚ ୨୦ ଆଜି ‘ବିଶ୍ୱ ପଖାଳ ଦିବସ’: ଦେଶ-ବିଦେଶରେ ଜାକଜମକରେ ପାଳିତ

ଭୁବନେଶ୍ୱର: ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥାଆନ୍ତି ଓଡ଼ିଆମାନେ । କେବଳ ଯେ, ଏହି ପଖାଳ ଦିବସ ଓଡ଼ିଶାର ସଦହଦ ମଧ୍ୟରେ ସୀମିତ ତାହାନୁହେଁ, ପଖାଳର ଚମତ୍କାରୀତା ଏବେ ବିଶ୍ୱବ୍ୟାପୀ ପ୍ରସାରରିତ ହୋଇସାରିଲାଣି । ଏବେ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏହି ପଖାଳ ଦିବସ…

ନବୀନ ହିଞ୍ଜିଳି ବିଧାନସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ

ଭୁବନେଶ୍ୱର/ଛତ୍ରପୁର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଞ୍ଜିଳି ବିଧାନସଭା ଆସନ ଲାଗି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳ ୮ଟା ୩୦ ମିନିଟ୍…

ମାର୍ଚ୍ଚ ୨୨ ପରେ ୪୦ ଡିଗ୍ରୀକୁ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା

ଭୁବନେଶ୍ୱର : ଓଡିଶାର ଅଧିକାଂଶ ସ୍ଥାନରେ ମାର୍ଚ୍ଚ ୨୨ ତାରିଖ ଠାରୁ ଦିନର ତାପମାତ୍ରା ଧିରେଧିରେ ବଢିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ସାଇକ୍ଲୋନିକ୍…

ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଆଇଏସଏଫ୍ ଅଧିକାରୀ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି । ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୬୧୦ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ଆନୂମାନିକ ୨୦ ଲକ୍ଷ ଟଙ୍କା ହେବା ନେଇ…

କବି ପ୍ରସନ୍ନ ମିଶ୍ରଙ୍କ ଉପରେ ଆଧାରିତ ବୃତ୍ତଚିତ୍ର ‘ରହୁ କି ନରହୁ…’ ପ୍ରଦର୍ଶିତ

ଭୁବନେଶ୍ୱର: ପ୍ରସିଦ୍ଧ କବି ପ୍ରସନ୍ନ ମିଶ୍ରଙ୍କ ସାହିତ୍ୟକୃତି ଉପରେ ଆଧାରିତ ବୃତ୍ତଚିତ୍ର ‘ରହୁ କି ନରହୁ...ପ୍ରସନ୍ନ ମିଶ୍ର’ ଫାଲଗୁନ ଆସରରେ ପ୍ରଦର୍ଶିତ ହୋଇଛି । ସ୍ୱର୍ଗତଃ କବି ପ୍ରସନ୍ନ ମିଶ୍ରଙ୍କ ଜନ୍ମବାର୍ଷିକୀ ଅବସରରେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ଏକ…

ଟିକେଟ ନ’ମିଳିବାରୁ ଅନ୍ୟ ଦଳରେ ଯୋଗଦେବାକୁ କହିଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର: ଦଳୀୟ ଟିକଟ ନ’ମିଳିବାରୁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କନ୍ଧମାଳର ବିଜେଡ଼ି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ଗଣମାଧ୍ୟମକୁ ସୂଚନାଦେଇ ପ୍ରତ୍ୟୁଷା ମଙ୍ଗଳବାର ଦିନ କହିଛନ୍ତି, ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିବେ ବା ଅନ୍ୟ ଦଳରେ ଯୋଗଦାନ କରିବେ । ଟେଲିଫୋନ…

ସର୍ଭେ କହୁଛି ଏଥର ବିଜେଡ଼ି ୨୧ଟିରୁ ୧୮ଟି ଲୋକସଭା ଆସନ ଅକ୍ତିଆର କରିବ

ଭୁବନେଶ୍ୱର: ବିଜେଡ଼ିକୁ ଏଥର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟି ଆସନ ମିଳିପାରିବ ବୋଲି ‘ଦ କ୍ୱିଣ୍ଟ୍’ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ସର୍ଭେ ଅନୁସାରେ ବିଜେପି ଅପେକ୍ଷା ୨୫ % ଅଧିକ ଭୋଟ ହାସଲ କରିବା ସହିତ ରାଜ୍ୟର ୫୦ ପ୍ରତିଶତ ଭୋଟ ଅକ୍ତିଆର କରିବା…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୨ ନେତା

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ୨ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କୃତ ୨ ନେତା କୃଷ୍ଣଚନ୍ଦ୍ର ରାୟ (ବାବୁ ସିଂହ) ଏବଂ…

ବାଲେଶ୍ୱରରେ ଏସବିଆଇ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିଲଂ ଥାନା ଅନ୍ତର୍ଗତ କନ୍ଦ ଗ୍ରାମ ନିକଟସ୍ଥ ଏକ ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ) ଏଟିଏମରୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟରରେ…