Latest Odisha News

BREAKING NEWS

Yearly Archives

2020

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୦ର ଥିମ୍ ‘ଘରେ ପରିବାର ସହ ଯୋଗ କରନ୍ତୁ’

ଭୁବନେଶ୍ୱର : ଚଳିତ ବର୍ଷ କରୋନା ସଂକ୍ରମଣର ଭୟ ଥିବାରୁ ଅନ୍ତର୍ଜାତୀୟ ଯୋଗ ଦିବସରେ ସମସ୍ତେ ଏକାଠି ହୋଇ ଯୋଗ କରିବେ ନାହିଁ । ତେଣୁ ପରିବାର ସହ ଘରେ ରହି ଯୋଗ କରିବା ଉପରେ ଫୋକସ ରଖାଯାଇଛି । ଯୋଗ ଦିବସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍ କୀ ବାତ୍‌’ରେ ‘ମୋ ଜୀବନ ମୋ ଯୋଗ’…

ଆଜି ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ: ଭୋପାଳରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଶୁକ୍ରବାର ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି। ରାଜ୍ୟସଭା ଆସନ ଲାଗି ବିଜେପି ଜୋରସୋରରେ…

ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ରଥଯାତ୍ରା ନେଇ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ରାଜ୍ୟ ଆଡଭୋକେଟ୍ ଜେନେରାଲ ଯୋଗ ଦେଇ ମହାପ୍ରଭୁ…

କେବେଠୁ ପାଳିତ ହେଉଛି ‘ଅନ୍ତର୍ଜାତୀୟ ଯୋଗ ଦିବସ’, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶବ୍ୟାପୀ ଜୁନ୍ ୨୧ ତାରିଖରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ କରାଯାଇଥାଏ । ଯୋଗାଭ୍ୟାସ୍ ଶରୀରକୁ ରୋଗମୁକ୍ତ କରିବା ସହ ମନକୁ ପ୍ରଫୁଲ୍ଲିତ କରିଥାଏ । ଭାରତରେ ଯୋଗ ଇତିହାସ ପ୍ରାୟ ୨ରୁ ୫ ହଜାର ବର୍ଷ ପୁରୁଣା ବୋଲି ବିବେଚନା କରାଯାଏ । ଯାହାର ପ୍ରଣେତା ମହର୍ଷି ପତଞ୍ଜଳୀ ବୋଲି…

ଆମେରିକାରେ ଅନ୍ତର୍ଜାତୀୟ ଯୋଗ ଦିବସ: ପ୍ରବାସୀ ପାଳିବେ ‘ଯୋଗ ଫ୍ରମ୍ ହୋମ୍‌’ !

ୱାଶିଂଟନ୍ ଡିସି: ଜୁନ୍ ୨୧ ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ତେବେ ଚଳିତ ବର୍ଷ ଏହି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ କରୋନା ମହାମାରୀ ଯୋଗୁଁ ବିଭିନ୍ନ ଷ୍ଟାଡ଼ିୟମରେ ଯେପରି ପାଳିତ ହେଉଥିଲା ସେଥିରେ କଟକଣା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକାରେ ରହୁଥିବା…

କାହିଁକି ଜୁନ୍‌ ୨୧ରେ ପାଳିତ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ, ଜାଣନ୍ତୁ

ଭୁବନେଶ୍ୱର: ଜୁନ୍‌ ମାସ ୨୧ ତାରିଖରେ ପାଳନ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଯୋଗ ଦିବସ ପାଇଁ ଜୁନ ୨୧କୁ ଚୟନ କରିବା ପଛରେ ରହିଛି ଏକ ସ୍ୱତନ୍ତ୍ର କାରଣ। ଆସନ୍ତୁ ଜାଣିବା କ'ଣ ଏହି କାରଣ... ଜୁନ ୨୧ ଉତ୍ତରଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ହୋଇଥାଏ। ଏହି ଦିନଠାରୁ ସୂର୍ଯ୍ୟଙ୍କର…

ମଣିପୁରରେ ବିଜେପିକୁ ଝଟକା, ସରକାର ଗଢ଼ିପାରେ କଂଗ୍ରେସ !

ଇମ୍ଫାଲ: ମଣପୁରରେ ବିଜେପିକୁ ଶକ୍ତ ଝଟକା ଲାଗିଛି । ଦଳର ୩ ବିଧାୟକ ଇସ୍ତଫା ଦେବା ସହ ସହଯୋଗୀ ନ୍ୟାଶନାଲ ପିପୁଲସ ପାର୍ଟିର ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ଟିଏମସି ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ସରକାରରୁ ଓହରି ଯାଇଛନ୍ତି । ବିଜେପି ଅଳ୍ପମତରେ ପହଂଚିଥିବାରୁ କଂଗ୍ରେସ…

‘ଧୁମ୍ ୪’ରେ ଖିଲାଡ଼ି ଅକ୍ଷୟ

ମୁମ୍ବାଇ: ଜନ୍ ଅବ୍ରହାମ, ହ୍ରିତିକ ରୋଶନ ଏବଂ ଅମୀର ଖାନଙ୍କ ପରେ ଧୁମ ୪ରେ ନେଗେଟିଭ ରୋଲ୍ ପାଇଁ ନିର୍ମାତା ଅକ୍ଷୟ କୁମାରଙ୍କୁ ଚୂଡାନ୍ତ କରିଛନ୍ତି। ୟଶ ରାଜ ଫିଲ୍ମସ ଗୁରୁବାର ଦିନ ଟ୍ବିଟ କରିଛନ୍ତି। ଏହି ଫିଲ୍ମ ୨୦୨୨ ମସିହାରେ ମୁକ୍ତିଲାଭ କରିବାର ଯୋଜନା ରହିଥିବା ବେଳେ ଏଥିରେ…

ଦୈନନ୍ଦିନ ଜୀବନରେ ଯୋଗର ଉପକାରିତା

(ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗଗୁରୁ ଦୀପକ ରଞ୍ଜନ ବେହେରାଙ୍କ ଆଲେଖ) ମନୁଷ୍ୟ ଶରୀର ରୋଗର ମନ୍ଦିର, ମନୁଷ୍ୟର ଦେହ ଅଛି ଅର୍ଥାତ୍ କିଛି ନା କିଛି ରୋଗ ରହିଛି । ମନୁଷ୍ୟ ଶରୀରରେ ଅନେକ ପ୍ରକାରର ଛୋଟ ବଡ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ଯଦି ଆମ ଜୀବନଧାରାରେ ପ୍ରତ୍ୟେକ ଦିନ…

ଭାରତ-ଚୀନ ସଂଘର୍ଷ : ରୁଷିଆଠାରୁ ୩୩ ଫାଇଟର ଜେଟ କିଣିବ ଭାରତ

ନୂଆଦିଲ୍ଲୀ : ଚୀନ ସହିତ ବିବାଦ ବଢ଼ିବା ପରେ ଭାରତ ସାମରିକ ଶକ୍ତି ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ଇତି ମଧ୍ୟରେ ରୁଷିଆଠାରୁ ଭାରତ ୩୩ ଫାଇଟର ଜେଟ କିଣିବା ପାଇଁ ନିଷ୍ପତି ନେଇଛି । ୧୨ଟି ସୁଖୋଇ ଓ ୨୧ଟି ମିଗ-୨୯ କିଣିବା ପାଇଁ ଭାରତୀୟ ବାୟୁସେନା ସରକାରଙ୍କୁ ପ୍ରସ୍ତାବ…