୨୦୨୦ ଶେଷ ସୁଦ୍ଧା ଆମେରିକାରେ କୋଭିଡ୍-୧୯ ଭାକ୍ସିନ୍ ଉପଲବ୍ଧ ହେବ: ଡୋନାଲ୍ଡ ଟ୍ରମ୍ପ୍
ୱାଶିଂଟନ୍: କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ସଂଖ୍ୟା ୮୦,୦୦୦ ପହଞ୍ଚିବା ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାକ୍ସିନ ଉପଲବ୍ଧ ହେବାନେଇ ଦମ୍ଭୋକ୍ତି ପ୍ରଦାନ କରିଛନ୍ତି । ଚଳିତ ୨୦୨୦ ଶେଷ ସୁଦ୍ଧା କରୋନା ଭାକ୍ସିନ୍ ଆମେରିକାରେ ଉପଲବ୍ଧ ହେବ ବୋଲି ଗଣମାଧ୍ୟମରେ…