Latest Odisha News

BREAKING NEWS

Yearly Archives

2020

ପୁରୀରେ ପୋଲିସ କ୍ୱାର୍ଟରରୁ ଚୋରି କରି ଚମ୍ପଟ୍ ମାରିଲା ଚୋର !

ପୁରୀ: ଏବେ ପୁରୀ ସହରରେ ଗୋଟିଏ କଥାକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । ଯିଏ ଚୋର ଧରିବାରେ ଓସ୍ତାଦ୍ ମାନେ ଖୋଦ୍ ପୋଲିସ ବାବୁଙ୍କ ଘରେ କଳାକନା ବୁଲାଇଛି ଚୋର । ପୋଲିସ କ୍ୱାର୍ଟରରେ ହୋଇଛି ଚୋରି । ମିଳିଥିବା ସୂଚନାନୁଯାୟୀ, କାକଟପୁର ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ କ୍ୱାର୍ଟରରୁ…

ବଦଳିଲେ ୧୨ ଆଇଏଫ୍‌ଏସ୍ ଅଧିକାରୀ

ଭୁବନେଶ୍ୱର: ଆଇଏଫ୍‌ଏସ୍ ତଥା ବନସେବା ଅଧିକାରୀ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ୧୨ ଆଇଏଫ୍‌ଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ୧୯୮୮ ବ୍ୟାଚ୍ ର ଆଇଏଫଏସ ପୁସା ଝୁଲେ ମେକ୍ରୋଙ୍କୁ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…

କ୍ରିକେଟର ସାହିଦ୍ ଆଫ୍ରିଦିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗୁରୁବାର ଯାଏଁ ସେ ଅସୁସ୍ଥତା ଅନୁଭବ କରୁଥିଲେ । ଏହାପରେ ତାଙ୍କର କୋଭିଡ ଟେଷ୍ଟ…

କଟକରେ ରଜ ପର୍ବ ପାଳନ ଉପରେ ଲାଗିଲା ପ୍ରତିବନ୍ଧକ

କଟକ: କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରଜ ପର୍ବ ପାଳନ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ଏକାଠି ରଜ ମହୋତ୍ସବ ପାଳନ ନିଷେଧ। ଏପରିକି ଏହି ପର୍ବ ସହ ଜଡ଼ିତ ‘ପୁଚି’, ଦୋଳି ଏବଂ ‘ବାଗୁଡି’ ଭଳି…

ସେପ୍ଟେମ୍ବର ପୂର୍ବରୁ DL ଓ LL ଆବେଦନ ମନା

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ଼ିଏଲ ଓ ଏଲଏଲ ପାଇଁ ଆବେଦନ କରିହେବ ନାହିଁ । ପୁରୁଣା ଆବେଦନ କାରୀ ଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ । ଅଢ଼େଇ ଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଦିଆଯିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଗତ ୧୧ ତାରିଖରେ ଡିଏଲ ଓ ଏଲଏଲ…

ଗୋଟିଏ ଦିନରେ ଜଗତସିଂହପୁରରେ ସର୍ବାଧିକ କରୋନା ପଜିଟିଭ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଶନିବାର ଦିନ ୧୩ଟି ନୂଆ କୋଭିଡ-୧୯ ପଜିଟିଭ ମାମଲା ରିପୋର୍ଟ କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି। ସୂଚନାନୁସାରେ, କ୍ୱାରେଣ୍ଟାଇନ କେନ୍ଦ୍ରରୁ ୧୨ ଟି ଏବଂ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆଉ ଗୋଟିଏ…

ହାଲୋ ମୁଁ ଭୁବନେଶ୍ୱର ଆସୁଛି : ବିଜୟ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ନେଇ ଭୁବନେଶ୍ୱରରୁ ଯାଇଥିବା ଡାକ୍ତରୀ ଟିମ୍ ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି । ଆଜି ଦିନ ୧୧ଟା ୫୫ ସମୟରେ ଏହି ଆମ୍ବୁଲାନ୍ସ ହ୍ରାଇଦ୍ରାବାଦ ଛାଡିଥିବା ସୂଚନା ମିଳିଛିି । ଭୁବନେଶ୍ୱର ଆସିବା ପାଇଁ…

‘ପୁରୀକୁ ସିଲ୍ କରି ବିନା ଭକ୍ତରେ ହେଉ ରଥଯାତ୍ରା’

ଭୁବନେଶ୍ୱର: ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେନେଇ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ତେବେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସେବାୟତ ମତ ଦେଉଛନ୍ତି । ଏହାରିଭିତରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି ଯେ, ମହାପ୍ରଭୁଙ୍କ…

ବସରେ ଯାତ୍ରୀ ହେଉନାହାଁନ୍ତି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟରେ ଆରମ୍ଭ ହୋଇଥିବା ବସ୍ ସେବା ବନ୍ଦ ହେବା ସ୍ଥିତି ଉପୁଜିଲାଣି । କ୍ଷତି ଏତେ ହେଉଛି ଯେ, ବାଧ୍ୟ ହୋଇ ବସ୍ ସେବା ବନ୍ଦ କରିବାକୁ ବିଚାର କରାଯାଉଛି । ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ୬୬ଟି ରୁଟରୁ ୨୦ଟି ରୁଟରେ ଯାତ୍ରୀ…

ନୟାଗଡରୁ ଜବତ ହେଲା ୨ କଲରାପତରିଆ ବାଘ ଛାଲ, ମାଷ୍ଟରମାଇଣ୍ଡ ଅଟକ

ନୟାଗଡ଼: ନୟାଗଡ଼ ଜିଲ୍ଲାର ରଣପୁରରେ କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ) ଶନିବାର ଦିନ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ପୋଚିଂ(ଶୀକାର) ରାକେଟର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଚାନ୍ଦପୁର ନିକଟ ଜାମୁବନ୍ଧ ଗାଁର ଲକ୍ଷ୍ମୀଧର ନାୟକ ବୋଲି…