ଲକଡାଉନ ୩.୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦% ବୃଦ୍ଧି
ଭୁବନେଶ୍ୱର: ଓଡିଶାରେ ଶନିବାର ଦିନ ୬୫ଟି ନୂଆ କୋଭିଡ-୧୯ ପଜିଟିଭ ମାମଲା ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ ଏହା ପ୍ରାୟ ୩୫୦% ବୃଦ୍ଧି ଘଟିଛି।
ମେ ୩ ତାରିଖ ତଥା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ ରହିଥିବା ବେଳେ ମେ…