Latest Odisha News

BREAKING NEWS

Yearly Archives

2020

ବଲାଙ୍ଗୀରରେ ଭୁଶୁଡ଼ିଲା ନିର୍ମାଣଧୀନ ବ୍ରିଜ: ୨ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆ ମୁଦଲସର ଅଞ୍ଚଳରେ ଭୁଶୁଡି ପଡିଛି ଏକ ନିର୍ମାଣଧୀନ ବ୍ରିଜ । ଏହି ଅଘଟଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୁକତେଲ ନଦୀ ଉପରେ ନିର୍ମାଣ ହେଉଥିବା ଏହି ବ୍ରିଜ ଭୁଶୁଡ଼ି ପଡିଛି। ଦବି ଯାଇଥିବା ଗୋଟିଏ ପିଲରର…

କୃଷି ଉତ୍ପାଦନ କମିଶନର୍ ଭାବେ ସୁରେଶ ମହାପାତ୍ର ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର୍ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏପ୍ରିଲ୍ ୨୬ ତାରିଖରେ ରାଜ୍ୟ ସରକାର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପ୍ରଦାନ…

ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଅଭିନେତା ଇରଫାନ୍ ଖାନ୍ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୫୪ ବର୍ଷିୟ ଏହି ଅଭିନେତାଙ୍କ କିଡନୀ ସଂକ୍ରମଣ ଯୋଗୁଁ ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୨୦୧୮ ରେ ଏକ ଟ୍ୟୁମରରେ ଆକ୍ରାନ୍ତ…

ବାହାର ରାଜ୍ୟରୁ ଯାଜପୁର ଫେରିବା ପାଇଁ ପଞ୍ଜିକରଣ କରିଛନ୍ତି ୩୨ ହଜାରରୁ ଉର୍ଦ୍ଧ୍ବ ଲୋକ !

ଯାଜପୁର: ଯାଜପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ମୋଟ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ନିଜାମୁଦ୍ଦିନ ଲିଙ୍କ ରହିଥିବା ବେଳେ ଆଉ ୧୮ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।…

ଅଣାୟତ୍ତ ହେଉଛି କରୋନା: ଭାରତରେ ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୧,୩୩୨ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ୧୧୯ ଛୁଇଁଲା ମୋଟ ମାମଲା

ଭୁବନେଶ୍ୱର: ରାଜ୍ୟରେ ବୁଧବାର ଦିନ ଦିନ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ମଧୁସୂଦନ ନଗରର ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଜଣାପଡିଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି। ସଦ୍ୟତମ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୦୪-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅପ୍ରେଲ   ତା ୨୯ ରିଖ ବୁଧବାର ମେଷ  ୧୭ ଦିନ ବୈଶାଖ  ମାସ ଶୁକ୍ଳ ପକ୍ଷ  ଷଷ୍ଠୀ  ତିଥି  ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର  ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ,ବିଛା ଓ…

କରୋନାକୁ ମାତ୍ ଦେଲେ କ୍ୟାନସରରେ ପୀଡିତା ୪ ବର୍ଷର ଝିଅ

ଦୁବାଇ: ଦୁବାଇରେ ରହୁଥିବା ୪ ବର୍ଷୀୟା କ୍ୟାନସର ପୀଡିତ ଭାରତୀୟ ଝିଅ ଶିବାନୀ କରୋନାକୁ ମାତ୍ ଦେଇଛନ୍ତି । ୟୁଏଇରରେ କରୋନାରୁ ମୁକ୍ତି ପାଇଥିବା ଲୋକଙ୍କ ମଧ୍ୟରେ ଶିବାନୀ ସର୍ବକନିଷ୍ଠ ବୋଲି ପିଟିଆଇ ଏକ ମିଡିଆ ରିପୋର୍ଟରେ କହିଛି। ଶିବାନୀ ଜଣେ କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏପ୍ରିଲ ୨…

ଆସିଲା ଟେଷ୍ଟ ରିପୋର୍ଟ: କରୋନାରେ ସଂକ୍ରମିତ ହୋଇନାହାନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ହାଇଦ୍ରାବାଦ: ବରିଷ୍ଠ ଓଡିଶା ବିଜେପି ନେତା ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳବିଶ୍ୱଭୂଷଣ ହରିଚନ୍ଦନଙ୍କର କୋଭିଡ୧୯ ପରୀକ୍ଷଣ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ରାଜଭବନର ମୁଖ୍ୟ ସୁରକ୍ଷା ଅଧିକାରୀ, ଷ୍ଟାଫ୍ ନର୍ସ ଓ ଅନ୍ୟ…

ଓଡ଼ିଶାର ୬୧ ନମ୍ବର ଆକ୍ରାନ୍ତ ସୁପର ସ୍ପ୍ରେଡର୍

ଭୁବନେଶ୍ୱର: ଦକ୍ଷିଣ କୋରିଆର ୩୧ ନମ୍ବର ପଜିଟିଭ ସୁପର ସ୍ପେଡର ଭାବେ ଚିହ୍ନଟ ହୋଇଥିଲେ । ଏବେ ଓଡ଼ିଶାରେ ମଧ୍ୟ ଏହିଭଳି ଏକ ସୁପର ସ୍ପ୍ରେଡର୍ ସାମ୍ନାକୁ ଆସିଛ। ଓଡ଼ିଶାର ଏହି ସୁପର ସ୍ପେଡର ହେଉଛନ୍ତି ୬୧ ନମ୍ବର କରୋନା ପଜିଟିଭ। ୫୩ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଏପର୍ଯ୍ୟନ୍ତ ନିଜ…