Latest Odisha News

BREAKING NEWS

Yearly Archives

2020

ଆତଙ୍କବାଦୀଙ୍କ ମଧ୍ୟରେ ଭାଳେଣୀ: ‘କିଏ ଜଣେ ଅଛି ଯିଏ କି ସମସ୍ତଙ୍କ ମୃତ୍ୟୁର କାରଣ ସାଜୁଛି’

କଶ୍ମୀର:ଆତଙ୍କବାଦୀ ବିରୋଧରେ ଭାରତୀୟ ସେନାର ରଣନୀତି ସଫଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟେ ପ୍ରମୁଖ ଆତଙ୍କବାଦୀ ମରୁଥିବା ବେଳେ ଯୁବ ପିଢ଼ୀଙ୍କ ମନରେ ଭୟ ସଂଚାର ହୋଇଛି । ଏହି ଅବସରରେ ଆତଙ୍କବାଦୀଙ୍କ ଏକ ଅଡିଓ ଭାଇରାଲ ହେଉଛି । ଏଥିରେ ହିଜୁବଲ ସହ ଜଡିତ ଜଣେ ଆତଙ୍କବାଦୀ କହୁଛି ଆମ…

ଚଳିତ ବର୍ଷ ଟି୨୦ ବିଶ୍ୱକପ ଆଶା ମଉଳିଲା

ମୁମ୍ବାଇ: ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ଆଶା ଏକପ୍ରକାର ମଉଳି ଯାଇଛି କହିଲେ ଭୁଲ ହେବ ନାହିଁ । କରୋନା ଭାଇରସ ଯୋଗୁ ଅକ୍ଟୋବର-ନଭେମ୍ବରରେ ଏହାକୁ ଆୟୋଜନ କରିବା ସମ୍ଭବପର ନୁହେଁ । ଆଇସିସି ସ୍ପଷ୍ଟ ଭାବେ ଏହା କହି ନ ଥିଲେ ମଧ୍ୟ କେତେକ ଅଧିକାରୀ ନିଜ ନାମ…

ଟେନିସ କିମ୍ବଦନ୍ତୀ କୁପରଙ୍କ ପରଲୋକ

ସିଡନୀ:ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ ଆଶଲେ କୁପରଙ୍କ ୮୩ ବର୍ଷରେ ପରଲୋକ ହୋଇଯାଇଛି । ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା କୁପର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୧୯୫୯ରେ ସେ ଟେନିସକୁ ଅଲବିଦା କହିଥିଲେ । ୧୯୫୮ରେ ଅଷ୍ଟ୍ରେଲିଆନ୍‌, ୱିମ୍ବେଲଡନ ଓ ୟୁଏସ ଓପନ ଟାଇଟଲ ହାସଲ କରିଥିଲେ ।…

ଜୀବନ୍ୟାସ…

ଜୀବନ୍ୟାସ ସୁଶିର କୁମାର ସ୍ଵାଇଁ ପ୍ରେମ – ଏକ ଅଷାଢ଼ୁଆ ବର୍ଷା ଟୋପା ପାଣି କେତେବେଳେ ଦେହକୁ ଭିଯାଏ ପୁଣି କେତେବେଳେ ଭିଜାଏ ମନକୁ ଛପି ଛପି କାବୁ କରିଦିଏ ସାରା ଦେହ ଆଉ ମନ । ପ୍ରେମିକ ମୁଁ କୁଟା ଖିଅଟିଏ ପ୍ରେମିକାର ଉଜାଣି ନଈରେ, ସରିନାହିଁ ସନ୍ତରଣ ଏପର୍ଯ୍ୟନ୍ତ ତା…

ଲକଡାଉନ ଡାଏରୀ: ଘର କାମରେ ସ୍ୱାମୀ ସାହାଯ୍ୟ କରୁଥିବାରୁ ନିଜକୁ ଭାଗ୍ୟବତୀ ମନେ କରନ୍ତି ଅଭିନେତ୍ରୀ ପୁପୁଲ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ । ଏ ଭିତରେ ଦୋକାନ ବଜାର ଖୋଲିବାରେ କିଛିଟା କୋହଳ କରିଛନ୍ତି ସରକାର । ଅନେକ ଅଫିସ ମଧ୍ୟ ଖୋଲିଲାଣି । ତଥାପି କିଛି ସ୍ଥାନରେ ସନ୍ଧ୍ୟା ୭ଟା ପରେ କର୍ଫ୍ୟୁ ଜାରି ହେଉଛି । ତେବେ ଏହି ଲକଡାଉନ ପିରିୟଡରେ କିଏ କଣ କରୁଛନ୍ତି, କେମିତି କଟୁଛି ଦିନ…

ସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କ ସଫଳତା: କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା

ଭୁବନେଶ୍ୱର: କରୋନା ମୁକ୍ତ ହେଲେ, ଦୁଃସାଧ୍ୟ ବ୍ୟାଧିରୁ ବି ସୁସ୍ଥ ହୋଇ ଘରକୁ ଫେରିଲେ । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା । ୪୦ ବର୍ଷିୟା ଏହି ମହିଳା ଜଣକ…

ପାକିସ୍ତାନରେ ବିମାନ ଦୁର୍ଘଟଣା; ୧୦୦ ଜଣ ଯାତ୍ରୀଙ୍କୁ ନେଇ କରାଚୀ ଯାଉଥିଲା ବିମାନ

ଇସ୍ଲାମାବାଦ: ଲାହୋରରୁ ଏକ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ ବିମାନ କରାଚୀ ଅଭିମୁଖେ ଯାତ୍ରା କରୁଥିିବା ବେଳେ କରାଚୀ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ସମୁଦାୟ ୧୦୦ ଜଣ ଯାତ୍ରୀ ଥିଲେ । Pakistan International Airlines (PIA) flight from…

ଓଡ଼ିଶା ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ସମୀକ୍ଷା କରିବେ ଅମ୍ଫାନ୍ ବାତ୍ୟା ପରବର୍ତ୍ତୀ ସ୍ଥିତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଓଡ଼ିଶାରେ ଅନୁଭୂତ ହୋଇଥିବା ଅମ୍ଫାନ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ…

ଜିଓ ପ୍ଲାଟଫର୍ମ୍‌ସରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ କେକେଆର୍‌

ଭୁବନେଶ୍ୱର/ମୁମ୍ବାଇ: ବିଶ୍ୱର ପ୍ରତିଷ୍ଠିତ ନିବେଶକାରୀ ସଂସ୍ଥା କେକେଆର୍, ଜିଓ ପ୍ଲାଟଫର୍ମସରେ ୧୧,୩୬୭ କୋଟି ଟଙ୍କା ପୁଞ୍ଜିନିବେଶ କରିବ ବୋଲି ସୂଚନା ମିଳିଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଓଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ…

ବାତ୍ୟା ଅମ୍ଫାନ: ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ସର୍ବେକ୍ଷଣ କରିବା ସହିତ…