Latest Odisha News

BREAKING NEWS

Yearly Archives

2020

ଓବାମା, ବିଲ ଗେଟ୍ସଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ହ୍ୟାକରଙ୍କ ଟାର୍ଗେଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର । ଆମେରିକାର ବହୁ ହାଇପ୍ରୋଫାଇଲ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜୋ ବିଡେନ୍, ଟେସଲା ସିଇଓ ଏଲନ ମସ୍କ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସ, ଆମାଜନ ସିଇଓ ଜେଫ୍ ବୋଜେସଙ୍କ ସମେତ ଆପଲର…

ଅନ୍ଧବିଶ୍ୱାସରେ ଆଜିବି ବନ୍ଧା ମଣିଷ: ଗୁଣି ସନ୍ଦେହରେ ନିର୍ମମ ହତ୍ୟାକାଣ୍ଡ

ଯାଜପୁର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଆଜିବି ବଞ୍ଚିଛନ୍ତି ଅନେକ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଓଲ୍ଲଳ ଠାରେ। ଗୁଣିଗାରେଡି ସନ୍ଦେହରେ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟା ଅଭିଯୋଗ। ବୃଦ୍ଧାଙ୍କ କଟା…

କରୋନା ପଜିଟିଭ ଚିହ୍ନଟ ହେଲେ ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ

ମୁମ୍ବାଇ: ଟେଲି ସିରିଏଲ୍ ‘ଇଶ୍କବାଜ୍'ର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀନୁ ପାରିକ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶ୍ରୀନୁ ଇନଷ୍ଟାଗ୍ରାମ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି ଯେ, କିଛି ଦିନ ପୂର୍ବେ ସେ କୋଭିଡ…

ନିତା ଅମ୍ବାନୀଙ୍କ ଆଶ୍ୱାସନା: ଭାରତର କୋଣ ଅନୁକୋଣରେ ପହଞ୍ଚିବ କରୋନା ଭାକ୍ସିନ

ମୁମ୍ବାଇ: ଭାରତବାସୀଙ୍କୁ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀଙ୍କ ଆଶ୍ୱାସନା । କୋଭିଡ ୧୯ ଟୀକା ଆସିବା ପରେ ଜିଓର ଡିଜିଟାଲ୍ ଭିତ୍ତିଭୂମିକୁ ବ୍ୟବହାର କରି ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଏହାକୁ ପହଞ୍ଚାଯିବାର ବ୍ୟବସ୍ଥା କରାଯିବ। ବୁଧବାର ଦିନ…

କେଦାରନାଥ ଧାମର ବିକାଶ କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଧାମରେ ଚାଲିଥିବା ବିକାଶ କାର୍ଯ୍ୟ ତଥା ଧାମର ଦିବ୍ୟଚେତନାକୁ ଆହୁରି ବୃଦ୍ଧି କରିବା ପାଇଁ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ କେଦାରନାଥ ମନ୍ଦିର ଏବଂ ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳର…

ମହଙ୍ଗା ହେବ ଆଲ୍‌କୋହଲ ଯୁକ୍ତ ସାନିଟାଇଜର: ଲାଗିବ ୧୮ % ଜିଏସଟି

ନୂଆଦିଲ୍ଲୀ: ଆଲ୍‌କୋହଲ ଯୁକ୍ତ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮ % ଜିଏସ୍‌ଟି ଲାଗୁ କରାଯିବ। ଏନେଇ ଏ ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । "ସାନିଟାଇଜର, ସାବୁନ, ଜୀବାଣୁ ନିରୋଧୀ ତରଳ ପଦାର୍ଥ ଓ ଡେଟଲ ଆଦି ବିଶୋଧକ ବର୍ଗର ସାମଗ୍ରୀ ହୋଇଥିବାରୁ ଏହା ଉପରେ ଜିଏସ୍‌ଟି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୬-୭-୨୦୧୯ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଜୁଲାଇ ତା ୧୬ରିଖ ଗୁରୁବାର କର୍କଟ ୧ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର:-ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର:-…

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର : ଗତକାଲି ପ୍ରକାଶ ପାଇଥିବା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି । ଚଳିତବର୍ଷ ପ୍ରଥମ କରି ଏହି ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବଲାଙ୍ଗିର ପଥରଚେପା ଆଦର୍ଶ ବିଦ୍ୟାଳୟର ଛାତ୍ରୀ…

ଭିନ୍ନକ୍ଷମମାନଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ରେ ଖୋଲିଲା ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’

ସୁନ୍ଦରଗଡ଼ : ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’କୁ ଆଜି ଲୋକାର୍ପଣ କରାଯାଇଛି । ପଶ୍ଚିମାଞ୍ଚଳ ରାଜସ୍ୱ କମିସନର ନିରଞ୍ଜନ ସାହୁ ଏହାକୁ ଲୋକାର୍ପିତ କରିଥିଲେ ।…

ଜିଓ ଟିଭି+: ଜିଓର ନୂଆ ପ୍ଲାଟଫର୍ମ ଘୋଷଣା, ଏକାଥରେ ୧୨ଟି ଓଟିଟି ଆପ୍ସ ମଜା ନେଇପାରିବେ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସବୁବେଳେ ଜିଓ କିଛିନା କିଛି ନୂଆନୂଆ ଜିନିଷ ଘୋଷଣା କରିଥାଏ | ଏଥର ମଧ୍ୟ ୪୩ତମ ଏଜିଏମ୍ ରେ ଜିଓ ସେଟଟପ୍ ବକ୍ସ ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଜିଓ ନୂତନ ପ୍ଲାଟଫର୍ମ ଜିଓ ଟିଭି+ ଘୋଷଣା କରିଛି | ଜିଓ ଟିଭି ପ୍ଲସ୍ ମାଧ୍ୟମରେ, ଜିଓ ସେଟଟପ୍ ବକ୍ସର ଉପଭୋକ୍ତାମାନେ ଥରେ ଲଗଇନ୍…