ଖଲିସ୍ତାନ ସମର୍ଥକ ସଂଗଠନ ଶିଖ ଫର ଜଷ୍ଟିସର ୪୦ ୱେବସାଇଟକୁ ବନ୍ଦ କଲେ ସରକାର
ନୂଆଦିଲ୍ଲୀ: ଖଲିସ୍ତାନର ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସର ୪୦ ୱେବସାଇଟକୁ ସରକାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୱେବସାଇଟ ମାଧ୍ୟମରେ ଦେଶବିରୋଧୀ ଅଭିଯାନ ଚଳାଯାଉଥିବା ଅଭିଯୋଗ ଆସିଥିଲା । ସଂଗଠନର ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ନାମରେ ମଧ୍ୟ କେସ୍ ରୁଜୁ…