ମାଲକାନଗିରିରେ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାସ୍ଥିତ ଏକ ଜଳଭଣ୍ଡାରରୁ ରବିବାର ଦିନ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନାନୁସାରେ, ଚିତ୍ରକୋଣ୍ଡାସ୍ଥିତ ଝୋଲଗୁଡା ଅପରେଟ କଲୋନୀର ଦୁଇ ଜଣ ସ୍କୁଲ ଛାତ୍ର କୈଳାଶ ମାଝି ଏବଂ ଅଜୟ ଖରା ଶନିବାର ସକାଳେ ଜଳଭଣ୍ଡାରକୁ…