ଓଲଟିଲା କରୋନା ପଜିଟିଭଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ
କଟକ: ଓଏମ୍ପି ଛକରେ ଓଲଟିଲା କରୋନା ସଂକ୍ରମଣ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ । ଆଜି ଯାଜପୁରରୁ ଚିହ୍ନଟ ନୂଆ ୧୪ ଜଣ କରୋନା ପଜିଟିଭ ରୋଗୀଙ୍କୁ ନେଇ ୫ଟି ଆମ୍ବୁଲାନ୍ସ ଭୁବନେଶ୍ୱରର ଏକ କୋଭିଡ୧୯ ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିଥିଲା…