ଚାହତ ଖାନ୍ନା-ମିକା ସିଂଙ୍କ କ୍ୱାରେଂଟାଇନ ଲଭ ଶୀର୍ଷକ ଏବେ ଚର୍ଚ୍ଚାରେ
ମୁମ୍ବାଇ: ଅଭିନେତ୍ରୀ ଚାହତ ଖାନ୍ନା ସର୍ବଦା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତିି । ଏବେ କରୋନା ଭାଇରସ ଲକଡାଉନ ସମୟରେ ସେ ମିକା ସିଂଙ୍କ ସହ ଫଟୋ ଶେୟାର କରିଛନ୍ତି । ଏଥିରେ କ୍ୱାରେଂଟାଇନ ଲଭ କ୍ୟାପଶନ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ସେମାନଙ୍କ ସହ କାମ…