Latest Odisha News

BREAKING NEWS

Yearly Archives

2020

କରୋନାଭାଇରସ: ଘରେ ବସି କରନ୍ତୁ ଏହିସବୁ କାମ, ଦୂର ହେବ ଆର୍ଥିକ ସମସ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଲାଗି ଦେଶବ୍ୟାପୀ ଲକଡାଉନ୍ ଜାରି କରାଯାଇଛି । ଯାହାଫଳରେ ଅନେକ ସରକାରୀ ଓ ବେସରକାରୀ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ ରହିବା ପାଇଁ କହିଛନ୍ତି । ଏହି ସମୟରେ ଘରେ ରହିବା ଦ୍ୱାରା କିଛି କିଛି ଲୋକଙ୍କର ଆର୍ଥିକ…

ଦେଖନ୍ତୁ ଭିଡ଼ିଓ: ସାମାଜିକ ଦୂରତା ରକ୍ଷା କରାଇବା ପାଇଁ ବୁଲିବୁଲି ଗାର ଟାଣିଲେ ମମତା ବାନାର୍ଜୀ

କଲିକତା: ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପଲଟିଛି । ଏହି ମାରାତ୍ମକ କରୋନା ଭାଇରସର ମୁକାବିଲା ନେଇ ସବୁ ଆଡେ ସଚେତନତା । କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ସାମାଜିକ ଦୂରତ୍ୱ ରଖିବା ସବୁଠାର ବଡ଼ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉପଦେଶ ଦେଇଛନ୍ତି । No…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଛୁଇଁଲା, ୧୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୭୨୪ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ…

କଳା ଜଗତରେ ଅପୁରଣୀୟ କ୍ଷତି: ଆଖି ବୁଜିଲେ ପ୍ରସିଦ୍ଧ ଚିତ୍ରକାର ସତୀଶ ଗୁଜରାଲ

ନୂଆଦିଲ୍ଲୀ: ଆଖି ବୁଜିଲେ ପ୍ରସିଦ୍ଧ ଚିତ୍ରକାର ପଦ୍ମ ବିଭୂଷଣ ସତୀଶ ଗୁଜରାଲ। ଏକାଧାରରେ କଳାକାର, ଚିତ୍ରକାର, ମୂର୍ତ୍ତିକାର ଏବଂ ବାସ୍ତୁକାର ଏବଂ ଲେଖକ ଭାବେ ପ୍ରସିଦ୍ଧି ଲାଭ କରିଥିବା ସତୀଶ ଗୁଜରାଲଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି । କଳା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ…

କୋଭିଡ-୧୯: ଭିଡ଼ିଓ କନଫରେନ୍ସ ଜରିଆରେ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦିନ ଦେଶର ସମସ୍ତ ରାଜ୍ୟପାଳମାନଙ୍କୁ ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଭିଡିଓ…

ଭାରତ ଲକଡାଉନ: ନିଜକୁ ତାଲା ପକାଇବାକୁ ବାଲୁକା ଶିଳ୍ପରେ ସୁଦର୍ଶନ ପଟ୍ଟନାୟକଙ୍କ ବାର୍ତ୍ତା

ପୁରୀ: ସମ୍ଭବ୍ୟ କରୋନା ଭୂତାଣୁର ସଂକ୍ରମଣରେ ଅଙ୍କୁଶ ଲଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶକୁ ୨୧ ଦିନ ଯାଏଁ ଲକଡାଉନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭୂତାଣୁକୁ ମୁକାବିଲା କରିବା ନିମନ୍ତେ ଏହାର ସଂସ୍ପର୍ଶରେ ନଆସିବା ନିମନ୍ତେ ସରକାର ଏପରି ନିଷ୍ପତ୍ତି…

ମେ ମାସ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷରେ ପହଞ୍ଚିବ !

ନୂଆଦିଲ୍ଲୀ: ସାରାବିଶ୍ୱ ସମେତ ଭାରତରେ କରୋନା ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଆନ୍ତର୍ଜାତୀୟ ବୈଜ୍ଞାନିକଙ୍କ ଦାବି ଅନୁଯାୟୀ ଯଦି ସମାନ ଗତି ବଜାୟ ରହେ ତେବେ ମେ ମାସ ମଧ୍ୟଭାଗ ସୁଦ୍ଧା ଭାରତରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷରୁ ୧୩ଲକ୍ଷରେ ପହଞ୍ଚିପାରେ। ଭାରତରେ ବିଦ୍ୟମାନ…

ଯୁବତୀଙ୍କୁ ‘କରୋନା ଭାଇରସ୍‌’ ଡାକି ଗିରଫ ହେଲେ ଯୁବକ !

ନୂଆଦିଲ୍ଲୀ: ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି ଯୁବତୀଙ୍କୁ ‘କରୋନା ଭାଇରସ୍‌’ ଡାକିବା ମହଙ୍ଗା ପଡ଼ିଲା । ଏହି ଘଟଣାରେ ପୋଲିସ ସଂପୃକ୍ତ ଯୁବକ ଜଣକଙ୍କ୍‌ୁ ଗିରଫ କରିଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,…

ଆଜିଠାରୁ ବଢିବ ଖରା…

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜିଠାରୁ ତାପମାତ୍ରା ବୃଦ୍ଧି ପାଇବ । ତାପମାତ୍ରା ବଢ଼ିବା ସହ ପାଗ ମଧ୍ୟ ଶୁଖିଲା ରହିବ। ମୁଣ୍ଡ ଫଟା ଖରା ହେବ। ବାୟୁର ଆର୍ଦ୍ରତା…

ଲକ୍‌-ଡାଉନ୍ ପ୍ରଭାବ: ପ୍ରଥମେ ଆଣ୍ଠେଇଲେ, ପରେ ଭୁଲ ମାଗିଲେ !

ବଦୌନ (ୟୁ.ପି): ବଦୌନ ସହରର ଏକ ଭିଡିଓ ଭାଇରାଲ୍ ହେବା ପରେ କ୍ଷମା ମାଗିଛି ୟୁ.ପି ପୋଲିସ । ଭିଡିଓରେ ଲକ୍‌-ଡାଉନ୍ ସମୟରେ ଜଣେ ପୋଲିସ ପ୍ରବାସୀ ଶ୍ରମିକଙ୍କୁ ଆଣ୍ଠେଇଆଣ୍ଠେଇ ଚାଲିବାକୁ ବାଧ୍ୟ କରିଥିଲେ । #WATCH Incident of police brutality in Badaun where policemen make…