Latest Odisha News

BREAKING NEWS

Yearly Archives

2020

ସହିଦ ଯବାନଙ୍କ ପାଇଁ ଶ୍ଲୋକ ଲେଖିଲେ ପ୍ରିୟଙ୍କା

ମୁମ୍ବାଇ: ସହିଦ ଯବନାଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ସେ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସଂସ୍କୃତରେ ଶ୍ଲୋକ ଲେଖି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ସେ ସହିଦଙ୍କ ପରିବାର ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି ।…

ଘରୋଇ କମ୍ପାନୀ ପାଇଁ ୪୧ କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଘରୋଇ କଂପାନୀ ପାଇଁ ୪୧ଟି କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେବଳ ଘରୋଇ କଂପାନୀ ପାଇଁ କୋଇଲା ଖଣିର ନିଲାମି ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ  ବରଂ…

ଶ୍ରୀଲଙ୍କାର ପୂର୍ବତନ ଖେଳମନ୍ତ୍ରୀଙ୍କ ଅଭିଯୋଗ: ୨୦୧୧ ବିଶ୍ୱକପ ଫାଇନାଲ ଆମ ଖେଳାଳି ଫିକ୍ସ କରିଥିଲେ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଖେଳ ମନ୍ତ୍ରୀ ମହିନ୍ଦାନନ୍ଦ ଅଲୁଥାଗାମ ଗୁରୁବାର ଏକ ବିବାଦୀୟ ଓ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତ-ଶ୍ରୀଲଙ୍କା ମଧ୍‌ୟରେ ଖେଳାଯାଇଥିବା ୨୦୧୧ କ୍ରିକେଟ ବିଶ୍ୱକପ ଫାଇନାଲ ଫିକ୍ସ ଥିଲା । ଆମର କେତେକ ଖେଳାଳି ମ୍ୟାଚ ଫିକ୍ସିଂରେ ଜଡିତ ଥିଲେ…

‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’: ଲାଭବାନ ହେବେ ୬ ରାଜ୍ୟର ଶ୍ରମିକ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ହଜାର ହଜାର ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିଛନ୍ତି । ସେମାନେ ରୋଜଗାର ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ଜୁନ ୨୦ ତାରିଖରେ ଲଞ୍ଚ କରାଯିବ ।…

୨୧ ଜୁନରେ ବିରଳ ବଳୟ ପରାଗ

ଜୁନ ୨୧ ତାରିଖ । ଉତ୍ତର ଭାରତ ଆକାଶରେ ଦେଖାଯିବ ବଳୟ ସୂର୍ଯ୍ୟ ପରାଗ । ସକାଳ ୧୦ଟା ପରେ ସୂର‌୍ୟ୍ୟ ଧୀରେ ଧୀରେ ଛାଇରେ ଲୁଚିବା ଆରମ୍ଭ କରିବ, ହେଲେ ପୁରା ଲୁଚିଯିବନି । ମୁଣ୍ଡ ଉପରକୁ ଆସିବା ବେଳକୁ ସୂର୍ଯ୍ୟର ମଝି ଅଂଶଟିକୁ ଚନ୍ଦ୍ରର ଛାଇ ଘୋଡେଇ ଦେବ । ଆକାଶରେ ସୂର‌୍ୟ୍ୟ ଦେଖାଯିବ ଏକ ଆଲୋକ…

ଭୁବନେଶ୍ୱରର ସବୁଠୁ ବଡ଼ ବସ୍ତିରେ ବିଏମସି କମିଶନର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଲିଆ ସାହିର ନିରନକାରୀ ନଗରରେ ଜଣେ ୧୯ ବର୍ଷ ବୟସ୍କ ବ୍ୟକ୍ତି ଗୁରୁବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନୂଆଦିଲ୍ଲୀକୁ ଟ୍ରାଭେଲ ହିଷ୍ଟ୍ରି ଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ। ଏହି ନୂତନ ମାମଲା ଚିହ୍ନଟ ପରେ ଭୁବନେଶ୍ୱର ମହାନଗର…

ଉଇଘର ମୁସଲିମଙ୍କୁ ନ୍ୟାୟ ପାଇଁ ଚୀନ ବିରୋଧରେ ବିଲ୍ ସ୍ୱାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ : ଚୀନକୁ ଗୁରୁବାର ଆମେରିକା ଶକ୍ତ ଧକ୍କା ଦେଇଛି । ଉଇଘର ମୁସଲିମଙ୍କୁ ନ୍ୟାୟ ପାଇଁ ଚୀନ ବିରୋଧରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବିଲ୍ ସ୍ୱାକ୍ଷର କରିଛନ୍ତି । ଏହା ଚୀନକୁ ଅଡୁଆରେ ପକାଇବେ ବୋଲି ଆଶା କରାଯାଉଛି । ଚୀନ୍ ତାହାର ସୀମା ଉଇଘର ଥିବା ମୁସଲିମ୍‌ଙ୍କୁ ନିର‌୍ୟ୍ୟାତନା…

୨ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱରେ: ପହଂଚିଳା ସହିଦଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଲା ଗଲୱାନା ଘାଟିରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଓଡ଼ିଆ ଯବାନ କନ୍ଧମାଳ ରାଇକିଆର ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁର ନନ୍ଦୁରାମ…

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ଏବେ ଲଘୁ ଚାପ ସୃଷ୍ଟି ହେବାର ସମ୍ଭାବନା ନଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏହା ପୂର୍ବରୁ କୁହାଯାଇଥିଲା ଯେ ଜୁନ୍ ୧୯ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁ ଚାପର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳରେ ଉତ୍ତର ଓ ଆଭ୍ୟନ୍ତରୀଣ…

‘ସୁଇସାଇଡ ଅର ମର୍ଡର’ ସୁଶାନ୍ତଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ବିଜୟ ଶେଖର ଗୁପ୍ତା

ମୁମ୍ବାଇ: ସୁଶାନ୍ତ ଶେଖର ରାଜପୁୂତଙ୍କ ଆତ୍ମହତ୍ୟା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ନକାରାତ୍ମକ ଚେହେରାକୁ ପଦାରେ ପକାଇ ଦେଇଛି । ସୁଶାନ୍ତଙ୍କ ମୃତ୍ୟୁରେ ବିଜୟ ଶେଖର ଗୁପ୍ତା ଭାଙ୍ଗି ପଡିଛନ୍ତି । ସେ ସୁଶାନ୍ତଙ୍କ ଜୀବନ ଉପରେ ଏକ ଫିଲ୍ମ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ନାମ ରଖାଯାଇଛି…