ପ୍ରୋଭିଡେଣ୍ଟ ଫଣ୍ଡ ପଇସା ଅନଲାଇନ ଟ୍ରାନ୍ସଫର ବହୁତ ସହଜ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…
ଭୁବନେଶ୍ୱର: କର୍ମଚାରୀ ଭବିଷ୍ୟ ନିଧି ବା ଇପିଏଫ ଦରମାପାଉଥିବା କର୍ମଚାରୀଙ୍କ ପାଇଁ ଏକ ଅବସରକାଳୀନ ସଞ୍ଚୟ ଖାତା ସ୍କିମ ଅଟେ |
ବେତନଭୋଗୀ କର୍ମଚାରୀ ଯେବେ ନିଜ କମ୍ପାନୀ ବଦଳାନ୍ତି, ସେତେବେଳେ କର୍ମଚାରୀ ନିଜ ପିଏଫ ପଇସା ଟ୍ରାନ୍ସଫର କରନ୍ତି , ଏହାକୁ ଭଲ ବିକଳ୍ପ ବୋଲି ମାନନ୍ତି ନାହିଁ…