କରୋନା ନେଲା ଏହି ଲୋକପ୍ରିୟ ଅଭିନେତାଙ୍କ ଜୀବନ
ସିଡ଼ନୀ: କରୋନାରେ କବଳିତ ସାରା ବିଶ୍ୱ । ଜଣେ ଲୋକପ୍ରିୟ ଅଭିନେତାଙ୍କ ପ୍ରାଣ ନେଇଛି କରୋନା । ହଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର 'ଷ୍ଟାର ୱାର୍ସ’ର ‘ ଅଭିନେତା ଆଣ୍ଡ୍ର୍ୟୁ ଜ୍ୟାକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।
୭୬ ବର୍ଷୀୟ ଆଣ୍ଡ୍ର୍ୟୁ ଜ୍ୟାକ କରୋନା ମହାମାରୀର ଶିକାର…