Latest Odisha News

BREAKING NEWS

Yearly Archives

2020

୩୯୯ ଟଙ୍କାରେ କରୋନା ଟେଷ୍ଟ, ଆସିଲା ସବୁଠୁ ଶସ୍ତା ଟେଷ୍ଟିଂ କିଟ୍

ନୂଆଦିଲ୍ଲୀ: ଆସିଲା ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟିଂ କିଟ୍ କରୋସ୍ୟୁର । ମାତ୍ର ୩୯୯ ଟଙ୍କାରେ କରିହେବ କରୋନା ଟେଷ୍ଟ । ଏହାକୁ ଆଇଆଇଟି ପ୍ରସ୍ତୁତ କରିଛି । ଆଜି ଏହି ଟେଷ୍ଟିଂ କିଟ୍ର ଶୁଭାରାମ୍ଭ ହୋଇଛି । ଏହାକୁ ବିଶ୍ୱର ସବୁଠୁ ଶସ୍ତା ଟେଷ୍ଟିଂ କିଟ୍ ବୋଲି ମଧ୍ୟ କୁହାଯାଉଛି ।…

ଘରୋଇ ଲ୍ୟାବରେ ୪୫୦ ଟଙ୍କାରେ ଆଣ୍ଟିଜେନ୍ ଟେଷ୍ଟ

ଭୁୁବନେଶ୍ୱର: ଏଣିକି ଘରୋଇ ଲ୍ୟାବରେ ହୋଇପାରିବ ଆଂଟିଜେନ୍ ଟେଷ୍ଟ । ଏଥିପାଇଁ ଖର୍ଚ୍ଚ ହେବ ମାତ୍ର ୪୫୦ ଟଙ୍କା । ଏନେଇ ରାଜ୍ୟ ସରକାର ଟଙ୍କା ଧାର୍ଯ୍ୟ କରିଛନ୍ତି । ଆଇସିଏମଆର୍ ନିୟମ ମାନି ଟେଷ୍ଟ କରିବାକୁ ଘରୋଇ ଲ୍ୟାବକୁ ଅନୁମତି ମିଳିଛି । ଆଂଟିଜେନ୍ ଟେଷ୍ଟ ଦ୍ୱାରା ଲୋକେ କରୋନାରେ…

୭ ଦିନ ପାଇଁ ଛତ୍ରପୁର ଏନଏସି ସଟଡାଉନ୍

ଗଞ୍ଜାମ: ଆସନ୍ତାକାଲିଠାରୁ ୭ ଦିନ ପାଇଁ ଗଂଜାମ ଜିଲ୍ଲାର ଛତ୍ରପୁର ଏନ୍ଏସି ଅଂଚଳକୁ ସଟଡାଉନ୍ ଘୋଷଣା କରାଯାଇଛି । କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଭଳି ପଦକ୍ଷେପ ନେଇଛନ୍ତି । ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର NAC, କୋଦଳା,…

ଜିଓ ଗ୍ଲାସ୍ ଲଞ୍ଚ , ସ୍ମାର୍ଟ ଚଷମା ସହିତ କରିପାରିବେ ଭିଡିଓ କଲିଂ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୩ ତମ ଏଜିଏମ୍ (ବାର୍ଷିକ ସାଧାରଣ ସଭା) ରେ ରିଲାଏନ୍ସ ଜିଓ 'ଜିଓ ଗ୍ଲାସ୍'ର ଶୁଭାରମ୍ଭ ଘୋଷଣା କରିଛି। ଜିଓ ଗ୍ଲାସ୍ ହେଉଛି ଏକ ସ୍ମାର୍ଟ ଗ୍ଲାସ୍ ଯାହା ସାହାଯ୍ୟରେ ଭିଡିଓ କଲିଂ କରାଯାଇପାରିବ | ଜିଓ ଗ୍ଲାସରେ ଭର୍ଚୁଆଲ୍ ଆସିଷ୍ଟାଣ୍ଟ ମଧ୍ୟ ସମର୍ଥିତ |…

ବାତିଲ ହେବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ!

ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ବାତିଲ ହୋଇପାରେ । ଏଥିନେଇ ଅଫିସିଆଲ କୌଣସି ଘୋଷଣା ହୋଇ ନ ଥିଲେ ମଧ୍ୟ ବିସିସିଆଇ ଏହାକୁ ବାତିଲ କରିବା ନେଇ ଯୋଜନା କରୁଛି । ସେପ୍ଟେମ୍ବରରେ ଇଂଲଣ୍ଡ ଭାରତ ଗସ୍ତରେ ୩ ଦିନିକିଆ ଓ ୩ ଟି୨୦ ମ୍ୟାଚ ଖେଳିଥାନ୍ତା । କରୋନା…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ନୀଳଗିରି ବିଧାୟକ

ବାଲେଶ୍ୱର: କରୋନାରୁ ସୁସ୍ଥ ହେଲେ ନୀଳଗିରି ବିଧାୟକ । 10 ଦିନ ଚିକିତ୍ସା ପରେ ମହାମାରୀ କରୋନାରୁ ସୁସ୍ଥ ହୋଇ ନୀଳଗିରି ବିଧାୟକ ଆଜି ଘରକୁ ଫେରିଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ କୋଡିଭ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏବେ ସେ ହୋମ୍‌କ୍ୱାରେଂଟାଇନ୍‌ରେ ଅଛନ୍ତି ।…

ଅମ୍ବାନୀ ୫ଜି ଟେକ୍ନୋଲୋଜି ପ୍ରସ୍ତୁତି କରିବାକୁ ଘୋଷଣା, ଗୁଗୁଲ ରିଲାଏନ୍ସ ଜିଓରେ ୩୩,୭୩୭ କୋଟି ଟଙ୍କା ବିନିଯୋଗ କରିଛି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ର ୪୩ ତମ ସାଧାରଣ ସଭାରେ ମୁକେଶ ଅମ୍ବାନୀ ଜିଓଙ୍କ ତରଫରୁ ୫ଜି ଟେକ୍ନୋଲୋଜି ପ୍ରସ୍ତୁତି ଘୋଷଣା କରିଛନ୍ତି। ଗ୍ରୁପର ଚେୟାରମ୍ୟାନ କହିଛନ୍ତି ଯେ ରିଲାଏନ୍ସ ଜିଓ ୫ଜି ଟେକ୍ନୋଲୋଜି ଡିଜାଇନ୍ ପ୍ରସ୍ତୁତ କରିଛି। ଏହି ଟେକ୍ନୋଲୋଜିକୁ ସଂପୂର୍ଣ୍ଣ…

ମୋଦୀଙ୍କ ପରେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏବେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗଲ୍‌ୱାନ୍ ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ଏବେ ତିକ୍ତତା କମ ହେବା ସହ ଚୀନ ସେନା ପଛକୁ ଘୁଞ୍ଚିଛି । ତଥାପି ଚୀନର ପ୍ରତି ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନା…

ସଚିନଙ୍କୁ କଂଗ୍ରେସର ପରାମର୍ଶ, ‘ଘରକୁ ଫେରି ଆସ’

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ସଙ୍କଟ ମଧ୍ୟରେ ସଚିନ ପାଇଲଟ ବିଜେପିରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିବା ପରେ ଆସିଛି ନୂଆ ଟ୍ୱିଷ୍ଟ । ଯଦି ବିଜେପିରେ ମିଶିବନି ତେବେ ନିଜ ଘରକୁ ଫେରିଆସ ବୋଲି କଂଗ୍ରେସ ତାଙ୍କୁ ପରାମର୍ଶ ଦେଇଛି । ଆଜି କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ…

ବାଲା ଓ ବାଲା ଗୀତରେ ନାଚିଲେ ଡେଭିଡ ୱାର୍ଣ୍ଣରଙ୍କ ଝିଅ

ମୁମ୍ବାଇ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଓପନର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି । ନିକଟରେ ସେ ତାଙ୍କ ଦୁଇ ଝିଅ ଇଣ୍ଡି ରେ ଓ ଇଭି ମେ’ଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ସାଇଟରେ ଛାଡିବା ପରେ ଏହା ଏବେ ଭାଇରାଲ ହୋଇଛି । ଅକ୍ଷୟ କୁମାରଙ୍କ ହାଉସଫୁଲ-୪ର ଲୋକପ୍ରିୟ…