ଲକଡାଉନ୍ ସହାୟତା: ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ୫୦୦୦ ଟଙ୍କା ପ୍ରଦାନ କରିବ ମନ୍ଦିର ପ୍ରଶାସନ
ପୁରୀ: କରୋନା ଯୋଗୁଁ ସାରାଦେଶ ଲକଡାଉନ । ମନ୍ଦିର, ମସଜିଦ ସବୁଠି ତାଲା । ଏହି ଧାରାରେ ବନ୍ଦ ରହିଛି ପୁରୀର ଶ୍ରୀମନ୍ଦିର । ଶ୍ରୀଜଗନ୍ନାଥ ମନ୍ଦିର ବନ୍ଦ ଥିବା ଯୋଗୁଁ ଭକ୍ତଙ୍କ ଦାନରୁ ଚଳୁଥିବା ସେବାୟତମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ…