Latest Odisha News

BREAKING NEWS

Yearly Archives

2020

ସୂର୍ଯ୍ୟ ଦେବତାଙ୍କୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ !

ଭୁବନେଶ୍ୱର: ସୂର୍ଯ୍ୟ ଦେବତା ହେଉଛନ୍ତି ସକଳ ଶକ୍ତିର ଆଧାର । ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ । ଜାଣନ୍ତୁ, କିପରି ହୋଇଛି ସୂର୍ଯ୍ୟ ଦେବତାଙ୍କ…

ଜୁଲାଇ ୯ରୁ ଆରମ୍ଭ ହେବ ବିପିୟୁଟି ଅନଲାଇନ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୯ରୁ ଆରମ୍ଭ ହେବ ବିପିୟୁଟି ଅନଲାଇନ ପରୀକ୍ଷା । ଏନେଇ ସମ୍ଭାବ୍ୟ ତାରିଖ ଘୋଷଣା ହୋଇଛି । ଜୁଲାଇ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନଲାଇନ ପରୀକ୍ଷା ହେବା ନେଇ ସୂଚନା ମିଳିଛି। ଘରେ ବସି ନହେଲେ…

ଥମୁନି କରୋନା; ଗୋଟିଏ ଦିନରେ ଦେଶରେ ସର୍ବାଧିକ ୧୯ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୫,୨୮,୮୫୯ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର…

ଆଜି ତିନି ରଥର ଦକ୍ଷିଣ ମୋଡ଼

ପୁରୀ: ଆଜି ପୁରୀରେ ତିନି ରଥର ହେବ ଦକ୍ଷିଣ ମୋଡ଼ । ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ହେବ । ଆଜି ସାଢ଼େ ୧୨ଟା ପରେ ଶରଧାବାଲିରେ ଥିବା ତିନି ରଥକୁ ବିଜେ ହେବ ମହାପ୍ରଭୁଙ୍କ ଆଜ୍ଞାମାଳ । ଏହାପରେ ଆରମ୍ଭ ହେବ ରଥଟଣା । ନାକଚଣା ଦ୍ୱାର ଆଗରେ ଲାଗିବେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ…

ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ପୁରୀର ଏହି ସ୍ଥାନ

ପୁରୀ: ପୁରୀ ଜିଲ୍ଲା ଗୋପ୍ ବ୍ଲକ ଅନ୍ତର୍ଗତ କାହ୍ନପୁର ଗ୍ରାମରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କପିଲେଶ୍ୱର ବଜାର ଛକ ଠାରୁ କାହ୍ନପୁର ବସ୍ତି, କପିଲେଶ୍ୱର ଠାରୁ କାହ୍ନପୁର ବାଇପାସ୍, କୁଶଭଦ୍ରା…

ଦେଶର ୮ ଟି ରାଜ୍ୟରେ ରହିଛି ୮୫% କରୋନା ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି କରୋନା ଚିନ୍ତା। ଦେଶରେ ୮ଟି ରାଜ୍ୟରେ ସର୍ବାଧିକ ୮୫.୫ ପ୍ରତିଶତ କରୋନା ମାମଲା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ସପ୍ତଦଶ ଉଚ୍ଚ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକରେ ଏହି ତଥ୍ୟ…

କରୋନାର ନୂଆ ହଟସ୍ପଟ୍ ଦକ୍ଷିଣ ଏସିଆ, ଭାରତରେ ବଢୁଛି କେସ୍

ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏରୁ ଅଧିକ ହେଲାଣି । ମହାମାରୀର ନୂଆ କେନ୍ଦ୍ରସ୍ଥଳ ଭାବରେ ଏବେ ଉଭା ହୋଇଛି ଦକ୍ଷିଣ ଏସିଆ । ବିଶେଷ କରି ଭାରତରେ ସଂକ୍ରମଣ ଗତ ୧୫ ଦିନ ଭିତରେ ରେକର୍ଡ ସ୍ତର ଛୁଇଁଛି । ଭାରତରେ ୩.୧ ପ୍ରତିଶତ ବଢିଛି ସଂକ୍ରମଣ । ଗତ ୧୫ ଦିନରେ ଭାରତରେ କରୋନା…

ରହସ୍ୟମୟ ସ୍ୱର୍ଣ୍ଣଲଙ୍କା: ଜାଣନ୍ତୁ, ସବୁ ମୂଲ୍ୟବାନ ସ୍ୱର୍ଣ୍ଣ ଏବେ କେଉଁଠି !

ଭୁବନେଶ୍ୱର: ପୌରାଣିକ କଥା ଅନୁସାରେ ପ୍ରଭୁ ଭୋଳନାଥ ମାତା ପାର୍ବତୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ପାଇଁ ବିଶ୍ଵକର୍ମାଙ୍କ ଦ୍ଵାରା ନିର୍ମାଣ କରାଇଥିଲେ ସ୍ବର୍ଣ୍ଣଲଙ୍କା । ଯେଉଁଠି ଗୋଡିବାଲି ମଧ୍ୟ ସୁନାରେ ଗଢା ହୋଇଥିବା କୁହାଯାଏ । ମାତ୍ର ଶିବଙ୍କ ପରମ ଭକ୍ତ ମହାବଳୀ ରାବଣ…

ମୁଣ୍ଡୁଳିରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ: ସେକେଣ୍ଡ ପ୍ରତି ୧ ଲକ୍ଷ ୭୨ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ

କଟକ: କଟକ ଉପକଣ୍ଠସ୍ଥ ମୁଣ୍ଡଳି ବ୍ୟାରେଜରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ରବିବାର ସକାଳ ୬ଟା ସୁଦ୍ଧା ସେକେଣ୍ଡରେ ୧ ଲକ୍ଷ ୭୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହୋଇଛି। ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦, ତଳମୁଣ୍ଡରେ ୭୭.୩୦ ଫୁଟ୍ ରହିଛି। ଶନିବାର ଦିନ…

ଆଜି ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ:ଆଜି ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତର ୬୬ତମ ଏପିସୋଡ । ଦିନ 11ଟାରେ ଦେଶବାସୀଙ୍କକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । କରୋନା ଲଢ଼େଇରେ ଦେଶବାସୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହି ପାରନ୍ତି । କାରଣ ଏବେ ଦେଶରେ ପ୍ରତିଦିନ କୋଭିଡ କେସ୍…