କୋଭିଡ-୧୯ ଲକଡାଉନ: ଫି’ କମାଇବେନି ଓଡ଼ିଶାର ଘରୋଇ ସ୍କୁଲ
ଭୁବନେଶ୍ୱର: କୋଭିଡ-୧୯ ଲକଡାଉନ ଯୋଗୁଁ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ସ୍କୁଲ ଫି ହ୍ରାସ କିମ୍ବା ସ୍ଥଗିତ ରଖିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିବାବେଳେ ଓଡିଶା ଘରୋଇ ବିଦ୍ୟାଳୟ ଶିକ୍ଷକ ସଂଘ ବିଦ୍ୟାଳୟ ଫି' ଛାଡିବାକୁ ଅକ୍ଷମତା ପ୍ରକାଶ କରିଛି।
ଅଭିଭାବକ ମାନଙ୍କୁ…