ସୋନପୁର: ନିଆଁରେ ପୋଡି ଯୁବକ ଜୀବନ୍ତ ଦଗ୍ଧ
ସୋନପୁର : ସୋନପୁର ଜିଲ୍ଲା ବିରମହାରାଜପୁର ପୋଲିସ ଅନ୍ତର୍ଗତ ଘିଚପାଲ୍ଲୀ ଗ୍ରାମର ଏକ ଘରେ ନିଆଁ ଲାଗିବାରୁ ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।
ମୃତକଙ୍କ ଯୁବକଙ୍କ ନାମ ରଞ୍ଜନ ବିଭୋର (୩୮) ବୋଲି ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ ଯୁବକ ଜଣଙ୍କ ନିଜ ଘରେ ଶୋଇଥିବା ବେଳେ…