Latest Odisha News

BREAKING NEWS

Yearly Archives

2019

ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବରେ ୪ଜଣ ସାମ୍ବାଦିକ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆରମ୍ଭ ହୋଇଛି ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବ । ଏହି ଉତ୍ସବର ଉଦଘାଟନୀ ଉତ୍ସବରେ ୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସମେତ ସମୁଦାୟ ୭ ଜଣ ପ୍ରତିଭାଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । କନ୍ଦରପୁରସ୍ଥିତ ସରସ୍ୱତୀ କଳା ପରିଷଦ ର ୧୬ତମ ପ୍ରତିଷ୍ଠା ଉତ୍ସବ…

ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ: ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ନୂତନ କୁଳପତି ଭାବେ ନିଯୁକ୍ତ

ଭୁବନେଶ୍ୱର: ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମଦନପୁରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରଫେସର ତ୍ରିପାଠୀ ବର୍ତ୍ତମାନ ମଧ୍ୟପ୍ରଦେଶ ଅମରକଣ୍ଟକ ସ୍ଥିତ ଆଇଜିଏନ୍ଟିୟୁ (ଇନ୍ଦିରାଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟି)ର ଇତିହାସ ବିଭାଗର…

ଆନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବର ତୃତୀୟ ସଂନ୍ଧ୍ୟା: ଦର୍ଶକଙ୍କୁ ଆକର୍ଷିତ କଲା ନୃତ୍ୟାଙ୍ଗନାଙ୍କ ଚମତ୍କାର ନୃତ୍ୟ…

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ତୃତୀୟ ଦିବସ । ପ୍ରତିଦିନ ପରି ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଦଳଗତ ନୃତ୍ୟ ଯାହାକୁ ପରିବେଶଣ…

ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ‘ଟେନେସ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ’ର ପ୍ରଫେସର ଡଃ ମୋହନ ଡି ରାଓ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ସୋ÷ଜନ୍ୟମୂଳକ ସାକ୍ଷାତ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର କୁକ୍ଭିଲେ ସ୍ଥିତ ଟେନେସ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର…

ଯାତ୍ରୀବାହୀ ବସ-ସାଇକେଲ ମୁହାଁମୁହିଁ ଧକ୍କା; ମା’ ଓ ପୁଅ ଗୁରୁତର ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ରାଜପଥରେ ଏକ ମର୍ମନ୍ତୁଦ ସଡ଼ଖ ଦୁର୍ଘଟଣା ଘଟି ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ବାରିପଦାରୁ ବେତନଟି ଯାଉଥିବା ଲକି ନାମକ ଏକ ଘରୋଇ ଯାତ୍ରୀ ବାହି ବସ ବେତନଟି ଥାନା ଅଧୀନ କୃଷ୍ଣଚନ୍ଦ୍ରପୁର କଲେଜ ଛକ…

ବିଦାୟ ୨୦୧୯: ଚର୍ଚ୍ଚିତ ଫିଲ୍ମ ଭାବେ ସମସ୍ତଙ୍କୁ ପଛରେ ପକାଇଲା ‘ୱାର୍’ ଓ ‘କବୀର ସିଂ’ !

ମୁମ୍ବାଇ: ୨୦୧୯ରେ ବଲିଉଡର କେତେକ ଫିଲ୍ମ ବେଶ୍ ଚର୍ଚ୍ଚିତ ରହିଥିଲା । ଏଥର ବିଭିନ୍ନ ଧରଣର ଫିଲ୍ମ ଦର୍ଶକମାନେ ଦେଖିବାକୁ ପାଇଲେ । ଚିରାଚରିତ ବ୍ୟବସାୟିକ ଫିଲ୍ମରୁ ଦର୍ଶକଙ୍କ ରୁଚି ବଦଳିବାରେ ଲାଗିଛି । ଯାହା କି ଏକ ଶୁଭ ସଙ୍କେତ । ଆସନ୍ତୁ ଏହି ଫିଲ୍ମଗୁଡିକ ବିଷୟରେ ଆଲୋଚନା କରିବା ।…

ଶୀତରେ ସମଗ୍ର ଓଡ଼ିଶା ଥରହର; ଜାଣନ୍ତୁ ଏହିସବୁ ଜିଲ୍ଲାକୁ ଜାରି ହେଲା ସତର୍କ ସୂଚନା

ଭୁବନେଶ୍ୱର: ସମଗ୍ର ଓଡ଼ିଶା ଏବେ ପ୍ରବଳ ଶୀତର ପ୍ରକୋପରେ ଥରହର । ଦିନ ଦ୍ୱିପ୍ରହରରେ ଥରିଯାଉଛି ଦେହ । ସୂର୍ଯ୍ୟ କିରଣ ନପଡୁଥିବା ଯୋଗୁଁ ଲୋକେ ଆଉ ବାହାରକୁ ବାହାରିବାକୁ ଇଛା ପ୍ରକାଶ କରୁନାହାନ୍ତି । ସବୁଠାରୁ ବଡ଼କଥା ହେଲା ସୋନପୁରର ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ରେକଡର଼୍ କରାଯାଇଛି…

ଜନ୍ମଦିନ ବିଶେଷ: ପ୍ରତ୍ୟେକଙ୍କୁ ପ୍ରେରଣା ଦିଏ ରତନ ଟାଟା ଓ ଧିରୁଭାଇ ଅମ୍ବାନୀଙ୍କ ସଫଳ କାହାଣୀ…

ଯେବେବି କୌଣସି ବଡ଼ ବିଜିନେସ କରୁଥିବା ଲୋକଙ୍କ କଥା ଉଠେ ସବୁଠୁ ପ୍ରଥମେ ନାଁ ଆସେ ଧିରୁଭାଇ ଅମ୍ବାନୀ ଓ ରତନ ଟାଟା | ଆଜି ହେଉଛି ପ୍ରମୁଖ ବିଜିନେସ ମ୍ୟାନ ରତନ ଟାଟା ଙ୍କ ୮୨ତମ ଜନ୍ମଦିନ | ଟାଟା କମ୍ପାନୀ ସମୂହ ଦେଶର ହେଉଛନ୍ତି ଦ୍ୱିତୀୟ ସବୁଠୁ ବଡ଼ ବିନିନେସ ଗୃପ | ଟାଟା କୁ ଏତେ…

ରଦ୍ଦ ହେବ ଆପୋଲୋ ହସ୍ପିଟାଲର ରେଜିଷ୍ଟ୍ରେସନ; ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆପୋଲୋ ହସ୍ପିଟାଲରେ କିଡ଼ନୀ ପ୍ରତ୍ୟାରୋପଣ ଏବଂ ଚୋରୀ ଅଭିଯୋଗ ମାମଲାରେ ହସ୍ପିଟାଲର ଯୁକ୍ତିକୁ ଖାରଜ କରିଦେଇଛନ୍ତି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) । ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କରାଯାଇଥିବା ଯୁକ୍ତିକୁ କମିଶନ…

ନୂଆରୂପରେ ବଜାଜ ଚେତକ; ଜାଣନ୍ତୁ କେବେ ହେବ ଲଞ୍ଚ…

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ସ୍କୁଟର ନିର୍ମାତା କମ୍ପାନୀ ବଜାଜା ଅଟୋ ଦେଶରେ ନିଜର ଲୋକପ୍ରିୟ ବ୍ରାଣ୍ଡ 'ବଜାଜ ଚେତକ'କୁ ଇଲେକ୍ଟ୍ରିକ ରୂପରେ ବଜାରକୁ ଆଣିବ | ଆଗାମୀ ଜାନୁଆରୀ ମାସରେ ଏହାକୁ ଗ୍ରାହକଙ୍କ ପାଇଁ ବିକ୍ରି କରିବ | ଏହା ପୂର୍ବରୁ କମ୍ପାନୀ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଜାରୀ…