Latest Odisha News

BREAKING NEWS

Yearly Archives

2020

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୩ ଟି ଗେଟ୍

ହୀରାକୁଦ: ହୀରାକୁଦ ଜଳଭଣ୍ଡାରର ୩ଟି ଗେଟକୁ ସୋମବାର ଦିନ ବନ୍ଦ କରାଯାଇଛି। ପୂର୍ବରୁ ହୀରାକୁଦରୁ ୧୫ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ୩ ଟି ଗେଟକୁ ବନ୍ଦ କରାଯାଇ ୧୨ ଗେଟ୍‌ ଖୋଲା ରହିଛି। ସେଗୁଡ଼ିକ ମଧ୍ୟରୁ ହୀରାକୁଦର ବାମପାର୍ଶ୍ଵରେ ୮ଟି ଏବଂ ଦକ୍ଷିଣ ପାର୍ଶ୍ଵରେ…

ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କୀ ହମଲା

କରାଚି ସ୍ଥିତ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ପ୍ରାଥମିକ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ଗଣମାଧ୍ୟମର ତଥ୍ୟ ଅନୁସାରେ, ଜବାବୀ ହମଲାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁଳି ବିନିମୟରେ ଆହତ ହୋଇଛନ୍ତି କିଛି…

ଯୁଦ୍ଧୋନ୍ମାଦନାର ଉତ୍ପାତରେ ଅଶାନ୍ତ ଏସିଆ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନା ମହାମାରୀ ବିରୁଦ୍ଧରେ ସାରା ବିଶ୍ୱ ଲଢୁଛି । ସବୁଦେଶ କହୁଛନ୍ତି - ଆମେ କରୋନା ବିରୁଦ୍ଧରେ ଯୁଦ୍ଧ କରୁଛୁ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ କ୍ଷୁଦାଦ୍ରୀକ୍ଷୁଦ୍ର ଅଦୃଶ୍ୟ ଭୂତାଣୁ କରୋନାକୁ କେହି ପରାସ୍ତ କରିପାରୁନାହାଁନ୍ତି । ମୃତ୍ୟୁ…

ଗୋଇନ୍ଦା ବିଭାଗ ରିପୋର୍ଟ : ନେପାଳ ସୀମା ଦେଇ ବିହାରରେ ପ୍ରବେଶ ଲକ୍ଷ୍ୟରେ ଆତଙ୍କବାଦୀ

ପାଟନା: ନେପାଳ ସହ ସୀମା ବିବାଦର ଫାଇଦା ଉଠାଇବା ଲକ୍ଷ୍ୟରେ ପାକିସ୍ତାନ ଆତଙ୍କବାଦୀ ରହିଛନ୍ତି । ଗୋଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ତାଲିବାନ ଓ ଜୈଶ ଏ ମହମ୍ମଦର ଆତଙ୍କବାଦୀ ନେପାଳ ରାସ୍ତା ଦେଇ ବିହାରରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛନ୍ତି । ଏଥିପାଇଁ ବିହାରକୁ ହାଇ ଆଲର୍ଟରେ ରହିବା…

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଫେରିଲେ ୧୨୧ ଓଡିଆ ପ୍ରବାସୀ

ରାୟଗଡା: କରୋନାଭାଇରସ୍ ହେତୁ ଦେଶରେ ଜାରି ଲକଡାଉନ୍ ଫଳରେ ତିରୁପତି ଠାରେ ଫସି ରହିଥିବା ପ୍ରାୟ ୧୨୧ ଓଡିଆ ପ୍ରବାସୀ ଶ୍ରମିକ ରବିବାର ଦିନ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ରାୟଗଡା ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ସେଠାରେ ଥର୍ମାଲ୍ ସ୍କ୍ରିନିଂ ପରେ ପ୍ରଶାସନ ସେମାନଙ୍କୁ ସ୍ୱାଗତ…

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ଗଞ୍ଜାମ: ଓଡିଶାରେ ଆଉ ୨ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଉକ୍ତ ୨ଟି ମାମଲା ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ୪୮ ଓ ୫୨ ବର୍ଷ ବୟସ୍କ ଏହି ଦୁଇ ବ୍ୟକ୍ତି…

ରାଜ୍ୟର ୬ ଜିଲ୍ଲାରେ ୬୦% କରୋନା ଆକ୍ଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ୭ ହଜାର ଛୁଇଁବ କରୋନା ପଜିଟିଭ୍ କେସ୍ । ସୁସ୍ଥ ହୋଇଛନ୍ତି ୪ ହଜାର ୭୪୩ । ଆଶ୍ୱସ୍ତିକର ଖବର ହେଉଛି ରାଜ୍ୟର ୬୯ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨ ହଜାର ୮୬ ଭୂତାଣୁ ସଂକ୍ରମିତ । କିନ୍ତୁ…

ବାଲେଶ୍ୱରର ଏକ ଘରୋଇ ନର୍ସିଂହୋମରେ ମେଡିକାଲ ଟିମର ଚଢାଉ

ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଦୁଲାଲସେନ୍ ଜଗଦେବଙ୍କ ନେତୃତ୍ୱରେ ପାଞ୍ଚଟି ମେଡିକାଲ ଦଳ ରବିବାର ଦିନ ସହରର ଘରୋଇ ନର୍ସିଂହୋମ ଉପରେ ଚଢାଉ କରି କୋଭିଡ-୧୯ ପ୍ରୋଟୋକଲଗୁଡିକର ସଠିକ୍ କାର୍ଯ୍ୟକାରିତା ଯାଞ୍ଚ କରିଛନ୍ତି। ସେମାନଙ୍କ ସହ ଅତିରିକ୍ତ…

ଆସାମରେ ବନ୍ୟା ସ୍ଥିତି: ୯.୨୬ ଲକ୍ଷ ଲୋକ ପ୍ରଭାବିତ, ୨୦ ମୃତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୨,୦୭୧ ଗ୍ରାମର ୯.୨୬ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବନ୍ୟା ରିପୋର୍ଟ ଅନୁଯାୟୀ ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବିପଦ ସଙ୍କୁଳ ସ୍ଥିତିରେ ଥିବା…

ହିଜବୁଲ କମାଣ୍ଡର ମସୁଦ ମୃତ୍ୟୁ ସହ ଜମ୍ମୁ କାଶ୍ମୀର ଡୋଡା ଆତଙ୍କୀ ଫ୍ରି

ଜମ୍ମୁ କାଶ୍ମୀର: ଉପତ୍ୟକାରେ ସୁରକ୍ଷା ବାହିନୀ ଚଳାଇଛି ଆତଙ୍କୀ ନିପାତ ଅଭିଯାନ । ଖୋଜି ଖୋଜି ଆତଙ୍କବାଦୀଙ୍କ ଖେଳ ଖତମ କରାଯାଉଛି । କାଶ୍ମୀର ଘାଟିରେ ଆତଙ୍କର ଗଡ଼ କୁହାଯାଉଥିବା ତ୍ରାଲ ଆତଙ୍କୀ ମୁକ୍ତ ହୋଇଥିବା ବେଳେ ଜମ୍ମୁରେ ମିଳିଛି ବଡ଼ ସଫଳତା । ଡୋଡା ଜିଲ୍ଲାକୁ ଆତଙ୍କୀବାଦୀଙ୍କ…