ଗଞ୍ଜାମ ଜିଲ୍ଲାରେ ଛଅ କୋଭିଡ ଯୋଦ୍ଧାଙ୍କ ସହ ୫୭ କରୋନା ପଜିଟିଭ; ସୂଚନା ଦେଲେ ପ୍ରଶାସନ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଶନିବାର ଦିନ ୬ କରୋନା ଯୋଦ୍ଧାଙ୍କ ସହ ୫୭ଟି ନୂତନ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂଖ୍ୟା ୮୫୩କୁ ଛୁଇଁଛି।
ନୂତନ ମାମଲାଗୁଡ଼ିକ ମଧ୍ୟରୁ ଚାରିଜଣ ସୋରଡା, ଦୁଇଜଣ ଲେଖାଁଏ ଆସ୍କା, ଭଞ୍ଜନଗର, ବେଲଗୁଣ୍ଠ, ଜେଏନପି ଏବଂ…