Latest Odisha News

BREAKING NEWS

Yearly Archives

2020

ଚିକିତ୍ସା ପରେ ସୁସ୍ଥ ହେଲେ ଚାରି କରୋନା ପଜିଟିଭ୍‌

ଭୁବନେଶ୍ୱର : ରାଜ୍ୟରେ ସୁସ୍ଥ ହେଲେ ଚାରି କରୋନା ପଜିଟିଭ ରୋଗୀ । ଏମାନଙ୍କ ମଧ୍ୟରୁ ତିନି ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚାରି ଜଣଙ୍କର ନମୁନା ନେଗେଟିଭ୍ ବାହାରିଥିବା…

ଧୋନୀ ଆନ୍ତର୍ଜାତୀୟ ମ୍ୟାଚ ନ ଖେଳିବା ନେଇ ମୁହଁ ଖୋଲିଲେ ଚୟନ କମିଟିର ପୂର୍ବତନ ମୁଖ୍ୟ

ମୁମ୍ବାଇ: ୨୦୧୯ ବିଶ୍ୱକପ କ୍ରିକେଟ ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଉ ପଡିଆରେ ଦେଖିବାକୁ ମିଳୁ ନାହିଁ । ଫଳରେ ଧୋନୀଙ୍କ ଭବିଷ୍ୟତ ନେଇ ବିଭିନ୍ନ ପ୍ରକାରର ପୂର୍ବାନୁମାନ କରାଯାଉଛି । ତେବେ ରବିବାର ଭାରତୀୟ ଚୟନ କମିଟିର ପୂର୍ବତନ ମୁଖ୍ୟ ଏମଏସକେ ପ୍ରସାଦ ଏ…

କରୋନା ଭାଇରସ ଟୀକା ପାଇଁ ଇରାନ, ରୁଷିଆ ବିରୋଧରେ ଡାଟା ଚୋରି ଉଦ୍ୟମ ଅଭିଯୋଗ

ମସ୍କୋ: ଇରାନ ଓ ରୁଷିଆ ବିରୋଧରେ ବ୍ରିଟେନ ଗୁରୁତର ଅଭିଯୋଗ ଆଣିଛି । ରିପୋର୍ଟ ମୁତାବକ ଉପରୋକ୍ତ ଦୁଇ ଦେଶ ବ୍ରିଟେନର ଗବେଷଣା କେନ୍ଦ୍ରରୁ ଟୀକା ସମ୍ପର୍କୀତ ଡାଟା ଚୋରି କରିବା ପାଇଁ ଉଦ୍ୟମ କରୁଥିଲେ । କୋଭିଡ-୧୯ ସମ୍ପର୍କୀତ ସମସ୍ତ ତଥ୍ୟ ହାସଲ କରିବା ଉଦ୍ଦେଶ୍ୟରେ ସେମାନେ ଏହି ଉଦ୍ୟମକୁ…

ବିଚକ୍ଷଣ ପାଲା ଗାୟକ: ଅନିରୁଦ୍ଧ ପାଣିଗ୍ରାହୀ

ଭୁବନେଶ୍ୱର: ପାଲା ଜଗତରେ ଜଣେ ଚତୁର, ବିଚକ୍ଷଣ ଓ ବିଦ୍ୱାନ ଗାୟକ ଥିଲେ ଅନିରୁଦ୍ଧ ପାଣିଗ୍ରାହୀ । ହଂସଗତୀ ଓ ଉଚ୍ଚାଙ୍ଗ କଣ୍ଠ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥିଲା । ଏହି ବିଶିଷ୍ଟ ପାଲା ଗାୟକ ୧୯୨୦ ମସିହା ନଭେମ୍ବର ୨୦ ତାରିଖ ବ୍ୟଞ୍ଜନ ଦ୍ୱାଦଶୀ ଦିନ ଭଦ୍ରକ ଜିଲ୍ଲା…

କରୋନା ଜୋନ ଅନୁଯାୟୀ କାମ କରିବ କୋର୍ଟ

ଭୁବନେଶ୍ୱର : କୋର୍ଟ କାର୍ଯ୍ୟକ୍ଷମ ନେଇ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ । କରୋନା ପ୍ରଭାବିତ ଅଂଚଳ ଦୃଷ୍ଟିରୁ ବିଭକ୍ତ ହୋଇଥିବା ଜୋନ ଅନୁଯାୟୀ କୋର୍ଟ ଖୋଲା ରହିବ । ହାଇକୋର୍ଟରେ ଆସନ୍ତାକାଲିଠାରୁ ସମସ୍ତ ୫ଟି କାର୍ଯ୍ୟ ଦିବସରେ ସିଙ୍ଗଲ ବେଂଚ ଏବଂ ମଙ୍ଗଳବାର ଓ…

୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍ ଦାଖଲ କରିବ ଭାରତ

ନୂଆଦିଲ୍ଲୀ: ୨୦୨୬ ୟୁଥ୍ ଅଲିମ୍ପିକ୍ସ ଏବଂ ୨୦୩୨ ଅଲିମ୍ପିକ୍ସ ଆୟୋଜନ ପାଇଁ  ଭାରତ  ବିଡ୍ ଦାଖଲ କରିବ । କୋଭିଡ୍‌-୧୯ ଆଶଙ୍କା ଦୂର ହେବା ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଉଦ୍ୟମ କରାଯିବ ବୋଲି ଭାରତୀୟ ଅଲିମ୍ପିକ୍ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି ।…

ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଏଥିସହ କେତେକ ସ୍ଥାନରେ ବଜ୍ରପାତ ହେବା ମଧ୍ୟ ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏଥିପାଇଁ ରାଜ୍ୟର ୧୧ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି…

ଗ୍ରୀନଜୋନରେ ଗଡିବନି ବସ୍

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଗ୍ରୀନ ଜୋନରେ ବସ ଚଳାଚଳ ପାଇଁ କେନ୍ଦ୍ର ଅନୁମତି ଦେଇଛି । ତେବେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଲାଇବାକୁ ମନା କରିଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ରାଜ୍ୟ ଘରୋଇ ବସ ମାଲିକ ସଂଘ ସ୍ପଷ୍ଟ ଭାବେ ଜଣାଇଦେଇଛି ଯେ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ…

ଅନୁପମ ଶେୟାର କଲେ ୩୭ ବର୍ଷ ତଳର ଫିଲ୍ମ ଫଟୋ

ମୁମ୍ବାଇ: ପ୍ରତିଷ୍ଠିତ କଳାକାର ଅନୁପମ ଖେର ୩୭ ବର୍ଷ ତଳର ତାଙ୍କ ଅଭିନୀତ ଏକ ଫିଲ୍ମର ଫଟୋ ଶେୟାର କରିଛନ୍ତି । ଏହି ଫିଲ୍ମରେ ଅଭିନୟ କରିବା ପାଇଁ ତାଙ୍କୁ ୫୦୦୦ ଟଙ୍କା ମିଳିଥିଲା । ୧୯୮୩ରେ ଲୈଲା ମଜନୁ ନାମକ ଫିଲ୍ମରେ ସେ ମଜନୁର ଭୂମିକାରେ ଅଭିନୟ କରିଥିଲେ । ସେ ସୋସିଆଲ ସାଇଟରେ ଫଟୋ…

ପ୍ରବାସୀ ଓଡିଆଙ୍କୁ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିଶନରଙ୍କ ନିବେଦନ

ଭୁବନେଶ୍ୱର : ପ୍ରବାସୀ ଓଡିଆ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିସନର ଭାସ୍କର ରାଓଙ୍କ ନିବେଦନ କରିଛନ୍ତି । ଖୁବ୍ ଶୀଘ୍ର କର୍ଣ୍ଣାଟକରେ କଳ କାରଖାନା ଖୋଲିବ ଏବଂ ଶ୍ରମିକମାନେ କାମରେ ଯୋଗ ଦେବେ । ତେଣୁ ଲକ୍‌ଡାଉନ ଯୋଗୁଁ ଭୟଭୀତ ହୋଇ ନିଜ ରାଜ୍ୟକୁ ଫେରି ନ ଯିବାକୁ ସେ କହିଛନ୍ତି ।…