Latest Odisha News

BREAKING NEWS

Yearly Archives

2020

ଦେଶରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦୦ ଛୁଇଁଲା, ୨୭୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୮୩୫୬ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୭୩୬୭ ଜଣ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୦୪-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ  ତା ୧୨ରିଖ  ରବିବାର ମୀନ ୩୦ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର…

ମାସ୍କ ପିନ୍ଧିବାକୁ ଥଟ୍ଟା କରି କରିଥିଲେ ଟିକ୍‌ଟକ୍ ଭିଡିଓ, ମାଡି ବସିଲା କରୋନା

ଭୋପାଳ : କରୋନାକୁ ନେଇ ଯୁବପିଢି ବିଭିନ୍ନ ପ୍ରକାର ଟିକ୍‌ଟକ୍ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ପ୍ରକାର ଟ୍ରେଣ୍ଡ ହୋଇଛି । ଏହି କ୍ରମରେ ମଧ୍ୟ ପ୍ରଦେଶ ସାଗର ଜିଲ୍ଲାର ସମୀର ଖାନ ବି ପ୍ରସ୍ତୁତ କରିଥିଲେ ଏକ ଟିକ୍ ଟକ୍ ଭିଡିଓ । ଏହି ଭିଡିଓରେ ତାଙ୍କୁ ଅନ୍ୟ ଜଣେ କରୋନା…

ଓଡିଶାରେ ଆଉ ଚାରି ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୫୪ ରେ ପହଞ୍ଚିଲା

ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୪ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହ ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀଙ୍କ…

ତାସ୍‌ ଓ ପଶା ଖେଳରୁ ଦୂରେଇ ରହନ୍ତୁ, କରୋନା ବ୍ୟାପି ପାରେ :ବାଗ୍‌ଚୀ

ଭୁବନେଶ୍ୱର : ଲକ୍ ଡାଉନ ବେଳେ ଗ୍ରାମାଞ୍ଚଳରେ ଅନେକ ଲୋକ ଏକାଠି ହୋଇ ତାସ୍‌ ଓ ପଶା ଖେଳୁଥିବା ଦେଖିବାକୁ ମିଳୁଛି । ତେବେ ଏଥି ନେଇ ଆଜି ସତର୍କ କରାଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା ମୁଖପାତ୍ର ସୁବ୍ରତ ବାଗ୍‌ଚୀ । କରୋନା ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ ଲୋକଙ୍କୁ ତାସ୍‌ ଓ…

ପୁରୀ ସାହିଯାତ: ଶ୍ରୀ ଜଗନ୍ନାଥ ବଲ୍ଲଭ ମଠରେ ସମ୍ପନ୍ନ ହେଲା ରାବଣ ବଧ ନୀତି

ପୁରୀ: ପୁରୀ ସାହିଯାତ ପ୍ରସିଦ୍ଧି ଲାଭ କରିଥିବା ବେଳେ ଲକ୍‌ଡାଉନରେ ଏହି ସାହିଯାତର ମଜ୍ଜା ଦେଖିବାକୁ ମିଳିନାହିଁ । ଔପଚାରିକ ଭାବେ ଆଜି ଅନୁଷ୍ଠିତ ହୋଇଯାଇଛି ରାବଣ ବଧ ନୀତି । ପୁରୀ ଶ୍ରୀମନ୍ଦିରରୁ ଶ୍ରୀରାମ ଲକ୍ଷ୍ମଣଙ୍କ ଚଳନ୍ତି ପ୍ରତିମା ଶ୍ରୀ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବା ପରେ…

ଓଡିଶାରେ ୮୦ ପ୍ରତିଶତ କରୋନା ପଜିଟିଭ୍ ରୋଗୀଙ୍କଠାରେ କୌଣସି ଲକ୍ଷଣ ନାହିଁ: ଶାଳିନୀ ପଣ୍ଡିତ୍‌

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ହୋଇଥିବା ୫୦ ଜଣ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇନଥିବା ରାଜ୍ୟ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ଏହି ଦୃଷ୍ଟିରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ସେ…

୪୯ ନମ୍ବର କରୋନା ପଜିଟିଭ ରୋଗୀଙ୍କ ସମ୍ପୂର୍ଣ୍ଣ ଗସ୍ତ ବିବରଣୀ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଚିହ୍ନଟ ୪୯ ନମ୍ବର କରୋନା ପଜିଟିଭ ରୋଗୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେଲା ସ୍ୱାସ୍ଥ୍ୟ ବିଭାଗ । ସେ ୪୧ ତମ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ଆସିଥିଲେ । ତାଙ୍କ ଘର ମଧୁସୂଦନ ନଗରରେ ବୋଲି ସୂଚନା ଦିଆଯାଇଛି । ୩୫ବର୍ଷୀୟା ଏହି ମହିଳା ଜଣଙ୍କ…

କରୋନା ସହ ଲଢେଇ: ଭଦ୍ରକରେ ଖୋଲିଲା କୋଭିଡ୍‌-୧୯ ହସ୍ପିଟାଲ୍‌

ଭଦ୍ରକ: କରୋନା ମହାମାରୀର ମୁକାବିଲା ଲାଗି ଭଦ୍ରକ ସହରରେ ଶନିବାର ଦିନ କୋଭିଡ୍‌-୧୯ ହସ୍ପିଟାଲର ଶୁଭାରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ହସ୍ପିଟାଲଟି ଏକ ସଂପ୍ରସାରିତ ଅଂଶ । ଏହି କୋଭିଡ୍‌-୧୯ ହସ୍ପିଟାଲରେ ୧୨୦ଟି ଶଯ୍ୟା ରହିଛି । ହସ୍ପିଟାଲରେ ଭେଣ୍ଟିଲେଟର୍ ସହିତ…

ରାଜ୍ୟ ସରକାର ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲେ

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ୪୯ ଓ ୫୦ ନମ୍ବର କୋଭିଡ୍‌-୧୯ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଏହି ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟା ମହିଳା ଏବଂ…