Latest Odisha News

BREAKING NEWS

Yearly Archives

2020

ଲକଡାଉନ ୩.୦: ଓଡ଼ିଶାରେ ବନ୍ଦ ରହିବ ଟ୍ୟୁସନ କ୍ଲାସ୍

ଭୁବନେଶ୍ୱର: ଓଡ଼ିଶାରେ ଲକଡାଉନ ଅବଧି ବୃଦ୍ଧି ପାଇଥିବା ବେଳେ ରବିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି ଯେ ଏହି ବର୍ଦ୍ଧିତ ଲକଡାଉନ୍ ସମୟରେ କୌଣସି ଟ୍ୟୁସନ କ୍ଲାସ୍ ଖୋଲାଯାଇପାରିବ ନାହିଁ। ଯଦି କେହି ନମାନନ୍ତି ତେବେ ଉଲ୍ଲଂଘନକାରୀମାନେ ଆଇନ…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୩ଶହ ଟପିଲା, ୨୪ ଘଣ୍ଟାରେ ୨୫୫୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ଦିନ ୪୨,୫୩୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୨୯,୪୫୩ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୧୩୭୩ ଜଣ…

ସୁନ୍ଦରଗଡ଼ରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାରେ ରବିବାର ଦିନ ଆଉ ଏକ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ୍ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁଯାୟୀ ସୁନ୍ଦରଗଡରେ ମୋଟ ୧୧ଟି ମାମଲା ରହିଛି ଏବଂ ସେମାନଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୪-୦୫-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା ୦୪ ରିଖ ସୋମବାର ମେଷ ୨୨ ଦିନ ବୈଶାଖ  ମାସ ଶୁକ୍ଳ ପକ୍ଷ ଏକାଦଶୀ ଭୁକ୍ତ ଦ୍ବାଦଶୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର  କନ୍ୟା ଚନ୍ଦ୍ର ଘାତ ବାର-: ମିଥୁନ  ରାଶିର             ଘାତ ଚନ୍ଦ୍ର-:…

ଲକଡାଉନ ଅବଧି ଏପ୍ରିଲ ମାସରେ ଜନୌଷଧି କେନ୍ଦ୍ରସମୂହର ରେକର୍ଡ ୫୨ କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ: ଲକଡାଉନ କାଳରେ ଜିନିଷପତ୍ର ସଂଗ୍ରହ ଓ ବିକ୍ରିବଟାରେ ସମସ୍ୟା ସତ୍ୱେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ସମୂହ ( ପିଏମବିଜେଏକେ) ଏପ୍ରିଲ ମାସରେ ରେକର୍ଡ ୫୨ କୋଟି ଟଙ୍କାର ଔଷଧପତ୍ର ବିକ୍ରି କରିବାରେ ସଫଳ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ବିକ୍ରି ପରିମାଣ ଥିଲା…

କୋଭିଡ-୧୯ ସମୟରେ ଜନସାଧାରଣଙ୍କ ସହାୟତା ଲାଗି ଦେଶବ୍ୟାପୀ ସ୍ଥାନୀୟ ପ୍ରଶାସନର ପଦକ୍ଷେପ ଜାରି

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସଂକ୍ରମଣ ନିରାକରଣ ନିମନ୍ତେ ସାରା ଦେଶରେ ରାଜ୍ୟ, ଜିଲ୍ଲା ଓ ପଞ୍ଚାୟତସ୍ତରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିରନ୍ତର ପ୍ରୟାସ କରାଯାଉଛି। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଗ୍ରାମ ପଞ୍ଚାୟତଗୁଡ଼ିକ ସହିତ…

କାଲିଠୁ ଆରମ୍ଭ ଲକ୍ ଡାଉନ ୩: ଜାଣନ୍ତୁ ଓଡିଶାର କେଉଁ ଜିଲ୍ଲା କେଉଁ ଜୋନରେ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଦେଶର ବିଭିନ୍ନ ଜିଲ୍ଲା ଓ ଅଂଚଳକୁ କରୋନା ସଂକ୍ରମଣ ସ୍ଥିତି ଦୃଷ୍ଟିରୁ ତିନିଟି ଜୋନରେ ବିଭକ୍ତ କରାଯାଇଛି । ସଂକ୍ରମଣ ବଢୁଥିବା କିମ୍ବା ବଢିବାର ସଂମ୍ଭାବନା ଥିବା ଜିଲ୍ଲା ବା…

ଗଂଜାମ ସୁବଳୟା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କ ଲଙ୍କାକାଣ୍ଡ

ଗଂଜାମ : ଗଂଜାମ ବ୍ଲକ ସୁବଳୟା ପଞ୍ଚାୟତ ଆଦର୍ଶ ବିଦ୍ୟାଳୟରେ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଖାଇବାର ମାନକୁ ନେଇ ଲଙ୍କାକାଣ୍ଡ ଭିଆଇଛନ୍ତି ପ୍ରବାସୀ ଶ୍ରମିକ । କେବଳ ଭାତ ଡାଲମା ଦିଆଯାଉଥିବାର ଅଭିଯୋଗ କରି ଆଜି ସେମାନେ ଖାଦ୍ୟକୁ ନ ଖାଇ ପ୍ଲେଟ ସହ ତଳେ ଫୋପାଡି ଦେଇଥିବା ଦେଖିବାକୁ…

ଛଟେଇ ହେଲେ ୧୦୦୦ ରୁ ଊର୍ଦ୍ଧ୍ୱ ତିରୁପତି ବାଲାଜୀ ମନ୍ଦିର କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ସାରା ଦେଶର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଛି । ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ  କନଟ୍ରାକ୍ଟ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ତିରୁପତି ବାଲାଜୀ ମନ୍ଦିରର ଅଧ୍ୟକ୍ଷ ବୋର୍ଡ ବି ସୁବା ରେଡ୍ଡୀ କହିଛନ୍ତି, ଲକଡାଉନ୍…

ଜୀବନ, ଜୀବିକା ଓ ମହାମାରୀ…

ମାନବ ସମାଜର ଇତିହାସରେ ଜୀବନ ଓ ଜୀବିକାର ସୁରକ୍ଷା ସର୍ବଦା ସମାଜ ଏବଂ ରାଷ୍ଟ୍ରର ପ୍ରଥମ କର୍ତ୍ତର୍ବ୍ୟ । ଅତୀତରେ ସ୍ପେନିସ ଇନ୍‌ଫ୍ଲୁଏଞ୍ଜା(୧୯୧୮-୨୦), ବୁବୋନିକ୍ ପ୍ଲେଗ୍‌(୧୩୪୬-୫୩), ଏସିଆନ୍ ଫ୍ଲୁ, କଲେରା, ସ୍ମଲ୍‌ପକ୍‌ସ ଭଳି ମହମାରୀ ଜୀବନ ଓ ଜୀବିକା କ୍ଷେତ୍ରରେ ଅନେକ ବିପର୍ଯ୍ୟୟ…