Latest Odisha News

BREAKING NEWS

Yearly Archives

2020

ତାଇୱାନର ସତର୍କତାକୁ କାହିଁକି ଅଣଦେଖା କଲ; ‘ଡବ୍ଲ୍ୟୁଏଚଓ’ ଉପରେ ପୁଣି ବର୍ଷିଲେ ଟ୍ରମ୍ପ୍ !

ନ୍ୟୁୟର୍କ: ଅନ୍ତର୍ଜାତୀୟ କୂଟନୀତିରେ ଏବେ ଚୀନ୍ ଏକଘରିକିଆ ହେବାରେ ଲାଗିଛି । ଚୀନର ୟୁହାନ ସହରରେ ପ୍ରଥମେ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏହା କ୍ରମେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା । ଏସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅବଗତ ଥିଲେ ମଧ୍ୟ ବିଶ୍ୱ ସମୁଦାୟକୁ…

ଭୁବନେଶ୍ୱରର ଆଉ ଦୁଇ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟର ଆଉ ଦୁଇ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଓ ତାଙ୍କ ନମୁନା ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏହି ଦୁଇଜଣ ଭୁବନେଶ୍ୱରର ଓ ସେମାନଙ୍କୁ ଶୁକ୍ରବାର ଡିସ୍‌ଚାର୍ଜ କରାଯାଇଥିବା ବିଭାଗ ପକ୍ଷରୁ ଟ୍ୱିଟ୍…

ଆଇପିଏସ ଅମିତାଭ ଠାକୁରଙ୍କ ଶ୍ୱଶୁର କେ.ଏସ. ରାଜହଂସଙ୍କ ପରଲୋକ

ଭୁବନେଶ୍ୱର: ୧୯୬୩ ବ୍ୟାଚର ଆଇଏଫଏସ ଅଫିସର ତଥା ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକରୁରଙ୍କ ଶ୍ୱଶୁର କେ.ଏସ. ରାଜହଂସଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ରାଜହଂସ କିଛି ବର୍ଷ ତଳେ ଅବସର ନେଇଥିଲେ । କର୍କଟ ରୋଗରେ ପୀଡ଼ିତ ଥିବା ରାଜହଂସ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ…

କରୋନାଭାଇରସ୍ ୱାର୍ଡରେ ସ୍ୱିଡେନ୍ ରାଜକୁମାରୀ ସୋଫିଆ !

ସ୍ୱିଡେନ୍‌: କରୋନାଭାଇରସ୍ ବିରୋଧୀ ଲଢେଇରେ ସାମିଲ ହେଲେ ସ୍ୱିଡେନ୍ ରାଜକୁମାରୀ ସୋଫିଆ । ତେବେ ତଦାରଖ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟକର୍ମୀ ଭାବେ ସୋଫିଆହେମେଟ୍ ହସ୍ପିଟାଲରେ ସେ ଯୋଗଦେଇଛନ୍ତି । ପ୍ରିନ୍ସ କାର୍ଲ ଫିଲିପଙ୍କୁ ବିବାହ କରିଥିବା ସୋଫିୟା ହସ୍ପିଟାଲରେ ଯୋଗଦେବା ପୂୂର୍ବରୁ…

ରଥଯାତ୍ରା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପୁରୀ ଗଜପତି ଲେଖିଲେ ଚିଠି

ଭୁବନେଶ୍ୱର : କରୋନା ସଂକ୍ରମଣ ଭୟରେ ଚାରିଆଡେ ଲକ୍ ଡାଉନ ଘୋଷଣା ହୋଇଛି । ଏପରି ସ୍ଥିତିରେ ପୁରୀରେ ଘୋଷଯାତ୍ରା କିପରି ହେବ ତାକୁ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ତେବେ ଏ ନେଇ ଶୁକ୍ରବାର ଗଜପତି ମହାରାଜ ଦିବ୍ୟ ସିଂହଦେବ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି ।…

ବେସାହାରାଙ୍କୁ ସାହା ହେଲା ସୋଆ; ବସ୍ତିରେ ବଣ୍ଟନ ହେଲା ଶୁଖିଲା ଖାଦ୍ୟ, ମାସ୍କ୍‌

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଏଭଳି…

କଳିକାଳ ପରେ ମହା କଳିକାଳ: କରୋନା କରାଳ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ମହାକଳିକାଳ ସମାଗତ । ଯେଉଁ ଅନାଗତ ଅବତାର କଳ୍‌କୀ ବୃତାନ୍ତ ଆମେ ସବୁ ଏଯାବତ୍ ଶୁଣିଆସିଥିଲେ- ଏ ଅବତାର ଏବେ ପ୍ରତ୍ୟେକ ବିବେକି ମଣିଷ ମଧ୍ୟରେ କାୟା ପ୍ରବେଶ କରିସାରିଲାଣି । ଏ ଅପ୍ରକଟ କଳ୍‌କୀର ଆୟୁଧ ଆଉ ବାରହାତୀ ଖଣ୍ଡା ନୁହଁ, ବରଂ…

ଏଣିକି ଓଡିଶାର ଯେକୌଣସି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜୋରିମାନା

ଭୁବନେଶ୍ୱର: ରାଜ୍ୟର ଯେକୌଣସି ସର୍ବସାଧାରଣ ସ୍ଥାନରେ ଏଣିକି ବାହାରେ ଛେପ ପକାଇଲେ ଜୋରିମାନା ଦେବାକୁ ପଡିବ । ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ମହାମାରୀ ବିପର୍ଯ୍ୟୟ ଆଇନ ୧୮୯୭ ଅନ୍ତର୍ଗତ କୋଭିଡ୍‌୧୯ ନିୟମାବଳୀ ଆଧାରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର…

ଲକ୍‌-ଡାଉନରେ ବି କୃଷି ଗତିବିଧିରେ ଓଡ଼ିଶା ଆଗୁଆ: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ସତ୍ତ୍ୱେ ଖରିଫ ଧାନ ବିହନ ଚାଷରେ ଅଗ୍ରଣୀ ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ସାମିଲ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ କହିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ…

ଝଡ଼ର ଇଗଲ୍‌: ଉଦୟ ବେଳା

(ଝଡ଼ର ଇଗଲ୍ - ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । 'ଓଡ଼ିଶା ସମ୍ବାଦ' ପକ୍ଷରୁ ଆଜିଠାରୁ ପ୍ରତିଦିନ ଧାରାବାହିକ ଭାବେ…