ଆସିଲା ବାଲେଶ୍ୱରର ୫ କରୋନା ପଜିଟିଭ୍ଙ୍କ ଗସ୍ତ ବିବରଣୀ
ଭୁବନେଶ୍ୱର: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ ଦେଇଛି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ୧୦୪ରୁ ୧୦୮ ନମ୍ବର ଯାଏଁ କରୋନା ପଜିଟିଭ ରୋଗୀ ନେଳିଆବାଗ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି ।
ତଥ୍ୟ ଅନୁଯାୟୀ, ୧୦୪, ୧୦୫, ୧୦୬ ଓ ୧୦୭ ନମ୍ବର ରୋଗୀ ୬୧…