ଆସନ୍ତୁ ଜାଣିବା ରିଲ ଲାଇଫରେ ବାପା, ପୁଅ ସହ ପ୍ରେମ କରିଥିବା ହିରୋଇନଙ୍କ ବିଷୟରେ..
ମୁମ୍ବାଇ: ବଲିଉଡ ଓ ରିଲ ଲାଇଫରେ ସବୁ କିଛି ସମ୍ଭବ । କାରଣ ଏଠାରେ ଗ୍ଲାମର ଓ ଅଭନିୟ ବିକ୍ରି ହୁଏ । ଆସନ୍ତୁ ଜାଣିବା ବଲିଉଡର ଏ ଭଳି କେତେକ ହିରୋଇନଙ୍କ ବିଷୟରେ ଯେଉଁମାନେ ହିରୋ ହୋଇଥିବା ବାପା ଏବଂ ତାଙ୍କ ପୁଅଙ୍କ ସହ ମଧ୍ୟ ରୋମାନ୍ସ କରିଛନ୍ତି ।
ଡିମ୍ପଲ କାପାଡିଆ: ଡିମ୍ପଲ କାପାଡିଆ ଓ…