Latest Odisha News

BREAKING NEWS

Yearly Archives

2020

କମନ ଓ୍ୱେଲଥ ଗେମ୍ସ ଭିଲେଜ ହେଲା କୋଭିଡ୍ କେୟାର୍ ସେଣ୍ଟର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଲଗାତାର ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ଆବଶ୍ୟକ ଥିବା ବେଳେ କମନ୍ ଓ୍ୱେଲଥ ଗେମ୍ସ ଭିଲେଜକୁ ହାଇଟେକ୍ କୋଭିଡ କେୟାର ସେଣ୍ଟରରେ ପରିଣତ କରିଛନ୍ତି ଦିଲ୍ଲୀ ସରକାର । ପାଞ୍ଚ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର…

କରୋନା ମୁକାବିଲା: ପୋଲସରାରେ କଟକଣାକୁ ଆହୁରି କଡାକଡି କଲେ ଗଞ୍ଜାମ ଜିଲ୍ଲାପାଳ

ପୋଲସରା: ଗଂଜାମ ଜିଲ୍ଲା ପୋଲସରାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ପଜେଟିଭଙ୍କ ସଂଖ୍ୟା । ପୋଲସରା ଅଞ୍ଚଳରେ ୩ ଜଣ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗଂଜାମ…

ଗଲଓ୍ୱାନ ଘାଟିରୁ ପଛକୁ ହଟିବେ ଭାରତ ଓ ଚୀନ୍ ସୈନ୍ୟ

ଜମ୍ମୁ କଶ୍ମୀର: ପୂର୍ବ ଲଦାଖର ଗଲଓ୍ୱାନ ଘାଟି ଓ ଗୋଗ୍ରା ହଟସ୍ପ୍ରିଙ୍କରୁ ସେନ୍ୟ ପ୍ରତ୍ୟାହାର କରିବେ ଉଭୟ ଭାରତ ଓ ଚୀନ । ବୀବାଦୀୟ ସ୍ଥାନରୁ ଦୁଇ ଦେଶ ପଛକୁ ହଟିବା ନେଇ ସହମତି ହୋଇଛି । ପୂର୍ବ ଭଳି ସୀମାରେ ଶାନ୍ତି ବଜାର ରଖିବେ । ଦୁଇ ଦେଶର ସେନା ମଧ୍ୟରେ ଏନେଇ ୧୨ ଘଣ୍ଟାର ମାରାଥନ୍…

ଆଜି ଶିବରାଜ ସିଂ ଚୌହ୍ୱାନ କ୍ୟାବିନେଟର ସମ୍ପ୍ରସାରଣ

ମଧ୍ୟପ୍ରଦେଶ: ଶିବରାଜ ସିଂହ ଚୌହ୍ୱାନ ସରକାରରେ ଆଜି ସାମିଲ ହେବେ ନୂଆ ମନ୍ତ୍ରୀ । ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୧ଟାରେ ରହିଛି ଶପଥଗ୍ରହଣ ସମାରୋହ । ଭୋପାଳ ସ୍ଥିତ ରାଜଭବନ ପରିସରରେ ଆୟୋଜିତ ହେବ ଉତ୍ସବରେ ରାଜ୍ୟପାଳ ଆନନ୍ଦି ବେନ୍ ପଟେଲ ନୂଆ ମନ୍ତ୍ରୀଙ୍କୁ…

ସମସ୍ତ ଶିକ୍ଷାନୁଷ୍ଠାନରେ ଜୁଲାଇ ୧୩ ରୁ ଆରମ୍ଭ ହେବ ଅନଲାଇନ କ୍ଲାସ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜୁଲାଇ ୧୩ରୁ ଆରମ୍ଭ ହେବ ଅନଲାଇନ୍‌ କ୍ଲାସ୍‌। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ…

ପଢନ୍ତୁ ସୁନାବେଶରେ କେଉଁ ସବୁ ଅଳଙ୍କାର ପିନ୍ଧନ୍ତି ତିନି ଠାକୁର

ପୁରୀ: ମହାପ୍ରଭୁଙ୍କ ଲୀଳା ଅପାର । ନବଦିନାତ୍ମକ ଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥ ଉପରେ ହୋଇଥାଏ ଶ୍ରୀଜିଉମାନଙ୍କର ସୁନାବେଶ । ଏହାକୁ ରାଜାରାଜେଶ୍ୱର ବେଶ ବି କୁହାଯାଏ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ହାତ ଓ ପାଦ ଥିବା ବିଗ୍ରହ ରୂପରେ…

ମିଳିଲାନି ପରିବାରର ସ୍ୱୀକୃତି: ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ପାରାଦୀପ: ପ୍ରେମକୁ ମିଳିଲାନି ସମାଜର ସ୍ବୀକୃତି, ଆତ୍ମହତ୍ୟାର ବାଟ ବାଛି ନେଲେ ପ୍ରେମୀ ଯୁଗଳ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଦୁଆଡିଆ ଗ୍ରାମରେ। ସୂଚନା ମୁତାବକ ଦୁଆଡିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବିନା ଦାସ (୨୬) ଓ ସେହି ଗ୍ରାମର ନନ୍ଦକିଶୋର…

ପୁଣି ଅଲୋଡା ହେଲା ଶିଶୁ କନ୍ୟା: ଜନ୍ମ ଦେଇ ମରଣ ମୁଁହକୁ ଠେଲି ଦେଲା ମାଆ

କଣିହାଁ: ପରିବାର ପାଇଁ ପୁଣି ଅଲୋଡ଼ା ହୋଇଛି ଆଉ ଏକ ଶିଶୁ କନ୍ୟା । ତାଳଚେର କଣିହାଁ ବ୍ଲକ ରେଗାଂଳି ଥାନା ଅଂଚଳରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ବଜ୍ରକୋଟ ଗ୍ରାମର କିଛି ଯୁବକ ସକାଳୁ ସକାଳୁ ଛତୁ ଖୋଜିବା ପାଇଁ ଶୁଆଝରି ଜଗଂଲକୁ ଯାଇଥିଲେ ।…

ଟିକଟକ୍ କେସ୍ ଲଢ଼ିବାକୁ ରୋହତଗୀଙ୍କ ପରେ ମନା କଲେ ସିଂଘଭୀ

ଟିକଟକ୍ ସମେତ ୫୯ ଚାଇନା ଆପକୁ ମୋଦି ସରକାର ବ୍ୟାନ୍ କରିଛନ୍ତି । ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ସେସବୁ ଆପ୍ ହାନୀକାରକ ହୋଇଥିବାରୁ ପ୍ରତିବନ୍ଧକ ଲାଗିଛି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି ଟିକଟକ୍ କମ୍ପାନୀ । କିନ୍ତୁ ମିଳୁ…

ମାନିଲା ଚୀନ୍, ଭାରତରେ ଟିକଟକ୍ ବ୍ୟାନରୁ ଶହସ୍ର କୋଟି ଘାଟା

ହାତରେ ନମାରି ଚୀନକୁ ଭାତରେ ଚାପୁଡ଼ା ମାରିଛି ଭାରତ । ଗଲଓ୍ୱାନ ଘାଟି ସଂଘର୍ଷ ପରେ ଏଲଏସିରେ ଦୁଇ ଦେଶ ଭିତରେ ଟେସନର ବଢ଼ିଛି । ଚୀନକୁ ସାବାଡ କରିବା ପାଇଁ ୫୯ ଚାଇନିଜ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ବିଚଳିତ ଚୀନ୍ ଭାରତକୁ ଧମକାଉଛି । କିନ୍ତୁ ସତ ମାନିଛି ଯେ ଟିକଟକ୍ ବ୍ୟାନ୍…