Latest Odisha News

BREAKING NEWS

Yearly Archives

2020

ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ପରୀକ୍ଷା, ୟୁଜିସିର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା କାୟା ପାଇଁ ମାର୍ଚ୍ଚରୁ ସ୍ଥଗିତ ବିଶ୍ୱବିଦ୍ୟାଳୟ ଓ ଏହା ଅନ୍ତର୍ଗତ ଶିକ୍ଷାନୁଷ୍ଠାନର ଶେଷ ବର୍ଷ ପରୀକ୍ଷା କରାଯାଇପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ସଂଶୋଧିତ ଗାଇଡଲାଇନ୍ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ସେପ୍ଟେମ୍ୱର ସୁଦ୍ଧା ସ୍ଥଗିତ…

କରୋନା କ୍ରିଏଟିଭିଟି: ଶୁଭଶ୍ରୀ ମହାପାତ୍ରଙ୍କ ସଙ୍ଗୀତ ଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ହ୍ୟୁମାନ ସାଗରଙ୍କ ନାଁରେ ଛେଣ୍ଡିପଦା ଥାନାରେ ଅଭିଯୋଗ

ଛେଣ୍ଡିପଦା : ପୁଣି ନିଜ ଗୀତକୁ ନେଇ ବିବାଦରେ ଫସିଛନ୍ତି ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ ଗାଇ ବିବାଦୀୟ ହୋଇଥିବା ହ୍ୟୁମାନ ଏବେ ଗାଇଛନ୍ତି ଛେଣ୍ଡିପଦା ରାଣୀ ଗୀତ । ଯାହାକୁ ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ…

ଦିଲ୍ଲୀ ଏମ୍ସ କୋଠାରୁ ଡେଇଁ ଜୀବନ ହାରିଲେ କୋଭିଡ୍ ପଜିଟିଭ୍ ସାମ୍ବାଦିକ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ସାମ୍ବାଦିକଙ୍କ ଆତ୍ମହତ୍ୟା । ଦିଲ୍ଲୀ ଏମ୍ସର ଚାରି ମହଲା କୋଠା ଉପରୁ ଡେଇଁ ଜୀବନ ହାରିଛନ୍ତି ଜଣେ ସାମ୍ବାଦିକ । ତାଙ୍କ ନାଁ ତରୁଣ ସିସୋଦିଆ । ବୟସ ୩୭ ବର୍ଷ । ଘର ଦିଲ୍ଲୀର ଭଜନପୁରାରେ । ସେ ଏକ ହିନ୍ଦୀ ପେପରରେ କାର‌୍ୟ୍ୟ କରୁଥିଲେ । ତେବେ ସେ କାହିଁକି…

ଅବସରପ୍ରାପ୍ତ ଓଡ଼ିଶା କ୍ୟାଡର ଆଇଏଏସ୍ ଆଇ. ଶ୍ରୀନିବାସଙ୍କୁ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଆଇ. ଶ୍ରୀନିବାସଙ୍କୁ ମିଳିଲା ନୂଆ ନିଯୁକ୍ତ । ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ ବା ଆଇଏଫଏସସିଏର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ…

ବିଶ୍ୱବିଦ୍ୟାଳୟ ପରୀକ୍ଷା କରାଇବାକୁ ଅନୁମତି ଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅନଲକ୍ ୨.୦ ବେଳେ ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ କି ନାହିଁ ? ଏହି ସସପେନ୍ସର ଅନ୍ତ ହୋଇଛି । ପରୀକ୍ଷା କରାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ଗ୍ରୀନ୍ ସିଗନାଲ ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଶିକ୍ଷା ସଚିବଙ୍କୁ ଚିଠି ଆସିଛି । ଯେଉଁଥିରେ ଉଲ୍ଲେଖ…

ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ବିଷ୍ଣ ଦାସ ଜଣେ ଲୋକପ୍ରିୟ ରାଜନେତା, ଦକ୍ଷ ସଂଗଠକ ତଥା ପ୍ରଶାସକ ଥିବା ମୁଖ୍ୟମନ୍ତ୍ରୀ ଏକ ଶୋକ ବାର୍ତ୍ତା ଦେଇ କହିଛନ୍ତି । ଏଥି ସହ ମନ୍ତ୍ରୀ,…

ପରଲୋକରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ

ଭୁବନେଶ୍ୱର: ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ତିନି ତାରିଖରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ…

ତ୍ୟାଗ, ସଂଯମତା ଓ ଶୃଙ୍ଖଳା ଏହି ୩ଟି ଅସ୍ତ୍ର କୋଭିଡ଼ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଭାରତରେ ଦ୍ରୁତଗତିରେ ବଢି ଚାଲିଛି କରୋନା ସଂକ୍ରମଣ । ଭାରତରେ ପ୍ରତି…

ଆସନ୍ତୁ ଜାଣିବା କେଉଁ ମଙ୍ଗୋଲିଆ ମହିଳାଙ୍କ ଗୋଡର ଲମ୍ବା ୫୨.୮ ଇଂଚ

ଚିକାଗୋ: ଚିକାଗୋରେ ରହୁଥିବା ମଙ୍ଗୋଲିଆର ରେଂଟସେନଖୋରୋଲୁ ରେନ୍ ବଡ ନାମକ ମହିଳା ଏବେ ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛନ୍ତି । ୨୯ ବର୍ଷୀୟା ଏହି ମହିଳାଙ୍କ ଉଚ୍ଚତା ୬ଫୁଟ ୯ ଇଂଚ ହୋଇଥିବା ବେଳେ ତାଙ୍କ ଗୋଡ ଦୁଇଟିର ଲମ୍ବ ୫୨.୮ ଇଂଚ । ଏହି ଲମ୍ବା ଗୋଡ ଯୋଗୁ ସେ ଟିକଟକ ଏବଂ ଅନ୍ୟ…