Latest Odisha News

BREAKING NEWS

Yearly Archives

2020

କରୋନା ଭାଇରସ ଟୀକା : ଭାରତରେ ପଶୁଙ୍କ ଉପରେ ପରୀକ୍ଷଣ ଆରମ୍ଭ

ଅହମ୍ମଦାବାଦ:କରୋନା ଭାଇରସ ଟୀକା ବାହାର କରିବା ନେଇ ସାରା ବିଶ୍ୱର ମେଡିକାଲ ସଂସ୍ଥା ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ଭାରତୀୟ କମ୍ପାନୀ ଜାୟଡସ କାଡିଲା କରୋନା ଭାଇରସ ଟୀକା ପ୍ରସ୍ତୁତ କରୁଛି । ୧୦ ବର୍ଷ ତଳେ ଏହି କମ୍ପାନୀ ସ୍ୱାଇନ ଫ୍ଲୁ ପାଇଁ ଟୀକା ବାହାର କରିଥିଲା । ବର୍ତମାନ…

କରୋନା ମୁକାବିଲା: ପ୍ରତି ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ପ୍ରତି ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର । ଏନେଇ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଏଥପାଇଁ  ପିଜି ଏବଂ ୟୁଜି ଛାତ୍ରଙ୍କ…

ଆଜି ସମ୍ପନ୍ନ ହେଲା କରୋନା ରୋଗୀଙ୍କ ଶେଷକୃତ୍ୟ

ଭୁବନେଶ୍ୱର: କରୋନା ଭୂତାଣୁ ଜନିତ ସଂକ୍ରମଣରେ ଓଡ଼ିଶାର ମୃତ ରୋଗୀଙ୍କ ଆଜି ସମ୍ପନ୍ନ ହୋଇଛି ଶେଷକୃତ୍ୟ । ଏହି ଅନ୍ତିମ ସଂସ୍କାର ବୁଧବାର ଭୋର୍ ୩ଟା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମସ୍ତ ଗାଇଡ଼ଲାଇନ୍ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଏହି ଅନ୍ତିମ ସଂସ୍କାର…

ମାଗଣାରେ କରାଯାଉ କରୋନା ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାଗଣାରେ ହେଉ କରୋନା ପରୀକ୍ଷା । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ଅଧିକରୁ ଅଧିକ ପରୀକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହାସହିତ ଘରୋଇ ପରୀକ୍ଷାଗାର ଗୁଡ଼ିକୁ…

ଭୁବନେଶ୍ୱରର ମୋ ବସ୍ ସେଲଟରଗୁଡିକରେ ବସିଲା ପରିବା ହାଟ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ବର୍ତ୍ତମାନ ମୋ ବସ୍ ସେବା ବନ୍ଦ ରହିଛି । ତେବେ ମୋ ବସ୍ ପାଇଁ ସହରର ବିଭିନ୍ନ ସ୍ଥାନରେ ଥିବା ସେଲଟରଗୁଡିକରେ ଏବେ ପରିବା ଦୋକାନ ଖୋଲାଯାଇଛି । ଆପଣ ଆପଣଙ୍କ ଘର ପାଖରେ ଥିବା ମୋ ବସ୍ ସେଲଟରଗୁଡିକ ପାଖକୁ ଗଲେ ସୁବିଧାରେ ପରିବା…

ଆସନ୍ତା ୧୨ ଯାଏଁ ବଢ଼ିଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧି

ଯାଜପୁର: ଆସନ୍ତା ୧୨ ତାରିଖ ରାତି ୮ ଯାଏଁ ବଢ଼ିଲା ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଚଂଳର କଣ୍ଟେନମେଣ୍ଟ ଅବଧି । ଯାଜପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ତେବେ ଆଜି ରାତି ଆଠଟାରେ ଏହି ଅବଧି…

ଧୈର୍ଯ୍ୟର ସହ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର: ଚାରିଆଡେ ମହାମାରୀ କରୋନାକୁ ନେଇ ଲାଗିଛି ହା ହା କାର । ଏଭଳି ସ୍ଥିତିରେ ଓଡ଼ିଶାରେ କରୋନା ବିପତ୍ତିକୁ ରାଜ୍ୟବାସୀ ଧୈର୍ଯ୍ୟର ସହ ମୁକାବିଲା କରୁଛନ୍ତି । ଏଥିପାଇଁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ବିଜୁ ଜନତା ଦଳର…

ଜାଣନ୍ତୁ କେଉଁ ଦେଶର ମନ୍ତ୍ରୀ ଲକ୍‌-ଡାଉନ୍ ନିୟମ ଭାଙ୍ଗି ପଦବୀ ହରେଇଲେ !

ନ୍ୟୁଜିଲ୍ୟାଣ୍ଡ: କରୋନାଭାଇରସ୍ ପାଇଁ ସାରା ଦୁନିଆରେ ଲକ୍‌-ଡାଉନ୍ ଜାରି ହୋଇଛି । ଭିନ୍ନଭିନ୍ନ ଦେଶରେ ନିୟମ ଭଙ୍ଗକାରୀଙ୍କ ପାଇଁ ରହିଛି ଭିନ୍ନ ଶାସ୍ତି । କିନ୍ତୁ ନିକଟରେ ଲକ୍‌-ଡାଉନ୍ ନିୟମ ଭାଙ୍ଗି ନ୍ୟୁଜିଲାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଜ ପଦବୀ ହରେଇବାକୁ ପଡିଛି । New Zealand…

ପାରଳାଖେମୁଣ୍ଡିରେ ଖୋଲିଲା କୋଭିଡ ହସ୍ପିଟାଲ

ପାରଳାଖେମୁଣ୍ଡି: କରୋନା ଚିକିତ୍ସା ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଖୋଲିଲା କୋଭିଡ-୧୯ ହସ୍ପିଟାଲ । ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ଏହି ହସ୍ପିଟାଲ ଆରମ୍ଭ ହୋଇଛି । ଏନେଇ ବୁଧବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ଏହି ହସ୍ପିଟାଲଟି ଜିଲ୍ଲା…

ବଦଳିଲା ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର; କହିଲେ ‘ମୋଦୀ ଜଣେ ଚମତ୍କାର ନେତା’

ନ୍ୟୁୟର୍କ: ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ଏବେ କରୋନା ମହାମାରୀ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ପରିସ୍ଥିତି ପ୍ରକୃତରେ ଗମ୍ଭୀର । ଦୈନିକ ସଂକ୍ରମିତଙ୍କ…