Latest Odisha News

BREAKING NEWS

Yearly Archives

2020

କରୋନା ସଂକ୍ରମଣରେ ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କ ମୃତ୍ୟୁ

ଢାକା: ବାଂଲାଦେଶ ପ୍ରତିରକ୍ଷା ସଚିବ ଅବଦୁଲ୍ଲା ଅଲ ମୋହସିନ୍ ଚୌଧୁରୀ କରୋନା ସଂକ୍ରମଣରେ ସୋମବାର ସକାଳେ ଢାକା ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଜଣେ ସରକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅବଦୁଲ୍ଲାଙ୍କୁ ଗତ ମେ…

ପୋଡ଼ିଗଲା ପାଦ, ଛିଣ୍ଡିଗଲା କାନ୍ଧ; ବିସ୍ମୟ ଠାକୁରଙ୍କ ରଥ ଟାଣିନେଲେ ସେବକ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ରାତିରେ (ରଥଯାତ୍ରା ପୂର୍ବଦିନ) ଆଖିକୁ ମୋର ନିଦ ନାହିଁ, ତମକୁ ବି ନିଦ ନାହିଁ, ତମେ  ଜନ୍ମବେଦିକୁ ଯାତ୍ରା କରିବ ଆଉ ତୁମ ଭକ୍ତକୁ   ନିଦ ନାହିଁ, ମୁଁ ତୁମକୁ ଦେଖିବି, ନା ...…

ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରୁଥିବା ଅଭିଯୋଗରେ ଜଗନ୍ନାଥ ମନ୍ଦିରର ଜଣେ ପୋଲିସ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟ ପ୍ରଶାସକ। ନିଲମ୍ବିତ ଅଧିକାରୀଙ୍କ ନାମ ସୁଦର୍ଶନ ସାହୁ। ଗୁଣ୍ଡିଚା ମନ୍ଦିର ମଧ୍ୟରେ ସୁଦର୍ଶନ ପରିସ୍ରା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ…

ସଚିନ-ଗାଙ୍ଗୁଲି-ଦ୍ରାବିଡ କାହିଁକି ଖେଳି ନଥିଲେ ୨୦୦୭ ଟି-୨୦ ଓ୍ୱାର୍ଲଡ କପ୍ ?

ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ ପାଓ୍ୱାର ହାଉସ୍ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ । ୨୦୦୭ ଟି-୨୦ ବିଶ୍ୱକପ ଟିମର ସଦସ୍ୟ ନଥିଲେ । ତଥାପି ଯୁବ କ୍ରିକେଟରଙ୍କୁ ନେଇ ଭାରତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ୍ ନିଜ ନାଁରେ କରାଇଥିଲା । କାହିଁକି ଟିମ୍ ଇଣ୍ଡିଆର ତତ୍କାଳୀନ…

ଚଳିତ ବର୍ଷ ୱିମ୍ବେଲଡନ ବାତିଲ: ବୀମା ସତ୍ୱେ ୧୪୫୦ କୋଟି କ୍ଷତି

ଲଣ୍ଡନ: କରୋନା ମହାମାରୀ ଯୋଗୁ ୨୦୨୦ରେ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟ ଅୟୋଜିତ ହେବ ନାହିଁ । ୨୯ ଜୁନରୁ ଏହା ଆରମ୍ଭ ହେବାକୁ ଥିଲା । ଏବେ ଆଗାମୀ ବର୍ଷ ୨୮ ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ । ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟକୁ ବାତିଲ କରାଯାଇଛି । ବୀମା…

ସୁଶାନ୍ତଙ୍କ ସ୍ମୃତିରେ ୫୫୦ ଗରିବ ପରିବାରକୁ ଖୁଆଇବେ ଭୂମି

ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗକୁ କେହି ଭୁଲି ପାରୁ ନାହାନ୍ତି । ଏହାରି ଭିତରେ ୧୬ ଦିନ ବିିତଲାଣି । ବଲିଉଡରୁ ଆରମ୍ଭ କରି ଫ୍ୟାନ୍, ସମସ୍ତଙ୍କ ହୃଦୟରେ ରହିଛନ୍ତି ସୁଶାନ୍ତ । ତାଙ୍କ ସ୍ମୃତିରେ ଅଭିନେତ୍ରୀ ଭୂମି ପେଡନକର ୫୫୦ ଗରିବ ପରିବାରକୁ ଖାଦ୍ୟ ଦେବେ । ଏନେଇ ନିଜ ଇନଷ୍ଟାଗ୍ରାମ…

ସଟଡାଉନ ସତ୍ତ୍ୱେ ଖୋଲା ଥିଲା ମିଠା ଦୋକାନ: ସିଲ୍ କଲା ପ୍ରଶାସନ 

ପୋଲସରା: ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ବଢ଼ିବାରେ ଲାଗିଛି କରୋନା ପଜେଟିଭ୍ ଙ୍କ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ନିୟମକୁ କଡ଼ାକଡ଼ି ଜାରି କରାଯାଇଛି । ଏପରିକି ଅତ୍ୟାବଶ୍ୟକ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ରାୟଗଡା, କଳାହାଣ୍ଡି, ପୁରୀ, ଜଗତସିଂହପୁର,…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକରେ ସୋମବାର ଦିନ ୭ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୫୫୭ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ଜମ୍ମୁ-କଶ୍ମୀର, ଉତରାଖଣ୍ଡ ସଡକ ନିର୍ମାଣ ପାଇଁ ୧୬୯୧ କୋଟି ଟଙ୍କା ମଂଜୁର କଲା ସରକାର

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧,୬୯୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୀମା ସଡ଼କ ସଂଗଠନ (ବିଆର୍‌ଓ) ଦ୍ୱାରା ଏହି ରାଜପଥ କାର୍ଯ୍ୟ କରାଯାଉଛି । ଏଥିମଧ୍ୟରୁ ୧,୩୫୧.୧୦ କୋଟି ଟଙ୍କା ଜମ୍ମୁ-କାଶ୍ମୀରର ବିଆର୍‌ଓ ପାଇଁ ଉଦ୍ଦିଷ୍ଟ…