Latest Odisha News

BREAKING NEWS

Yearly Archives

2020

କରୋନା ଭାଇରସରୁ ବଂଚାଇବ ଡେକ୍ସାମେଥାସୋନ ମେଡିସିନ

ଲଣ୍ଡନ: କରୋନା ମହାମାରୀ ଔଷଧ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଥିବା ବେଳେ ଏକ ଭଲ ଖବର ପଂହଚିଛି । ଡେକ୍ସାମେଥାସନ ନାମକ ଷ୍ଟେରୟେଡ କରୋନା ରୋଗୀଙ୍କ ଜୀବନ ବଂଚାଇବାରେ ସହାୟ ହେଉଛି । ଇଂଲଣ୍ଡର ଗବେଷକମାନେ ଏହାର ଫଳାଫଳ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଭେଂଟିଲେଟର ଓ ଅକ୍ସିଜେନରେ ଥିବା…

ସେନାଧ୍ୟକ୍ଷଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଳ୍ଲୀ:ଲଦ୍ଦାଖ ସୀମାରେ ଭାରତ-ଚୀନ ସଂଘର୍ଷ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ୩ ସେନାର ଅଧ୍ୟକ୍ଷଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୂର୍ଣ୍ଣ ସମ୍ପର୍କରେ ଅବଗତ କରାଇବେ । ପରବର୍ତୀ କାର୍ଯ୍ୟପନ୍ଥା ଏହା…

ସୁଶାନ୍ତଙ୍କ ଫ୍ୟାନ୍ କଲେ ଆତ୍ମହତ୍ୟା; ଜାଣନ୍ତୁ, ସୁଇସାଇଡ୍ ନୋଟ୍‌ରେ କ’ଣ ଲେଖିଲେ !

ନୂଆଦିଲ୍ଲୀ: ନିଜର ପ୍ରିୟ ଷ୍ଟାର ସୁଶାନ୍ତ ରାଜପୁତଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ତାଙ୍କ ଭଳି ଉତ୍ତର ପ୍ରଦେଶରେ ଆତ୍ମହତ୍ୟା କରିଛନ୍ତି ଜଣେ କିଶୋର । ମିଳିଥିବା ସୂଚନାନୁଯାୟୀ, ଦଶମ ଶ୍ରେଣୀର ଜଣେ ଛାତ୍ର ଯିଏକି ସୁଶାନ୍ତଙ୍କ ବହୁତ ବଡ଼ ଫ୍ୟାନ ଥିଲେ ସେ ସୁଶାନ୍ତଙ୍କ ବିୟୋଗ ଖବର ଶୁଣି ଅତି…

ଜଙ୍ଗଲୀ ବାଘୁଣୀ ଅସୁସ୍ଥ; ଲୋପ ପାଇଯିବ କି ସାତକୋଶିଆରୁ ବାଘ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘ ଵଂଶ ବିସ୍ତାର ପାଇଁ ହୋଇଥିବା ଯୋଜନା ଏବେ ଏକ ପ୍ରକାର  ମୁଣ୍ଡବ୍ୟଥାର କାରଣ ପାଲଟିଛି । କାହ୍ନା ଅଭୟାରଣ୍ୟରୁ ଆସିଥିବା ପୁରୁଷ ବାଘର ମୃତ୍ୟୁ ହୋଇସାରିଛି । ଏପଟେ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିବା…

କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟଙ୍କ ବୟାନ ପରେ କ୍ଷୀଣ ହେଲା ଟି୨୦ ବିଶ୍ୱକପ ଆଶା

ମେଲବୋର୍ଣ୍ଣ: କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ ଇରଲ ଇଡିଙ୍ଗସଙ୍କ ବୟାନ ପରେ ଚଳିତ ବର୍ଷ ହେବାକୁ ଥିବା ଟି୨୦ବିଶ୍ୱକପ କ୍ରିକେଟ ଆଶା କ୍ଷୀଣ ହୋଇଛି । କରୋନା ମହାମାରୀ ଲଢ଼େଇ ସମୟରେ ୧୬ ଟିମକୁ ଆଣି ମ୍ୟାଚ ଖେଳାଇବା ଅବାସ୍ତବ । ଭବିଷ୍ୟତ କଥା ଚିନ୍ତା କରି ପଦକ୍ଷେପ ନେବାକୁ ପଡିବ ବୋଲି ଇଡିଙ୍ଗସ…

ଟ୍ରାକ୍ଟର ଓଲଟି ୩୦ରୁ ଉର୍ଦ୍ଧ୍ବ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ଗ୍ରାମ ନିକଟ ଛେଳିପୁର ଘାଟି ଠାରେ ଟ୍ରାକ୍ଟର ଓଲଟି ୩୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ଗୋବିନ୍ଦପାଲ୍ଲୀ ଠାରୁ ବଡ଼ଡୁରାଲ ଯିବା ରାସ୍ତାଟି ଖରାପ ହୋଇଥିବାରୁ ସେଇ ଘାଟି ଅଞ୍ଚଳକୁ…

କୁମାର ବିଶ୍ୱାସଙ୍କ ଟୁଇଟ: ତୁମ ଗଏ କ୍ୟା ସହର ଶୁନା କର ଗଏ । ଦର୍ଦ କା ଆକାର ଦୁନା କର ଗଏ ।

ମୁମ୍ବାଇ: ବଲିଉଡର ଅଭିନେତା ସୁଶାନ୍ତ ରାଜପୁତଙ୍କ ବିୟୋଗ କବି କୁମାର ବିଶ୍ୱାସଙ୍କୁ ଶକ୍ତ ଧକ୍କା ଦେଇଛି । ସେ ଲେଖିଛନ୍ତି ସୁଶାନ୍ତ ବାରମ୍ବାର ମନେ ପଡୁଛନ୍ତି । କିଛି କାମ କରିପାରୁନି । ଏ ନେଇ ସେ ଟୁଇଟ କରିଛନ୍ତି- ତୁମ ଗଏ କ୍ୟା ସହର ଶୁନା କର ଗଏ ଦର୍ଦ କା ଆକାର ଦୁନା କର ଗଏ । ମୋର…

ଜୁନ୍ ୨୦ରୁ ଆଲାଇନ୍ସ ଏୟାର ପକ୍ଷରୁ ଝାରସୁଗୁଡା-ରାୟପୁର ବିମାନ ଉଡାଣ ଆରମ୍ଭ

ଝାରସୁଗୁଡା: ବିଗତ ତିନି ମାସର ବ୍ୟବଧାନ ପରେ ଆସନ୍ତା ଜୁନ୍ ୨୦ରୁ ଆଲାଇନ୍ସ ଏୟାର ପକ୍ଷରୁ ଝାରସୁଗୁଡାରୁ ରାୟପୁରକୁ ବିମାନ ଚଳାଚଳ ଆରମ୍ଭ କରାଯିବ। କରୋନାଭାଇରସ ମହାମାରୀ ଯୋଗୁଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ଫଳରେ ପ୍ରାୟ ତିନିମାସ ହେବ ବିମାନ ଚଳାଚଳ ସ୍ଥଗିତ ହୋଇଥିଲା।…

ବଜାରରେ ବଢ଼ୁଛି ମୋଦୀ-ରାହୁଲ ମାସ୍କର ଚାହିଦା

ଭୋପାଲ: ଦେଶରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି କରୋନା । ଏହି କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ । ପ୍ରତ୍ୟେକ ଲୋକ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସକରାର ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଏପରି ସମୟରେ…

ଡିଡି ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକଙ୍କ ଦେହାନ୍ତ

କଟକ: ଭୁବନେଶ୍ୱରରେ ଅବସ୍ଥିତ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ବରାହ ମହାନ୍ତିଙ୍କର ସୋମବାର ଦିନ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲେ। ସୂଚନାଯୋଗ୍ୟ, ୧୯୪୭ ମସିହା ଏପ୍ରିଲ ୯ରେ ଜନ୍ମିତ ଶ୍ରୀ…