Latest Odisha News

BREAKING NEWS

Yearly Archives

2020

ପୂର୍ବତନ ଓଡିଶା ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆକ୍ରମଣ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବୁଧବାର ରାତିରେ ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁରଙ୍କ ଉପରକୁ କେହି ଦୁବୃର୍ତ୍ତ ଗୁଳି ମାଡ଼ କରିବା ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ପୂର୍ବତନ ବିଧାୟକ ଜଣକ ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ସେ ତାଙ୍କ ଗାଡିରେ…

ରାଜ୍ୟରେ ପ୍ରବାସୀ ଓଡିଆଙ୍କ ପାଇଁ କାମର ଅଭାବ ନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଓଡିଆଙ୍କ ଘର ବାହୁଡା ଆରମ୍ଭ ହୋଇଯାଇଛି । ଓଡିଶା ଫେରିବାକୁ ଆହୁରି ୫ ଲକ୍ଷରୁ ଅଧିକ ଶ୍ରମିକ ଓ ପ୍ରବାସୀ ଓଡିଆ ରେଜିଷ୍ଟ୍ରେସନ କରିସାରିଲେଣି । ଏହାରି ଭିତରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟରେ ଏନଆରଇଜିଏସ୍…

କରୋନା ଜନିତ ଖୁସି ଖବର: ଆରୋଗ୍ୟ ଲାଭ କଲେଣି ୧୦ ଲକ୍ଷରୁ ଅଧିକ ବ୍ୟକ୍ତି

ଭୁବନେଶ୍ୱର: କରୋନା କବଳରେ ସାରା ବିଶ୍ୱ । ସବୁଆଡେ କରୋନା ପାଇଁ ହାହାକାର । ଏପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକଟି ଦେଶରେ ଏହା ନିଜର କାୟା ବିସ୍ତାର କରି ସାରିଲାଣି । ଆମେରିକା, ଇଟାଲୀ ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନା ଆଗରେ ହାତ ଟେକି ସାରିଲେଣି । ସମଗ୍ର ବିଶ୍ୱର ଡାକ୍ତର ତଥା…

ବାପାଙ୍କ ଶେଷ ଦର୍ଶନ ଲାଗି ଝିଅ ରିଦ୍ଧିମାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ପ୍ରଖ୍ୟାତ ବଲିଉଡ ଅଭିନେତା ଋଷି କପୁରଙ୍କର ଗୁରୁବାର ଦିନ ଏଚ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଦେହାନ୍ତ ହୋଇଛି। କ୍ୟାନ୍ସରରେ ପୀଡିତ ଥିବା ଋଷିଙ୍କର ମୁମ୍ବାଇରେ ମୃତ୍ୟୁ ହୋଇଯାଇଥିବା ବେଳେ ଲକଡାଉନ ଯୋଗୁଁ ବାପାଙ୍କୁ ହସ୍ପିଟାଲରେ ଦେଖିବାକୁ ଆସିପାରିନାହାନ୍ତି ତାଙ୍କ…

ବଲିଉଡ ଅଭିନେତା ଋଷି କପୁରଙ୍କ ବିୟୋଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟେରାନ ଅଭିନେତା ଋଷି କପୁରଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି । Deeply saddened by the unexpected demise of prolific actor and superstar #RishiKapoor. It’s a huge loss to…

ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ଋଷି କପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ଏ ନେଇ ଟ୍ୱିଟରରେ ସେ ଲେଖିଛନ୍ତି ଯେ, ‘ଋଷି କପୁରଙ୍କ ବିୟୋଗରେ ମୁଁ ସ୍ତବ୍ଧ । ସେ ବହୁ ପ୍ରତିଭାର ଅଧିକାରୀ ଥିଲେ । ମୁଁ ତାଙ୍କ ସହ ସୋସିଆଲ ମିଡିଆରେ ଜଡିତ ଥିଲେ । ଏଭଳି ଦୁଃଖଦ ସମୟରେ ଭଗବାନ…

ଲକଡାଉନ ୨.୦: ମେ ୪ରୁ ହ୍ବାଟ୍ସଆପରେ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଦ୍ୱିତୀୟ ଶ୍ରେଣୀରୁ ୧୦ମ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ହ୍ବାଟ୍ସଆପ ମାଧ୍ୟମରେ ଇ-ଶିକ୍ଷା ଯୋଗାଇବା ପଦକ୍ଷେପ ସଫଳ ହେବା ପରେ ଓଡ଼ିଶା ସରକାର ଆସନ୍ତା ୪ ତାରିଖରୁ ସାରା ରାଜ୍ୟରେ ଶିକ୍ଷା ସଂଯୋଗ ମାଧ୍ୟମରେ ଏହି ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି…

୩ ନୂଆ ଜିଲ୍ଲାରେ ପଡିଲା କରୋନା ପାଦ, କେଉଁଠି ରହିଛି କେତେ ସଂଖ୍ୟା, ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ବୁଧବାର ଦିନ ଓଡ଼ିଶାର ୩ ଟି ନୂଆ ଜିଲ୍ଲାରେ ଏହି ଭୁତାଣୁ ଚିହ୍ନଟ କରାଯାଇଛି । ଏହା ମଧ୍ୟରେ ଓଡ଼ିଶାରେ…

ଓଡ଼ିଶାରେ ପହଞ୍ଚିଲେ ସୁରଟରୁ ଆସୁଥିବା ପ୍ରବାସୀ ଶ୍ରମିକ

ବ୍ରହ୍ମପୁର: ଗୁଜୁରାଟର ସୁରଟରୁ ଆସିଥିବା ପ୍ରବାସୀ ଓଡିଆଙ୍କ ପ୍ରଥମ ବ୍ୟାଚ୍ ବୁଧବାର ବିଳମ୍ବିତ ରାତିରେ ଓଡିଶାରେ ପହଞ୍ଚିଛନ୍ତି। ପାଖାପାଖି ୨୧୭ ପ୍ରବାସୀଙ୍କୁ ନେଇ ବାହାରିଥିବା ଏହି ଚାରିଟି ବସ୍ ଗଞ୍ଜାମ ଜିଲ୍ଲାର ଶେରଗଡ ଏବଂ ଧରାକୋଟ୍ ରୁଟ୍ ଦେଇ ଆସିଛି। ସମସ୍ତ ଯାତ୍ରୀ ଗନ୍ତବ୍ୟ…

ଆଖି ବୁଜିଲେ ବଲିଉଡର ଦିଗଜ୍ଜ ଅଭିନେତା ରିଷି କପୁର

ମୁମ୍ବାଇ: ଆଖି ବୁଜିଲେ ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁର । ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁରଙ୍କୁ ବୁଧବାର ବିଳମ୍ୱିତ ରାତିରେ ସ୍ଥାନୀୟ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୬୭ ବର୍ଷୀୟ ଏହି ତାରକା ପୂର୍ବରୁ କର୍କଟ ରୋଗରେ ପୀଡିତ…