Latest Odisha News

BREAKING NEWS

Yearly Archives

2020

କରୋନା ଯୋଗୁ ସମସ୍ତ ଆନ୍ତର୍ଜାତୀୟ ଗଲ୍ଫ ଟୁର୍ଣ୍ଣାମେଂଟ ବାତିଲ

ଓ୍ବାଶିଂଟନ: କରୋନା ଯୋଗୁ ସମସ୍ତ ଆନ୍ତର୍ଜାତୀୟ ଗଲ୍ଫ ଟୁର୍ଣ୍ଣାମେଂଟ ବାତିଲ କରାଯାଇଛି।  ଜର୍ମାନୀରେ ଆୟୋଜନ ହେବାକୁ ଥିବା ବିଏମ୍‌ଡବ୍ଲ୍ୟୁ ଅନ୍ତର୍ଜାତୀୟ ଓପନ ଓ ଫ୍ରାନ୍ସରେ ଓପନ୍‌ ଡି ଫ୍ରାନ୍ସ ଗଲ୍ଫ ଟୁର୍ନାମେଣ୍ଟ ବାତିଲ ହୋଇଛି। ବିଏମ୍‌ଡବ୍ଲ୍ୟୁ ଅନ୍ତର୍ଜାତୀୟ ଓପନ୍‌ ମ୍ୟୁନିକ୍‌ରେ…

ଶାକିରାଙ୍କୁ ମାତ୍ ଦେଉଛି ନୋରା ଫତେହୀଙ୍କ ଡ୍ୟାନ୍ସ

ମୁମ୍ବାଇ: ବଲିଉଡରେ ନିଜ ଡ୍ୟାନ୍ସ ପାଇଁ ନୋରା ଫତେହୀ ବେଶ୍ ଲୋକପ୍ରିୟ । କରୋନ ଭାଇରସ ଲକଡାଉନ ଯୋଗୁ ସେ ଏବେ ଘରେ ଅଭ୍ୟାସ କରୁଛନ୍ତି । ତାଙ୍କର ଏକ ନୂଆ ଭିଡିଓ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଯାହା କି ପ୍ରଶଂସକଙ୍କ ମନକୁ ଅସ୍ଥିର କରୁଛି । ଏହି ଭିଡିଓ କଲମ୍ବିଆନ ଡ୍ୟାନ୍ସର…

କୋଭିଡ୍‌-୧୯ରେ ସଂକ୍ରମିତ ଇରାନୀୟ ଜୋମ୍ବି ଆଂଜେଲିନା ଜୋଲି !

ଇରାନ୍‌: ତେହରାନର ୨୨ ବର୍ଷିୟ ସାହାର ତବାର୍ ଓରଫ ଫାତିମା ଖିସ୍‌ୱନ୍ଦ୍ । ଦିନେ ଏହି ଇରାନୀୟ ଯୁବତୀ ଇନ୍‌ଷ୍ଟାଗ୍ରାମ୍‌ରେ ସୁପରଷ୍ଟାର ସାଜିଥିଲେ । ହେଲେ ଇଶ୍ୱର ବିରୋଧୀ ମନ୍ତବ୍ୟ ଦେଇ ଓ ବେଆଇନ ଭାବେ ଅର୍ଥ ଆଦ।ୟ କରିବା ଅଭିଯୋଗରେ ତାଙ୍କୁ ଜେଲଦଣ୍ଡାଦେଶ ହୋଇଥିଲା । ଇରାନରେ ଜୋମ୍ବି…

ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ନର୍ମାନଙ୍କ ଜୀବନ ନେଲା କିଲର କରୋନା

ଲିଡ୍ସ: ଇଂଲଣ୍ଡର ଖ୍ୟାତନାମା ଫୁଟବଲ ଖେଳାଳି ନର୍ମାନ ହଂଟରଙ୍କ ଜୀବନ ନେଇଛି କିଲର କରୋନା । ୭୬ ବର୍ଷୀୟ ଏହି ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟୃାବସ୍ଥ ବିଗିଡି ଥିଲା । ଏପ୍ରିଲ ୧୦ରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସମସ୍ତ ଉଦ୍ୟମ କରାଯିବା ସତ୍ୱେ…

ପର୍ଯ୍ୟଟକଙ୍କ ଅନୁପସ୍ଥିତି, କ୍ରୁଗର ଜାତୀୟ ପାର୍କରେ ସିଂହଙ୍କ ରାଜୁତି

ଡର୍ବାନ: ଦକ୍ଷିଣ ଆଫ୍ରିକାର କୁର୍ଗର ଜାତୀୟ ପାର୍କରେ କରୋନା ଭାଇରସର କରାଳ ଛାୟା ମଧ୍ୟରେ ଏକ ଅଦ୍ଭୁତପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ଏହି ପାର୍କରେ ରହୁଥିବା ସିଂହମାନଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଓ ପଶୁପ୍ରେମୀମାନେ ଆସିଥାନ୍ତିି । ତେବେ ଏବେ ଅଲଗା…

ଫସୁଛି ଚୀନ, ବିଶ୍ୱ ସମୁଦାୟର ଅସନ୍ତୋଷ ପରେ ଅର୍ଥନୀତିରେ ବଡ ଝଟକା

ବେଜିଂ : ବିଭିନ୍ନ ବିବାଦ ସୃଷ୍ଟି କରି ପୂର୍ବରୁ ବିଶ୍ୱାସ ହରାଇଥିଲା ଚୀନ । ଏବେ କରୋନା ଭାଇରଦ ପରେ ବଡ ବଡ ଦେଶଗୁଡିକ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ସମୟରେ ଚୀନର ଅର୍ଥନୀତି ପାଖାପାଖି ୨ ଦଶନ୍ଧି ପରେ ଖରାପ ସ୍ତରକୁ ଆସିଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଭୁଲ କରି ଚୀନ…

ଶାଢି ଚ୍ୟାଲେଂଜ; ପର୍ଣ୍ଣ ସାଇଟ୍‌ରେ ସ୍ଥାନ ପାଇପାରେ ଆପଣଙ୍କ ଫଟୋ !

ମୁମ୍ବାଇ: କ୍ୱାରେଣ୍ଟାଇନରେ ସୋସିଆଲ ମିଡିଆରେ ଏକାଧିକ ଟ୍ରେଣ୍ଡ । ଖାସ କରି ଫେସବୁକରେ ଶାଢୀ ଚ୍ୟାଲେଂଜ ସବୁଠୁ ଅଧିକ ପପୁଲାର ହୋଇିଛି । ତେବେ କିଛି ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଫଟୋ ପର୍ଣ୍ଣ ସାଇଟରେ ପବ୍ଲିସ୍ ହୋଇଥିବା ଅଭିଯୋଗ ଆସିଛି । ଡିପ୍ ନ୍ୟୁଡ (Deep Nude) ନାମକ ଏକ…

ପ୍ରାରମ୍ଭିକ କରୋନା ଭାଇରସ ରିପୋର୍ଟକୁ ସୁଧାରିଲା ଚୀନ, ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାରରେ ପହଂଚିଲା

ଉହାନ୍‌: ଦୁନିଆକୁ ମିଛ କହୁଥିବା ଚୀନର ଆଉ ଏକ ତଥ୍ୟ ପଦାରେ ପଡିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଯୋଗୁ ଚୀନ ଯେଉଁ ସଂଖ୍ୟା ପ୍ରଦାନ କରିଥିଲା ଏବେ ତାକୁ ସୁଧାରିଛି । ଏଥିରେ ପାଖାପାଖି ୫୦ ପ୍ରତିଶତ ମୃତ୍ୟୁ ସଂଖ୍ୟା ବଢ଼ିଛି । ପ୍ରଥମେ ୨୫୭୯ ବ୍ୟକ୍ତି କେବଳ ଉହାନରେ ମରିଥିଲେ ବୋଲି…

ଜମାତିଙ୍କୁ ନେଇ ବବିତାଙ୍କ ଟୁଇଟ ବିବାଦ ସୃଷ୍ଟି କଲା

ପାନୀପତ: ମହିଳା ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗଟ ଜମାତିଙ୍କୁ ମୂର୍ଖ, ଅବିବେକି କହିବା ଫଳରେ ବିବାଦ ସୃଷ୍ଟି ହୋଇଛି । ଫୋଗଟ ଉପରୋକ୍ତ ବାକ୍ୟ ଟୁଇଟ କରିଥିଲେ । ଏହା ପରେ ତାଙ୍କୁ କେତେକ ବ୍ୟକ୍ତି ଟ୍ରୋଲ କରିବା ଆରମ୍ଭ କରିଥିଲେ । ଏଥିରେ ସେ ବିରକ୍ତ ହେବା ସହ ମୁଁ ବାକ୍ୟରେ ଅଟଳ…

ନୀରବରେ ଶେଷ ହୋଇଗଲା ସାହିଯାତ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଏଥର ନୀରବରେ ସାହିଯାତ ଶେଷ ହୋଇଯାଇଛି । ପୁରୀବାସୀଙ୍କ ସବୁଠାରୁ ପ୍ରିୟ ସାହିଯାତରେ ଏଥର କିଛି ବାଦି ନ ଥିଲା କି ପ୍ରତିଯୋଗିତା ନ ଥିଲା । ଗୁରୁବାର ଶ୍ରୀରାମାଭିଷେକ ନୀତି ପରେ ସାହିଯାତ ବିଧିବଦ୍ଧ ଭାବେ ସମାପ୍ତ ହୋଇଥିଲା । ଜଗନ୍ନାଥ ବଲ୍ଲଭ ମଠ ଭିତରେ ସମସ୍ତ…