Latest Odisha News

BREAKING NEWS

Yearly Archives

2020

ଆଜି ବିଶ୍ୱ ନୃତ୍ୟ ଦିବସ, ଡିଜିଟାଲ ପ୍ଲାଟଫର୍ମରେ ହେବ ନୃତ୍ୟ ପରିବେଷଣ

ଭୁବନେଶ୍ୱର : ଆଜି ବିଶ୍ୱ ନୃତ୍ୟ ଦିବସ । ଆମର କଳା ସଂସ୍କୃତି ତଥା ନୃତ୍ୟର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ୧୯୮୨ ମସିହାରୁ ପାଳିତ ହୋଇଆସୁଛି ବିଶ୍ୱ ନୃତ୍ୟ ଦିବସ । ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଏହା ପାଳିତ ହୋଇଥାଏ । ତେବେ ଚଳିତ ବର୍ଷ କରୋନା ପାଇଁ ବିଶ୍ୱ ନୃତ୍ୟ ଦିବସରେ ଆୟୋଜିତ…

ଅଭିନେତା ଇରଫାନ୍ ଖାନ‌ଙ୍କ ବିୟୋଗରେ ଶୋକପ୍ରକାଶ କଲେ ନବୀନ ଓ ମୋଦି

ଭୁବନେଶ୍ୱର: ବଲିଡଉର ଭର୍ସଟାଇଲ ଅଭିନେତା ଇରଫାନ୍ ଖାନ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁମୁଖୀ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ । ସେ ଜେଣ ଦକ୍ଷ ଅଭିନେତା ଥିଲେ । ସେ ଜଣେ ପ୍ରଫୁଲ୍ଲ ଚିତ୍ତାକର୍ଷକ ଅଭିନେତା ଥିଲେ…

କିମ୍ସରେ ବିରଳ ଅସ୍ତ୍ରୋପଚାର: ୭ବର୍ଷ ଶିଶୁ ଫୁସଫସରୁ ବାହାରିଲା କ୍ଷୀରଦାନ୍ତ

ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ୍ ସାଇନ୍ସ (କିମ୍ସ)ରେ ଜଣେ ୭ ବର୍ଷ ବୟସ୍କ ଶିଶୁର ସଫଳ ଅସ୍ତ୍ରୋପଚାର ହୋଇଛି । ଏହି ଶିଶୁଟିର କ୍ଷୀରଦାନ୍ତ ବୃଦ୍ଧି ପାଇ ଶ୍ୱାସପଥକୁ ଅବରୋଧ କରିଥିଲା । ଏଥିଯୋଗୁଁ ଫୁସଫୁସରେ ଶ୍ୱାସ ପ୍ରକ୍ରିୟା ଅସ୍ୱାଭାବିକ ହୋଇପଡ଼ିବା…

ବାହାର ଫେରନ୍ତାଙ୍କ ଯତ୍ନ ନେବାକୁ ନିବେଦନ କଲେ ନବୀନ

ଭୁବନେଶ୍ୱର: ୧୦ ଦିନ ତଳେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡରିବାର ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମେ…

ସହଯୋଗ କଲେ ଇତିହାସ ରଚିବ ଓଡିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାର ସ୍ଥିତି ଅନ୍ୟ ରାଜ୍ୟ ମାନଙ୍କଠାରୁ ବହୁତ ଭଲ ଅଛି । ରାଜ୍ୟବାସୀ ଯଦି ସରକାରଙ୍କ ନିୟମ ମାନି ଚଳିବେ, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବେ ତେବେ ଓଡିଶା, କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ।…

ଭଦ୍ରକ ଜିଲ୍ଲାରେ ଲକ୍‌ଡ଼ାଉନ ନେଇ ପ୍ରଶାସନ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି

ଭଦ୍ରକ: ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍‌ଡ଼ାଉନ ନିମନ୍ତେ ନୂଆ ଗାଇଡ଼ଲାଇନ୍ ଜାରି ହୋଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡ଼ଲାଇନ୍ ଅନୁଯାୟୀ ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସେବା ଉପଲବ୍ଧ କରାଇବା ଲକ୍ଷ୍ୟ ନେଇ କେତେକ ହୋମ ସର୍ଭିସକୁ ସେବା ଅନୁମତି ପ୍ରଦାନ…

ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ନକ୍ସଲ ନିହତ

ରାୟପୁର: ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଏଥିସହ ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଛତିଶଗଡ ନାରାୟଣପୁରରେ ସୁରକ୍ଷାବାହିନୀ ଓ ନକ୍ସଲ…

ତିନି ନୂଆ ଆକ୍ରାନ୍ତଙ୍କ ରହିଛି ପଶ୍ଚିମବଙ୍ଗ ଲିଙ୍କ

ଭୁବନେଶ୍ୱର: ଜିଲ୍ଲା ପରେ ଜିଲ୍ଲା ଡେଉଁଛି କରୋନା ଭୂତାଣୁ । ଆଜି ତାଲିକାରେ ସାମିଲ ହୋଇଥିବା ୩ ନୂଆ ଜିଲ୍ଲା ହେଲେ ଝାରସୁଗୁଡା, ଦେବଗଡ ଓ କେନ୍ଦୁଝର । ତେବେ ବଡ କଥା ହେଉଛି ସମସ୍ତ ୩ ଜଣ ଆକ୍ରାନ୍ତଙ୍କ ପଶ୍ଟିମବଙ୍ଗ ଲିଙ୍କ ମିଳିଛି । ଏହାରି ଭିତରେ ତିନି ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଆସିଛି…

ଲକଡାଉନ ଖୋଲିବା ପରେ ହେବ ‘ଯୁକ୍ତ ୨’ ର ଅବଶିଷ୍ଟ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ମେ ୩ ରେ ଶେଷ ହେବାକୁ ଯାଉଛି । ଲକଡାଉନ ଶେଷ ହେବା ପରେ ସ୍ଥଗିତ ରହିଥିବା ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ ବୋଲି ବୁଧବାର ରାଜ୍ୟ ସରକାର ସୂଚନା ଦେଇଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)…

ଓଡ଼ିଶାର ଆଉ ୩ ଜିଲ୍ଲାକୁ ବ୍ୟାପିଲା ମହାମାରୀ କରୋନା; ୧୨୨ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡିଶାର ଆଉ ତିନୋଟି ଜିଲ୍ଲାକୁ ବ୍ୟାପିଲା ମହାମାରୀ କରୋନା । ଝାରସୁଗୁଡା, କେନ୍ଦୁଝର ଓ ଦେଓଗଡ଼ ଆଦି ଜିଲ୍ଲାରେ ବୁଧବାର ଦିନ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।