Latest Odisha News

BREAKING NEWS

Yearly Archives

2020

ବଢୁଛି ଚିନ୍ତା; ରାଜ୍ୟରେ ୭୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬୫ ପଜିଟିଭ । ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ଯାଜପୁରରୁ ୩୧, ଗଞ୍ଜାମରୁ ୧୩, କେନ୍ଦ୍ରାପଡ଼ାରୁ ୪, ମୟୂରଭଞ୍ଜରୁ ୨, କଟକରୁ ୬, ପୁରୀରୁ ୪, ନୟାଗଡ଼ରୁ ୨…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ଟପିଲା, ୨୭୫୨ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୮୫,୯୪୦ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୫୩,୦୩୫ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୨୭୫୨ ଜଣ…

ଇରେଡାର ନୂଆ ସି.ଏମ.ଡି. ଭାବେ ପ୍ରଦୀପ ଦାସଙ୍କର ପଦଭାର ଗ୍ରହଣ

ନୂଆଦିଲ୍ଲୀ: ବରିଷ୍ଠ କଷ୍ଟ ଆକାଉଟାଣ୍ଟ ଓ କମ୍ପାନୀ ସେକ୍ରେଟାରୀ ଅଧିକାରୀ ପ୍ରଦୀପ କୁମାର ଦାସ ଇଣ୍ଡିଆନ ରିନୁଏବୁଲ ଏନେର୍ଜି ଡେଭେଲପମେଣ୍ଟ ଏଜେନସି ଲିମିଟେଡ଼ (ଇରେଡା) ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ (ସି .ଏମ.ଡି .)ର ପଦଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଦାସ ଇଣ୍ଡିଆନ…

ପୁରୀର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର

ପୁରୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପୁରୀ ଶାଖା ଏବଂ ଏହାର କର୍ମଚାରୀ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ପୁରୀ ସିଟି ରୋଡ଼ରେ ଥିବା ବ୍ୟାଙ୍କର ଅବକାଶ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରକୁ ଭାରତୀୟ ଷ୍ଟେଟବ୍ୟାଙ୍କର ଉପ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୦୫-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା ୧୬ ରିଖ ଶନିବାର ବୃଷ ୩ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଶତଭିଷା ଭୁକ୍ତ ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର:…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କଲେ ମାଣିତରା ସରପଞ୍ଚ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ସରପଞ୍ଚ ଶାନ୍ତିଲତା ନାୟକ କରୋନା ମହାମାରୀ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଛନ୍ତି । ମାଣିତରା ସରପଞ୍ଚ ଶାନ୍ତିଲତା ନାୟକ ଏବଂ ନାଏବ ସରପଞ୍ଚ କାଳୁଚରଣ ପ୍ରଧାନ ସେମାନଙ୍କ ତିନିମାସର ଦରମା ଏବଂ…

ରାଜ୍ୟର ୧୪ ବର୍ଷରୁ କମ୍ ସମସ୍ତ ୨୦ ଜଣ କରୋନା ଆକ୍ରାନ୍ତ ଶିଶୁ ଏବେ ସୁସ୍ଥ: ବାଗଚୀ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୧୪ ବର୍ଷରୁ କମ ୨୦ ଜଣ ଶିଶୁ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ ୧୯ର ମୁଖପାତ୍ର ସୁବ୍ରତ ବାଗଚୀ । କିନ୍ତୁ ଏହି କଷ୍ଟକର ସମୟ ମଧ୍ୟରେ ଟୀକାଠାରୁ ଆରମ୍ଭ କରି କେମୋ ସବୁର…

ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ଓଡିଶା ପୋଲିସ ହେବ ସାହାରା, ନିକଟସ୍ଥ ଥାନାରୁ ମିଳିବ ବସ୍ ସେବା

ଭୁବନେଶ୍ୱର : ଏଣିକି ଓଡିଶା ଭିତରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବ ପୋଲିସ । ଯଦି ଶ୍ରମିକମାନେ ରାଜ୍ୟ ଭିତରେ କେଉଁଠାକୁ ଯାଉଥାନ୍ତି କିମ୍ବା ରାଜ୍ୟ ବାହାରକୁ ଯାଉଥାନ୍ତି ତେବେ ତାଙ୍କ ପାଇଁ ଓଡିଶା ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯିବ । ରାଜ୍ୟ ଭିତରେ…

ରାଜ୍ୟର ୧୦ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା; ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ସାରା ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗରମରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । ଓଡ଼ିଶାର ୧୦ଟି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ପାରଦ ରହିଥିବାର ରେକର୍ଡ଼…

‘ଆଇସିସିର ନେତୃତ୍ୱ ନେବା ଦକ୍ଷତା ଗାଙ୍ଗୁଲିଙ୍କର ରହିଛି’

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବାର ଦକ୍ଷତା ସୌରଭ ଗାଙ୍ଗୁଲିଙ୍କର ରହିଛି ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ ଗାୱାର କହିଛନ୍ତି । ବିସିସିଆଇ ଅଧ୍ୟକ୍ଷ ଭାବେ ସେ ତାଙ୍କ କାର୍ଯ୍ୟ ସୁଚାରୂରୂପେ ତୁଲାଇ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି ।…