Latest Odisha News

BREAKING NEWS

Yearly Archives

2020

୨ ବର୍ଷ ପୂର୍ବେ କୋରିଆନ୍ ଲେଖକ ଜାଣିଥିଲେ କୋଭିଡ୍‌-୧୯ ରହସ୍ୟ !

ଭୁବନେଶ୍ୱର: ୨୦୧୮ରେ ଏକ କୋରିଆନ୍ ଟିଭି ସିରିଜ୍ କରିଥିଲା କୋଭିଡ୍‌-୧୯ର ପୂର୍ବାନୁମାନ । ଆମେରିକୀୟ ଅନଲାଇନ୍ ଷ୍ଟ୍ରିମିଂ ସର୍ଭିସ୍ ନେଟ୍‌ଫ୍ଲିକ୍ସ କରିଥିଲା ଏହି ୱେବସିରିଜ୍ ର ପ୍ରସାରଣ । In the drama My Secret Terrius that was released in 2018 (UNIQ's sungjoo was…

୩୧ ନୁହେଁ ୩୦ରେ ବସିବ ବିଧାନସଭା…ଲୋକସେବା ଭବନର କନଭେନସନ ହଲରେ ଚାଲିବ ଅଧିବେଶନ

ଭୁବନେଶ୍ୱର: ରାଜଧାନୀରେ ତୃତୀୟ କରୋନା ରୋଗୀ ଚିହ୍ନଟ ପରେ ଚିନ୍ତା ବଢିଯାଇଛି । ରୋଗୀ ଜଣଙ୍କ ବିଧାନସଭା ପରିସରରେ ବହୁ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସଂକ୍ରମଣଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକାନ୍ତବାସରେ…

ଜଣେ ସୁସ୍ଥ ମଣିଷକୁ କରୋନା କେମିତି ଆକ୍ରାନ୍ତ କରେ ? ଜାଣନ୍ତୁ

ନୂଆଦିଲ୍ଲୀ: ଯେତେବେଳେ କୌଣସି ସୁସ୍ଥ ବ୍ୟକ୍ତି କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିଙ୍କ ଶ୍ୱାସ ସଂସ୍ପର୍ଶରେ ଆସେ କିମ୍ବା ସ୍ପର୍ଶ କରେ, ତା’ ଶରୀରରେ କରୋନାଭାଇରସ ପ୍ରବେଶ କରେ । ଏହାପରେ ସୁସ୍ଥ ବ୍ୟକ୍ତି ନିଜ ହାତକୁ ସଫା ନକରି ଆଖି, ମୁହଁ କିମ୍ବା ନାକକୁ ଛୁଏଁ ସେତେବେଳେ କୋଭିଡ-୧୯ ଭୂତାଣୁ…

କୋଭିଡ-୧୯: ତୃତୀୟ ସଂକ୍ରମିତଙ୍କ ପତ୍ନୀ, ଝିଅ ସହ କ୍ୱାରେଣ୍ଟାଇନରେ ଡ୍ରାଇଭର

ଭୁବନେଶ୍ୱର: ଓଡିଶାରେ ନୂଆ କରୋନାଭାଇରସ ମାମଲା ଚିହ୍ନଟ ହୋଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ଶୁକ୍ରବାର ଦିନ କହିଛନ୍ତି କୋଭିଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି । ସମ୍ପୃକ୍ତ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଗଣମାଧ୍ୟମରେ ବିସ୍ତୃତ ବିବରଣୀ ଦେଇ ଶ୍ରୀ ବାଗଚି…

ତୃତୀୟ କରୋନାଭାଇରସ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ଓଡିଶା ବିଧାନସଭା କର୍ମଚାରୀ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଓଡିଶା ବିଧାନସଭା କର୍ମକର୍ତ୍ତା ଆସିଥିବାରୁ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି କହିଛନ୍ତି, ଉକ୍ତ…

କୋଭିଡ-୧୯: ଘୁଞ୍ଚିଲା ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା; ଏପ୍ରିଲ ୧୪ ଯାଏଁ ବନ୍ଦ

ନୂଆଦିଲ୍ଲୀ: ଭାରତରେ ଅନ୍ତର୍ଜାତୀୟ ବିମାନ ଅବତରଣ ଉପରେ ଥିବା କଟକଣା ଘୁଞ୍ଚିଲା । ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏହାକୁ ବଢ଼ାଯାଇ ଏପ୍ରିଲ ୧୪ ଯାଏଁ କରାଯାଇଛି । ସମସ୍ତ ଅନ୍ତର୍ଜାତୀୟ ବିମାନ ସେବାକୁ ଏପ୍ରିଲ ୧୪, ୨୦୨୦ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ଗୁରୁବାର…

କରୋନାଭାଇରସ ଆତଙ୍କ; ନିଜ ସ୍ମାର୍ଟଫୋନକୁ କିଭଳି କରିବେ ସଫା, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୭୦୦ ଛୁଇଁଛି । ଯାହାକୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି । ଏଭଳି ସମୟରେ ସମସ୍ତେ ସ୍ୱଚ୍ଛ ଓ ସଚେତନ ରହିବା ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଜାଣନ୍ତୁ…

କୋଭିଡ-୧୯ ରିଲିଫ ଫଣ୍ଡକୁ ସହଯୋଗର ହାତ ବଢ଼ାଇଲେ ତେଲୁଗୁ ସୁପରଷ୍ଟାର

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସ ଓ ମହେଶ ବାବୁ କରୋନା ମୁକାବିଲା ପାଇଁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ କୋଟି ଟଙ୍କା ଦାନ କରିଥିବା ଘୋଷଣା କରିଛନ୍ତି । ଘାତକ କରୋନାଭାଇରସ ସହ ଲଢ଼ିବା ପାଇଁ ଅନେକ ଅଭିନେତା, ଅଭିନେତ୍ରୀ ଦାନ କରିଛନ୍ତି…

କୋଭିଡ-୧୯ ବିରୋଧରେ ଲଢେଇ; ସ୍ଥାନାନ୍ତର ହେଲା ଟ୍ୱିନସିଟିର ମାର୍କେଟ

କଟକ: କୋଭିଡ-୧୯ର ମୁକାବିଲା କରିବା ତଥା ସାମାଜିକ ଦୂରତା ବଜାୟ ରଖିବା ଲାଗି କଟକ ପ୍ରଶାସନ ପକ୍ଷରୁ ଛତ୍ର ବଜାରର ପନିପରିବା ବଜାରକୁ ବାଦାମବାଡି ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ବାଦାମବାଡି ପୂଜା ମଣ୍ଡପ ଏବଂ ମଧୁପାଟଣା ଛକ ରେ ବସୁଥିବା ପରିବା ମାର୍କେଟରେ ବିକ୍ରେତାମାନେ ପରସ୍ପର…

କୋଭିଡ଼-୧୯ ପ୍ରଭାବ: ରେପୋ ରେଟ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ: ରେପୋ ହାରରେ ହ୍ରାସ ଘଟାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ । କରୋନା ପାଇଁ ସାରାଦେଶ ଲକ୍‌ଡାଉନ୍‌ ଥିବା ବେଳେ ବେଳେ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏହା…