ଶ୍ରୀ ଜଗନ୍ନାଥଙ୍କ ୨ମିମି. ଉଚ୍ଚତାର ମୂର୍ତ୍ତି ତିଆରି କଲେ ବ୍ରହ୍ମପୁରର ଏହି ବ୍ୟକ୍ତି
ବ୍ରହ୍ମପୁର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଆସି ଶ୍ରୀଜୀଉ ମାନେ ମାଉସୀ ମା' ଘରେ ରହିଛନ୍ତି। ଏହି ଅବସରରେ ବ୍ରହ୍ମପୁରର ସତ୍ୟ ମହାରଣା ପ୍ରାୟ ୨ ମିମି. ଉଚ୍ଚତାର ଏକ ନିଆରା ଜଗନ୍ନାଥ ମୂର୍ତ୍ତି ତିଆରି କରିଛନ୍ତି।
କ୍ଷୁଦ୍ର କଳାକୃତି ତିଆରି ପାଇଁ ୨୫ଟି ଆନ୍ତର୍ଜାତୀୟ ତଥା ଜାତୀୟ ରେକର୍ଡ…