ଭାରତରେ କରୋନା ମୁକାବିଲା ଲାଗି ସଂଗରୋଧ ହିଁ ଏକମାତ୍ର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶ କରୋନା ଭୂତାଣୁ ସହିତ ଲଢେଇ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ ବାରଣାସୀ କ୍ଷେତ୍ରର ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା ହେଉଥିବା ବେଳେ ପ୍ରକାଶ କରିଛନ୍ତି ।
#WATCH Live…