ସୁରଟରୁ ୧୪ ଦିନ ସାଇକେଲ ଚଳାଇ ଓଡିଶା ଫେରିଲେ ଯୁବକ
ବୁଗୁଡ଼ା: ସୁରଟରୁ ସାଇକେଲ ରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ବୁଗୁଡ଼ା ବ୍ଲକର ଜଣେ ଯୁବକ। ବୁଗୁଡ଼ା ବ୍ଲକ ଏ କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଉକ୍ତ ଯୁବକ ଗାଁରେ ପହଞ୍ଚିଥିଲେ।
ଲକଡାଉନ ଯୋଗୁଁ ସେଠାରେ ଖାଇବା ଓ ରହିବାରେ ଅସୁବିଧା ହେବାରୁ…