Latest Odisha News

BREAKING NEWS

Yearly Archives

2020

କରୋନା ଆତଙ୍କ: ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟାରେ ଚୀନ, ଇଟାଲୀକୁ ଟପିଗଲା ଯୁକ୍ତରାଷ୍ଟ୍ର ଆମେରିକା !

ନ୍ୟୁୟର୍କ: ସାରା ବିଶ୍ୱରେ ଏବେ ୫୦୦,୦୦୦ ବ୍ୟକ୍ତି କରୋନା ସଂକ୍ରମିତ ବ୍ୟକ୍ତି ରହିଥିବା ବେଳେ କୋଟି କୋଟି ଜନସାଧାରଣ ଏବେ ଘରଭିତରେ ଲକଡ଼ାଉନ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛନ୍ତି । ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା ନେଇ ଏବେ ବିଶ୍ୱବ୍ୟାପୀ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଅଧିକାଂଶ…

କରୋନାଭାଇରସର ପ୍ରାରମ୍ଭିକ ଲକ୍ଷଣ; ଏହାକୁ ସାମାନ୍ୟ ଭାବି ଭୁଲ କରନ୍ତୁନି

ନୂଆଦିଲ୍ଲୀ: କରୋନାଭାଇରସ ବିଶ୍ୱବ୍ୟାପୀ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଦିନକୁ ଦିନ ମୃତୁ୍ୟ ସଂଖ୍ୟା ବଢ଼ି ଚାଲିଛି । ଭାରତରେ ଏବେ ସୁଦ୍ଧା କରୋନା ଜନିତ ୧୭ଜଣଙ୍କ ମୃତୁ୍ୟ ହୋଇସାରିଛି । କରୋନାଭାଇରସ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଥାଏ । ଆରମ୍ଭରେ…

ଲକଡାଉନ: ପ୍ରତିଦିନ ୪ ଲକ୍ଷ ଗରୀବ ଲୋକଙ୍କୁ ଖାଦ୍ୟ ଯୋଗାଇବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଅର୍ଥାତ୍ ମାର୍ଚ୍ଚ ୨୮ରୁ ପ୍ରତିଦିନ ୪ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇବେ ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ହୋଇଥିବା ଲକଡାଉନକୁ ଦୃଷ୍ଟିରେ ରଖି…

କରୋନା ମୁକାବିଲା: ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: କରୋନା ଭୟରେ ସାରାଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ଅଯଥା ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି । ତେବେ ଏହି ସମୟରେ ଲୋକେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଭାରତୀୟ ରେଳ ପକ୍ଷରୁ…

କରୋନା ମୁକାବିଲା: ଏମପିଲାଡରୁ ୧.୦୫ କୋଟିର ଫଣ୍ଡ ଜାରି କଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍-୧୯ ମୁକାବିଲା ପାଇଁ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି  ଏମପିଲାଡ ପାଣ୍ଠିରୁ ୧.୦୫ କୋଟି ଟଙ୍କା କିଛି ଅତ୍ୟାବଶ୍ୟକ ଉପକରଣ କିଣିବା ଲାଗି ବିତରଣ କରିଛନ୍ତି । ଏନେଇ ବିଜେଡି ସାଂସଦ ଶୁକ୍ରବାର ଦିନ କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ…

ତୃତୀୟ କରୋନା ପଜିଟିଭ ପରେ ଓଡିଶାରେ ସାମାଜିକ ସଂକ୍ରମଣ ଭୟ

ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ସାମାଜିକ ସଂକ୍ରମଣ(Community Transmission)ର ଆଶଙ୍କା ଦେଖାଦେଇଥିବା ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରଜ ବାଗଚୀ କହିଛନ୍ତି । ମହାମାରୀର ପ୍ରଥମ ଚରଣରେ ବିଦେଶରୁ ଫେରିଥିବା ଲୋକଙ୍କ ଉପରେ ନଜର ରହିଥିଲା । କିନ୍ତୁ ପରେ…

ଦେଶବ୍ୟାପୀ ଲକଡାଉନ; ଏସବିଆଇ ବଦଳାଇଲା ବ୍ୟାଙ୍କିଂ ସମୟ, ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଥିବା ଲକଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ(ଏସବିଆଇ) ବ୍ରାଞ୍ଚ ବ୍ୟାଙ୍କ ଗୁଡିକର ସମୟସୀମା ପରିବର୍ତ୍ତନ କରିଛି । ଏଥିସହିତ ଏସବିଆଇ କରୋନାଭାଇରସର ସଂକ୍ରମଣକୁ ଦେଖି ବ୍ୟାଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ପରସ୍ପର…

କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତ ବଢାଇଲା ‘ରୁଚି ଉଦ୍ୟୋଗ’

କଟକ/ଭୁବନେଶ୍ୱର: ସଂପ୍ରତି କରୋନା ମହାମାରୀ ସାରା ବିଶ୍ଵର ମଣିଷ ସମାଜ ପାଇଁ ମହା ବିପତ୍ତି ଆଣିଥିଲା ବେଳେ ଓଡିଶାର ସୁପରିଚିତ ରୁଚି ମସଲା ଶିଳ୍ପୋଦ୍ୟୋଗ ନିଜର ସାମାଜିକ ଦାୟିତ୍ୱ ନିର୍ବାହ ପୂର୍ବକ ୫ ଲକ୍ଷ ଟଙ୍କାର ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛି । ଆଜି …

କରୋନା ସଙ୍କଟ: ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ଦେବାକୁ ଓଡିଶା ସରକାରଙ୍କ ବିଚାର

ଭୁବନେଶ୍ୱର: ଲକଡାଉନ ଅବଧି ଶେଷ ହେବା ପରେ ସ୍ଥିତିର ସମୀକ୍ଷା କରାଯାଇ ସମସ୍ତ ପରୀକ୍ଷାକୁ ପୁନଃ ନିର୍ଦ୍ଧାରିତ କରାଯିବ ଏବଂ ପରୀକ୍ଷା ଆୟୋଜନ କରିବାର ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଶୁକ୍ରବାର ଦିନ କହିଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ସୂତ୍ର…

କରୋନା ମୁକାବିଲା: ଓଡ଼ିଶା କମିଟିରେ ସାମିଲ ହେଲେ ଆଉ ୫ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର ଶୁକ୍ରବାର ଦିନ ଓଡିଶାରେ କୋଭିଡ-୧୯ର ମୁକାବିଲା କରିବା ପାଇଁ ସଚିବ କମିଟିର ସଦସ୍ୟ ଭାବରେ ଆଉ ପାଞ୍ଚଜଣ ସଚିବଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ସେମାନେ ହେଲେ- ୧. ମୁଖ୍ୟ ଶାସନ ସଚିବ, ଶ୍ରମ ଏବଂ ଇଏସଆଇ ବିଭାଗ ୨. ମୁଖ୍ୟ ସଚିବ, ଶିଳ୍ପ ବିଭାଗ ୩.…